ଆଜି ସଧବା ନାରୀଙ୍କ ବ୍ରତ ‘ସାବିତ୍ରୀ’: ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଓଷା ରଖିଛନ୍ତି ପତ୍ନୀ
ଆଜି ପବିତ୍ର ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ପ୍ରତି ସଧବା ସ୍ତ୍ରୀ ଏହି ବ୍ରତ ରଖିଥାନ୍ତି। ସଧବାର ସମ୍ପତ୍ତି ଶଙ୍ଖା, ସିନ୍ଦୁରକୁ ବଜ୍ର କରିବା ପାଇଁ ମାନସିକ କରି ପତ୍ନୀମାନେ ଏହି ବ୍ରତ ପାଳିଥାଆନ୍ତି। କିମ୍ବଦନ୍ତୀ ଅନୁସାରେ, ବିବାହିତା…
