ଆଉ ସେୟାର କରିପାରିବେନି ନେଟ୍‌ଫ୍ଲିକ୍ସ ପାସ୍‌ୱାର୍ଡ, ନୂଆ ନିୟମ ଜାରି କଲା କମ୍ପାନୀ

ନେଟ୍‌ଫ୍ଲିକ୍ସ ହେଉଛି ଏକ ଲୋକପ୍ରିୟ ଓଟିଟି ପ୍ଲାଟ୍‌ଫର୍ମ। ଏଥିରେ ଅନେକ ଫିଲ୍ମ, ସିରିଜ୍‌ ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନ ନେଟ୍‌ଫ୍ଲିକ୍ସକୁ ନେଇ ଖବର ଆସୁଛି ଯେ, ନେଟ୍‌ଫ୍ଲିକ୍ସ ଆକାଉଣ୍ଟର ପାସ୍‌ୱାର୍ଡକୁ ଆଉ ସେୟାର କରି ହେବନି। ଏବେ ଦେଶରେ ସମସ୍ତ ନେଟ୍‌ଫ୍ଲିକ୍ସ…

Continue Readingଆଉ ସେୟାର କରିପାରିବେନି ନେଟ୍‌ଫ୍ଲିକ୍ସ ପାସ୍‌ୱାର୍ଡ, ନୂଆ ନିୟମ ଜାରି କଲା କମ୍ପାନୀ

ଫିସ୍ ଦେବାରେ ବିଳମ୍ବ ହେବାରୁ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ତିନି ଘଣ୍ଟା ଖରାରେ ଛିଡ଼ା କଲେ ସ୍କୁଲ କର୍ତ୍ତୃପକ୍ଷ!

ଅନୁଗୁଳ: ଅନୁଗୁଳ ସହର ସିମିଳିପଡ଼ା ନିକଟ ରାଣୀଗୁଡ଼ା ପମ୍ପ ହାଉସ ଠାରେ ଥିବା ଓମ ବିଦ୍ୟା ମନ୍ଦିରରେ ପଢ଼ୁଥିବା ଜଣେ ଛାତ୍ରୀ ସ୍କୁଲ ଫିସ ଦେବାରେ ବିଳମ୍ବ କରିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ତାକୁ ଖରାରେ ଠିଆ କରିଦେଇଥିବା ନେଇ ଖବର ସାମ୍ନାକୁ…

Continue Readingଫିସ୍ ଦେବାରେ ବିଳମ୍ବ ହେବାରୁ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ତିନି ଘଣ୍ଟା ଖରାରେ ଛିଡ଼ା କଲେ ସ୍କୁଲ କର୍ତ୍ତୃପକ୍ଷ!

କଥା ରଖିଲେ ଫାଇଭ ଟି ସଚିବ: ବାସ୍କେଟବଲ ଟିମ୍‌ ପିଲାଙ୍କ ପାଇଁ ପଠାଇଲେ ଉପହାର

ଅନୁଗୁଳ: କଥା ରଖିଲେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ। ଫାଇଭ ଟି ସଚିବ ଅନୁଗୁଳ ଜିଲ୍ଲା ଗସ୍ତ ବେଳେ ନିକଟସ୍ଥ ଖଲାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏ ଅବସରରେ ସେ ବିଦ୍ୟାଳୟ ସମ୍ମୁଖରେ ଥିବା ବାସ୍କେଟବଲ…

Continue Readingକଥା ରଖିଲେ ଫାଇଭ ଟି ସଚିବ: ବାସ୍କେଟବଲ ଟିମ୍‌ ପିଲାଙ୍କ ପାଇଁ ପଠାଇଲେ ଉପହାର

ଜେଏସପି ଫାଉଣ୍ଡେସନ ତରଫରୁ ମେଧାବୃତ୍ତି ଘୋଷଣା: ଆପଣ ବି ଉଠାଇପାରିବେ ଲାଭ, ଜାଣନ୍ତୁ କେମିତି

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ପ୍ରତିଷ୍ଠାତା ଓମ ପ୍ରକାଶ ଜିନ୍ଦଲଙ୍କ ସ୍ମୃତିରେ ଜେଏସପି ଫାଉଣ୍ଡେସନ ତରଫରୁ ଆର୍ଥିକ ଅନଗ୍ରସର ବର୍ଗର ମେଧାବୀ ଛାତ୍ର ଛାତ୍ରୀମାନଙ୍କ (EWMS) ପାଇଁ - ଓପି ଜିନ୍ଦଲ ଷ୍ଟାର ଏବଂ ଓପି ଜିନ୍ଦଲ…

Continue Readingଜେଏସପି ଫାଉଣ୍ଡେସନ ତରଫରୁ ମେଧାବୃତ୍ତି ଘୋଷଣା: ଆପଣ ବି ଉଠାଇପାରିବେ ଲାଭ, ଜାଣନ୍ତୁ କେମିତି

୨୦ ଦଫା ଦାବି ନେଇ ଅନୁଗୁଳ ଜିଲ୍ଲା ଓଏଭି ଶିକ୍ଷକ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଅନୁଗୁଳ: ଆଜି ୨୦ ଦଫା ଦାବି ନେଇ ଅନୁଗୁଳ ଜିଲ୍ଲା ଓଏଭି ଶିକ୍ଷକ ସଂଘ ତରଫରୁ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପତ୍ରରେ ରାଜ୍ୟର ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ଭଳି ଆଦର୍ଶ ବିଦ୍ୟାଳୟର ଶିକ୍ଷକମାନଙ୍କୁ ମଧ୍ୟ ଏଚ.ଆର.ଏମ.ଏସ.…

