ନାବାଳିକା ବଳାତ୍କାର ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍ ସହ ଜରିମାନା ଦଣ୍ଡାଦେଶ
ଅନୁଗୁଳ : ଦୁଇ ବର୍ଷ ତଳେ ଅନୁଗୁଳ ସହରରେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ରାୟ ଶୁଣାଣି କରି ମଙ୍ଗଳବାର ଆଡହକ୍ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଫାଷ୍ଟଟ୍ରାକ୍ କୋର୍ଟ ଦୋଷୀକୁ ୨୦ ବର୍ଷ ଜେଲ୍ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।…
