ଅବକାରୀ ବିଭାଗକୁ ବଡ଼ ସଫଳତା: ୨.୨୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଆଜି ଚଢ଼ଉ କରିଛି। ଅବକାରୀ ନିରୀକ୍ଷକ ଧରଣୀଧର ପ୍ରହରାଜଙ୍କ ନେତୃତ୍ୱରେ ବଇଣ୍ଡା ଭାରପ୍ରାପ୍ତ ଅବକାରୀ ଅଧିକାରୀ ରଞ୍ଜିତା ହରିଚନ୍ଦନ, ସହକାରୀ ଅବକାରୀ ନିରୀକ୍ଷକ…

Continue Readingଅବକାରୀ ବିଭାଗକୁ ବଡ଼ ସଫଳତା: ୨.୨୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଜାତୀୟ ରାଜପଥ ମରାମତି ସମେତ ୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ତାଳଚେର ଜନ ବିକାଶ କଲ୍ୟାଣ ସଂଘ

ତାଳଚେର: ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ତାଳଚେର ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ୪ ଦଫା ସମ୍ବଳିତ ଦାବିପତ୍ର ଆଜି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣିରେ ପ୍ରଦାନ କରାଯାଇଛି। ଏହି ଦାବିଗୁଡ଼ିକ ମଧ୍ୟରେ ବଅଁରପାଳ ଠାରୁ ଗୋଡ଼ିବନ୍ଧ ଦେଇ କଣିହାଁ…

Continue Readingଜାତୀୟ ରାଜପଥ ମରାମତି ସମେତ ୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ତାଳଚେର ଜନ ବିକାଶ କଲ୍ୟାଣ ସଂଘ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାମୁହିକ ଔଷଧ ସେବନ ଅଭିଯାନ ପାଳିତ, ଫାଇଲେରିଆ ରୋଗ ନେଇ ସଚେତନ ହେଲେ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଢେଙ୍କାନାଳ-ଅନୁଗୁଳ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ସାମୁହିକ ଔଷଧ ସେବନ ଅଭିଯାନ ୨୦୨୩ ପାଳିତ ହୋଇଛି। ଏ ଅବସରରେ ଫାଇଲେରିଆ ରୋଗ ନିରାକରଣ ସମ୍ପର୍କରେ ଆଲୋଚନା ଚକ୍ର ଆୟୋଜିତ ହୋଇଛି। ଲୋକେ ସଠିକ ରୂପେ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାମୁହିକ ଔଷଧ ସେବନ ଅଭିଯାନ ପାଳିତ, ଫାଇଲେରିଆ ରୋଗ ନେଇ ସଚେତନ ହେଲେ ଲୋକେ

ଆଠମଲ୍ଲିକରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଆୟୋଜିତ: ସହିଦ ସୁଶାନ୍ତ ସାହୁଙ୍କ ସମାଧି ସ୍ଥଳରୁ ସଂଗୃହୀତ ହେଲା ମାଟି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ପ୍ରାକ୍ତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ସାହୁ, ସ୍ୱାମୀ ଅଭୟ…

Continue Readingଆଠମଲ୍ଲିକରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଆୟୋଜିତ: ସହିଦ ସୁଶାନ୍ତ ସାହୁଙ୍କ ସମାଧି ସ୍ଥଳରୁ ସଂଗୃହୀତ ହେଲା ମାଟି

ଟ୍ରକ୍ ଚାପାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, ଡ୍ରାଇଭରକୁ ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ଲୋକ

ତାଳଚେର: ତାଳଚେର ୧୪୯ ନମ୍ୱର ଜାତୀୟ ରାଜପଥର ବହ୍ଲର ଛକ ନିକଟରେ ଟ୍ରକ ଚାପାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସନ୍ଥପଡ଼ା ଗ୍ରାମର ୭୪ ବର୍ଷୀୟ ଗୋବର୍ଦ୍ଧନ ସାମଲ (ଗୁବୁରି)। ସୂଚନା ଅନୁସାରେ, ଗୋବର୍ଦ୍ଧନ ତାଙ୍କ କୁକୁଡ଼ା…

Continue Readingଟ୍ରକ୍ ଚାପାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, ଡ୍ରାଇଭରକୁ ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ଲୋକ

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ସ୍ଥାନୀୟ ବନ୍ତଳା ଥାନା ଅନ୍ତର୍ଗତ ବଡ଼ହିଂସ୍ଵ ଗ୍ରାମରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଶନିବାର ୨ଟାରେ ବଡ଼ହିଂସ୍ଵ ଗ୍ରାମର ଅଭୟ…

Continue Readingବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ଜମି ପାଇଁ ଭାଇ ନେଲା ଜୀବନ: ବଡ଼ ଭାଇକୁ ହତ୍ୟା କରି ଆତ୍ମ ସମର୍ପଣ କଲା ସାନଭାଇ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ପଦାପଶି ଗ୍ରାମରେ ଜମି ଜମା ବିବାଦକୁ କେନ୍ଦ୍ର କରି ବଡ଼ ଭାଇକୁ ଗଳା କାଟି ହତ୍ୟା କରିଛି ସାନ ଭାଇ। ସୂଚନା ଅନୁସାରେ, ସ୍ଥାନୀୟ ପଦାପଶି ଗ୍ରାମର ଖଜୁରୀ କିସାନ…

Continue Readingଜମି ପାଇଁ ଭାଇ ନେଲା ଜୀବନ: ବଡ଼ ଭାଇକୁ ହତ୍ୟା କରି ଆତ୍ମ ସମର୍ପଣ କଲା ସାନଭାଇ

ବଡ଼କନ୍ତକୁଳ ପଞ୍ଚାୟତରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ପକ୍ଷରୁ ଅନୁଗୁଳସ୍ଥିତ ବଡ଼କନ୍ତକୁଳ ପଞ୍ଚାୟତରେ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ ଅବସରରେ ବିଜେଡି ସରକାରର କଳା କାରନାମା, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପି…

Continue Readingବଡ଼କନ୍ତକୁଳ ପଞ୍ଚାୟତରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

କନ୍ତପଡ଼ାରେ ବିଜେଡିର କୃଷକ ସମାବେଶ, ଯୋଗ ଦେଲେ ୧୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କନ୍ତପଡ଼ା ପଞ୍ଚାୟତର କନ୍ତପଡ଼ା ମେଲଣ ପଡ଼ିଆ ଠାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ବିରାଟ କୃଷକ ସମାବେଶ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରାୟ ଦଶ ହଜାରରୁ ଊର୍ଦ୍ଧ୍ବ ଚାଷୀ ଅଂଶ…

Continue Readingକନ୍ତପଡ଼ାରେ ବିଜେଡିର କୃଷକ ସମାବେଶ, ଯୋଗ ଦେଲେ ୧୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ

ଆଠମଲ୍ଲିକରେ ‘ଶଙ୍ଖ’ ଓ ‘ହାତ’ ଛାଡ଼ି ପଦ୍ମ ଧରିଲେ ଶତାଧିକ କର୍ମୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା ସାତକୋଶିଆ ମଣ୍ଡଳର ମାଣିକଯୋଡ଼ି ପଞ୍ଚାୟତରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ଆନୁଷ୍ଠାନିକ ଭାବେ…

Continue Readingଆଠମଲ୍ଲିକରେ ‘ଶଙ୍ଖ’ ଓ ‘ହାତ’ ଛାଡ଼ି ପଦ୍ମ ଧରିଲେ ଶତାଧିକ କର୍ମୀ