Continue Reading୨୦ ଦଫା ଦାବି ନେଇ ଅନୁଗୁଳ ଜିଲ୍ଲା ଓଏଭି ଶିକ୍ଷକ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ: ମୋଦି ସରକାରଙ୍କ ୯ ବର୍ଷ ଶାସନର ସଫଳତାକୁ ସାମାଜିକ ଗଣମାଧ୍ୟମରେ ସ୍ଥାନିତ କରିବାକୁ ଦେଲେ ଆହ୍ୱାନ

ଅନୁଗୁଳ: ଲୋକସଭା ପ୍ରବାସ ଯୋଜନାରେ ମହା ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଦୁଇଦିନିଆ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। ଏ ଅବସରରେ ସେ ସାମାଜିକ ଗଣମାଧମ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ। ପ୍ରଥମେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାୟ…

Continue Readingଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ: ମୋଦି ସରକାରଙ୍କ ୯ ବର୍ଷ ଶାସନର ସଫଳତାକୁ ସାମାଜିକ ଗଣମାଧ୍ୟମରେ ସ୍ଥାନିତ କରିବାକୁ ଦେଲେ ଆହ୍ୱାନ

ନବକୃଷ୍ଣ ଚୌଧୁରୀ ବିଇଡି କଲେଜରେ ପୁରାତନ ଛାତ୍ର ସଂଘର ‘ମୋ କଲେଜ’ ବୈଠକ, ପୁରୁଣା ସ୍ମୃତି ବଖାଣିଲେ ଛାତ୍ରଛାତ୍ରୀ

ଅନୁଗୁଳ: ଆଜି ଅନୁଗୁଳର ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନର ତୃତୀୟ ବୈଠକ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଦ୍ରୌପଦୀ ପଟେଲଙ୍କ ସମେତ କଲେଜ ଲେଭେଲ କମିଟିର ସମସ୍ତ ସଦସ୍ୟ ତଥା ବହୁ ପୁରାତନ…

Continue Readingନବକୃଷ୍ଣ ଚୌଧୁରୀ ବିଇଡି କଲେଜରେ ପୁରାତନ ଛାତ୍ର ସଂଘର ‘ମୋ କଲେଜ’ ବୈଠକ, ପୁରୁଣା ସ୍ମୃତି ବଖାଣିଲେ ଛାତ୍ରଛାତ୍ରୀ

ପ୍ରତିଶ୍ରୁତି ରଖିଲେ ୫-ଟି ସଚିବ: ମହାବିଦ୍ୟାଳୟର ରୂପାନ୍ତରଣ ପାଇଁ ୧୫୦ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ: ପ୍ରତିଶ୍ରୁତି ରଖିଲେ ୫-ଟି ସଚିବ। ଅନୁଗୁଳ ଜିଲ୍ଲାକୁ ଗସ୍ତ ସମୟରେ ୫-ଟି ସଚିବ ୪୭ ଟି କନିଷ୍ଠ ମହାବିଦ୍ୟାଳୟ ଓ ମହାବିଦ୍ୟାଳୟର ରୂପାନ୍ତରକରଣ କରାଯିବ ବୋଲି ଘୋଷଣା କରିଥିଲେ। ବୁଧବାର ମୁଖ୍ୟମନ୍ତ୍ରୀ ଏହା ଉପରେ ମୋହର ମାରି ୧୫୦ କୋଟି…

Continue Readingପ୍ରତିଶ୍ରୁତି ରଖିଲେ ୫-ଟି ସଚିବ: ମହାବିଦ୍ୟାଳୟର ରୂପାନ୍ତରଣ ପାଇଁ ୧୫୦ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ରାସ୍ତା କଡ଼ରେ ଥିବା ଖୁଣ୍ଟିକୁ ଧକ୍କା ଦେଲା ହାଇୱା, କେହି ମୃତାହତ ହୋଇ ନଥିବା ସୂଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଫୁଲପଡ଼ା ବ୍ରିଜ ନିକଟରେ ରାସ୍ତା କଡ଼ରେ ଥିବା ଖୁଣ୍ଟିକୁ ଧକ୍କା ଦେଲା ହାଇୱା। ସୂଚନାଯୋଗ୍ୟ ଯେ, ଫୁଲପଡ଼ା ବ୍ରିଜ ନିକଟରେ ରାସ୍ତା କଡ଼ରେ ଥିବା ଖୁଣ୍ଟିକୁ ବାଲି ବୋଝେଇ ହାଇୱା ଧକ୍କା ଦେଇଛି। ହାଇୱା ଅନୁଗୁଳ ଆଡ଼କୁ…

Continue Readingରାସ୍ତା କଡ଼ରେ ଥିବା ଖୁଣ୍ଟିକୁ ଧକ୍କା ଦେଲା ହାଇୱା, କେହି ମୃତାହତ ହୋଇ ନଥିବା ସୂଚନା

ମୁଖ୍ୟମନ୍ତ୍ରୀ ଏବଂ ୫ ଟି ସଚିବଙ୍କୁ ଅନୁଗୁଳ ସାମ୍ବାଦିକଙ୍କ ପକ୍ଷରୁ ଧନ୍ୟବାଦ୍ ଜ୍ଞାପନ

ଅନୁଗୁଳ: ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବିମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ…

Continue Readingମୁଖ୍ୟମନ୍ତ୍ରୀ ଏବଂ ୫ ଟି ସଚିବଙ୍କୁ ଅନୁଗୁଳ ସାମ୍ବାଦିକଙ୍କ ପକ୍ଷରୁ ଧନ୍ୟବାଦ୍ ଜ୍ଞାପନ