ନିଆଁ ଲାଗି ୪ ପରିବାର ଘର ପାଉଁଶ: ସହଯୋଗ କଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ବଅଁରପାଳ ବ୍ଲକ୍ ବୁଢ଼ାପଙ୍କ ପଞ୍ଚାୟତ ନୂଆସାହିରେ ଅଗ୍ନିକାଣ୍ଡ ଘଟି ୪ ଟି ପରିବାରର ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ପହଞ୍ଚି ଅଗ୍ନିକାଣ୍ଡ ସମ୍ପର୍କରେ ପଚାରି ବୁଝିବା…

Continue Readingନିଆଁ ଲାଗି ୪ ପରିବାର ଘର ପାଉଁଶ: ସହଯୋଗ କଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଅସହାୟ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଲା ହିଙ୍ଗୁଳା ପାଠାଗାର, ପ୍ରଦାନ କଲା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା' ହିଙ୍ଗୁଳା ପାଠାଗାର ପକ୍ଷରୁ ଅସହାୟ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ତାଳଚେର ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ବାସ କରୁଥିବା ବିଧବା ମହିଳା ଅଞ୍ଜଳି ବେହେରା ଓ ତାଙ୍କ…

Continue Readingଅସହାୟ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଲା ହିଙ୍ଗୁଳା ପାଠାଗାର, ପ୍ରଦାନ କଲା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ

ଭୁବନେଶ୍ୱରୀ କୋଇଲା ଖଣିରେ କାର୍ଯ୍ୟରତ ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଖଣି ବନ୍ଦ କଲା ବିଜେପି

  ତାଳଚେର: ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରେ ଏସଆଇପିଏଲ କମ୍ପାନୀରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଗାଡ଼ି ଚାଳକ ହେଲେ ନିରଞ୍ଜନ ଜେନା। ସୂଚନା ମୁତାବକ, ନିରଞ୍ଜନ ଡ୍ୟୁଟିରେ ଥିବା ବେଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।…

Continue Readingଭୁବନେଶ୍ୱରୀ କୋଇଲା ଖଣିରେ କାର୍ଯ୍ୟରତ ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଖଣି ବନ୍ଦ କଲା ବିଜେପି

ଘରକୁ ଧକ୍କା ଦେଇ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ, ଡ୍ରାଇଭରର ଆଖି ଲାଗି ଯାଇଥିବା ସୂଚନା

  କଣିହାଁ: ସ୍ଥାନୀୟ ସମଲ ଥାନା ହାଇସ୍କୁଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଘରକୁ ଧକ୍କା ଦେଇ ଓଲଟି ପଡ଼ିଛି। ପୋଲିସ ସୂଚନା ମୁତାବକ, ତାଳଚେର ଅଞ୍ଚଳରୁ କୋଇଲା ଧରି ସମଲ ହାଇସ୍କୁଲ…

Continue Readingଘରକୁ ଧକ୍କା ଦେଇ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ, ଡ୍ରାଇଭରର ଆଖି ଲାଗି ଯାଇଥିବା ସୂଚନା

ନେପୁ ୟୁନିୟନର ବିଦାୟକାଳୀନ ସଭା ଓ ନୂତନ କର୍ମକର୍ତ୍ତା ଚୟନ, ସାଧାରଣ ସମ୍ପାଦକ ହେଲେ ପ୍ରଫୁଲ୍ଲ ଚନ୍ଦ୍ର ସାହୁ

ଅନୁଗୁଳ: ନେପୁ ୟୁନିୟନର ସଭାପତି ତଥା ତାଳଚେରର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସଭାପତିତ୍ବରେ ନେପୁ ୟୁନିୟନର କାର୍ଯ୍ୟାଳୟରେ ବିଦାୟ କାଳୀନ ସଭା ଓ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏ ଅବସରରେ ନାଲକୋ ସ୍ମେଲଟର କାରଖାନାର…

Continue Readingନେପୁ ୟୁନିୟନର ବିଦାୟକାଳୀନ ସଭା ଓ ନୂତନ କର୍ମକର୍ତ୍ତା ଚୟନ, ସାଧାରଣ ସମ୍ପାଦକ ହେଲେ ପ୍ରଫୁଲ୍ଲ ଚନ୍ଦ୍ର ସାହୁ

କମିଗଲାଣି ଢିଙ୍କିର ଚାହିଦା, ଆଉ ଶୁଭୁନି ଢିଙ୍କି ପାହାରର ଗମ୍ଭୀର ନାଦ

ଅନୁଗୁଳ: ଢିଙ୍କି ଦେ ଦୁଲୁକେଇ ଲୋ ସମ୍ମା କୁଟେ ଧାନ... ଢିଙ୍କିକୁ ନେଇ ଏହି ଗୀତ ଅତୀତରେ ବେଶ୍ ଲୋକପ୍ରିୟ ହୋଇଥିଲା। ଢିଙ୍କିର ବହୁଳ ବ୍ୟବହାର ହେତୁ ଲୋକେ କୌତୁହଳରେ ଏହାକୁ ନେଇ ଢଗଢମାଳି ମଧ୍ୟ କରିଥିଲେ। ଉଦାହରଣ ସ୍ୱରୂପ -…

