ଏସି ମେକାନିକଙ୍କ ବାଇକ୍‌ ଚୋରି

ଅନୁଗୁଳ: ମଙ୍ଗଳବାର ହାଣ୍ଡିଧୁଆ ଓଭରବ୍ରିଜ୍ ନିକଟରୁ ଦୀପକ ପ୍ରଧାନଙ୍କ ଏକ ବାଇକ୍‌(ଓଡ଼ି୧୯ଡି ୬୦୫୮) ଚୋରି ହୋଇଯାଇଛି। ଏନେଇ ସେ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ,…
Read More...

ବ୍ରାଉନ୍‌ସୁଗର ଜବତ, ମହିଳା ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ବୁଧବାର ଏକ ବଡ଼ ସଫଳତା ମିଳିଛି । ନାଲ୍‌କୋ ଥାନା ଇଲାକା ଗିରଙ୍ଗରେ ଚଢ଼ଉ କରି ୧୦ ଗ୍ରାମ୍ ବ୍ରାଉନ୍‌ସୁଗର ଜବତ କରାଯାଇଛି। ଏହି ବେଆଇନ୍ କାରବାର କରୁଥିବା ଜଣେ ମହିଳାଙ୍କୁ ଗିରଫ…
Read More...

ଚୋରି କରି ଜଣେ ଗିରଫ

ଅନୁଗୁଳ: ଘରେ ପଶି ଚୋରି କରିବା ଅଭିଯୋଗରେ ପାଳଲହଡ଼ା ପୁଲିସ  ବୁଧବାର ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୋଗ ଅନୁଯାୟୀ, ଗତ ୮ ତାରିଖରେ ପାଲଲହଡ଼ା ଅ ଳର ମମତା ମହାନ୍ତଙ୍କ ପରିବାର ଲୋକ ରାତିରେ ଖାଇସାରି…
Read More...

ଦୁର୍ଘଟଣାରେ ନାଲକୋ ଠିକା ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ: ବୁଧବାର ସକାଳେ ନାଲକୋ ମାଂସ ମାର୍କେଟ ସମ୍ମୁଖରେ ଏକ ବସ ଧକ୍କାରେ ନାଲକୋର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, କେଉଁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ମାରେରଗାଁର ପ୍ରମୋଦ କୁମାର ଜେନା ଯେ କି…
Read More...

ପୋଖରୀରୁ ମୃତଦେହ ଉଦ୍ଧାର

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା କୁସୁମନାଳି ପୋଖରୀରୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଧାର କରାଯାଇଛି। ସୂଚନା ଯେ, ବଅଁରପାଳ ପୋଖରୀରେ ଶବ ଭାଷୁଥିବା ନେଇ ସ୍ଥାନୀୟ ଲୋକ ବୁଧବାର ପୁଲିସକୁ ଖବର ଦେଇଥିଲେ। ଖବର ପାଇ…
Read More...

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡା ଗାଁର ଜଣେ ପତ୍ନୀହନ୍ତାଙ୍କୁ ଜିଲ୍ଲା ଦୌରା ଜଜ୍ଙ୍କ ଅଦାଲତରେ ଆଜୀବନ କାରାଦଣ୍ଡାଦେଶ ମିଳିଛି। ସୂଚନା ଯେ, ୨୦୦୩ ମସିହାରେ ପାତ୍ରପଡା ଗାଁର ଶଙ୍କର ସାହୁ…
Read More...

ଭକ୍ତ ପାଳିଲେ ମା’ ବୁଢୀଠକୁରାଣୀଙ୍କ ଜନ୍ମଦିନ

ଅନୁଗୁଳ: ଅନୁଗୁଳର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଜନ୍ମଦିନ ଭାଦ୍ରବ କୃଷ୍ଣ ପକ୍ଷ ଦ୍ଵିତୀୟ। ତିଥିରେ ପାଳନ କରାଯାଏ। ମଙ୍ଗଳବାର ସକାଳୁ ଭକ୍ତମାନେ ଏହି ଉତ୍ସବକୁ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।…
Read More...

ଗାଁ’ ବଇଣ୍ଡା ଅଞ୍ଚଳରେ ହାତୀ ଆତଙ୍କ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ହଣ୍ଡପା ରେଞ୍ଜର ସୋଲଣ୍ଡା ଗ୍ରାମରେ ସୋମବାର ଦିନ ୧୨ ଟି ହାତୀ ପଲ ଆସିଥିବା ବେଳେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ କିଛି ଦିନ ହେବ ହଣ୍ଡପା…
Read More...

କଣିହାଁ କଳାକାର ସଂଘର ବିଡ଼ିଓଙ୍କୁ ୨୫ ଦଫା ଦାବିପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ସୋମବାର ଏକ ୨୫ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। କଳାକାର ସହାୟତା ରାଶି ସର୍ବନିମ୍ନ ୩୦୦୦ ଟଙ୍କାକୁ…
Read More...

‘ବିୟଣ୍ତ୍ ସ୍ମାଇଲ୍ ଫାଉଣ୍ଡେସନ’ର ପ୍ରଥମ ବାର୍ଷିକ ଉତ୍ସବ

ଅନୁଗୁଳ: ନୂତନ ସ୍ୱେଚ୍ଛାସେବୀ ସଙ୍ଗଠନ ବିୟଣ୍ଣ ସ୍ଲାଇଲ୍ ଫାଉଣ୍ଡେସନ୍ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ରବିବାର ଅପରାହ୍ନରେ ଜିଲ୍ଲା କଳାକେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର କିନ୍ନରମାନଙ୍କୁ…
Read More...
error: Content is protected !!