ପ୍ରତିଶ୍ରୁତି ପୂରଣ କରିନି ବିଜେଡି: ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା ଦେବ ନିଖିଳ ଓ ଠିକାଦାର ମହାସଂଘ
ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା ଦେବାକୁ ଚେତାବନୀ ଦେଇଛି ନିଖିଳ ଓ ଠିକାଦାର ମହାସଂଘ। କେବଳ ନବୀନ ନୁହନ୍ତି, ପୂର୍ବତନ ମନ୍ତ୍ରୀ ଓ ସଚିବଙ୍କୁ ମିଶାଇ ମୋଟ ୮ ଜଣଙ୍କ ବିରୋଧରେ ମଧ୍ୟ ଏତଲା ହେବ ବୋଲି…