Continue Readingକମିଗଲାଣି ଢିଙ୍କିର ଚାହିଦା, ଆଉ ଶୁଭୁନି ଢିଙ୍କି ପାହାରର ଗମ୍ଭୀର ନାଦ

ଆମ୍ବୁଲାନ୍ସ ପାଇଁ ୟୁନିୟନ ନେତାଙ୍କ ଧାରଣା: ଭରତପୁର ଜିଏମ ଅଫିସ୍ ୫ ଘଣ୍ଟା ଅଚଳ

ତାଳଚେର: ଏମସିଏଲର ଭରତପୁର କୋଇଲା ଖଣିର ଜିଏମ ଅଫିସ୍‌ରେ ଆଇଏନଟିୟୁସି ନେତା ଧାରଣା ସହ କାର୍ଯ୍ୟାଳୟ ଗେଟ୍ ବନ୍ଦ କରିବା ଫଳରେ ୫ ଘଣ୍ଟା କାର୍ଯ୍ୟାଳୟ ଅଚଳ ରହିଥିଲା। ସୂଚନା ମୁତାବକ, ଭରତପୁର କୋଇଲା ଖଣିରେ ସମ୍ଭାବ୍ୟ ଦୁର୍ଘଟଣା ପାଇଁ ଜରୁରୀକାଳୀନ…

Continue Readingଆମ୍ବୁଲାନ୍ସ ପାଇଁ ୟୁନିୟନ ନେତାଙ୍କ ଧାରଣା: ଭରତପୁର ଜିଏମ ଅଫିସ୍ ୫ ଘଣ୍ଟା ଅଚଳ

ଜିନ୍ଦଲ ନଗର ଦେବ ଭୂମି ପରିସରରେ ଦେବସ୍ନାନ ପୂର୍ଣ୍ଣିମା ନୀତି ପାଳିତ, ଆଜିଠୁ ଅଣସର

  ଅନୁଗୁଳ: ଅନୁଗୁଳ ଜିନ୍ଦଲ ନଗର ପରିସରସ୍ଥ ଦେବ ଭୂମି ଶ୍ରୀଜଗନ୍ନାଥ ମନ୍ଦିର ଠାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତି ସଂପନ୍ନ ହୋଇଛି। ଏହି ଅବସରରେ ଜିନ୍ଦଲ ନଗରରେ ବାସ କରୁଥିବା ଶ୍ରଦ୍ଧାଳୁଙ୍କ ସହ ପାର୍ଶ୍ଵବର୍ତ୍ତୀ ଗ୍ରାମାଞ୍ଚଳରୁ ହଜାର ହଜାର ସଂଖ୍ଯାରେ…

Continue Readingଜିନ୍ଦଲ ନଗର ଦେବ ଭୂମି ପରିସରରେ ଦେବସ୍ନାନ ପୂର୍ଣ୍ଣିମା ନୀତି ପାଳିତ, ଆଜିଠୁ ଅଣସର

ମ୍ୟୁନିସପାଲିଟି କାଢୁଛି ଦୋକାନୀ ପୁରାଉଛନ୍ତି

  ଅନୁଗୁଳ: ଅନୁଗୁଳ ସହର ଶିମିଳିପଡ଼ା ଠାରେ ଗ୍ରେ ୱାଟର ମ୍ୟାନେଜମେଣ୍ଟ କରାଯିବାକୁ ଥିବା ବେଳେ ସହର ଭିତରେ ଥିବା ସବୁ ଡ୍ରେନ ଗୁଡ଼ିକର ମରାମତି ସହ ପ୍ରଶସ୍ତ କରାଯାଇଛି ।ଅନେକ ଯାଗାରେ ଡ୍ରେନ ଉପରେ ଶ୍ଳାବ ପଡ଼ିଥିବା ବେଳେ ଆଉ…

Continue Readingମ୍ୟୁନିସପାଲିଟି କାଢୁଛି ଦୋକାନୀ ପୁରାଉଛନ୍ତି

ପଞ୍ଚତତ୍ତ୍ଵ ପାର୍କ ନିର୍ମାଣରେ ଅନିୟମିତତା: ଉଦଘାଟନର ୬ ମାସ ପରେ ବି ଝୁଲିଛି ତାଲା

ଅନୁଗୁଳ: ଉଦଘାଟନ ପରେ ୬ ମାସ ହେବ ଅନୁଗୁଳ ପୌରପାଳିକା ଅନ୍ତର୍ଗତ ପଞ୍ଚତତ୍ତ୍ଵ ପାର୍କ ଗେଟରେ ତାଲା ପଡିଛି। ପାର୍କ ଭିତରକୁ ଯିବା ସମ୍ପୂର୍ଣ୍ଣ ନିଷେଧ ଅଛି। ଏନେଇ ଅନୁଗୁଳ ପୌରପାଳିକା ନିରବ ଥିବା ବେଳେ ଜିଲ୍ଲା ପ୍ରଶାସନ ବି ପାର୍କ…

Continue Readingପଞ୍ଚତତ୍ତ୍ଵ ପାର୍କ ନିର୍ମାଣରେ ଅନିୟମିତତା: ଉଦଘାଟନର ୬ ମାସ ପରେ ବି ଝୁଲିଛି ତାଲା