ତାଳଚେରର ଜଣାଶୁଣା ବ୍ୟବସାୟୀ ବସନ୍ତ ସାହୁଙ୍କ ପରଲୋକ
ତାଳଚେର: ତାଳଚେରର ଜଣାଶୁଣା ବ୍ୟବସାୟୀ ବସନ୍ତ ସାହୁଙ୍କର ଆଜି ୮୧ ବର୍ଷ ବୟସରେ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ସେ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ତାଳଚେର ସହର ୫ନମ୍ବର ୱାର୍ଡରେ ନୂଆ ବଜାର…
ତାଳଚେର: ତାଳଚେରର ଜଣାଶୁଣା ବ୍ୟବସାୟୀ ବସନ୍ତ ସାହୁଙ୍କର ଆଜି ୮୧ ବର୍ଷ ବୟସରେ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ସେ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ତାଳଚେର ସହର ୫ନମ୍ବର ୱାର୍ଡରେ ନୂଆ ବଜାର…
ଅନୁଗୁଳ: ଶନିବାର ପୂର୍ବାହ୍ନରେ ଅନୁଗୁଳ ଗସ୍ତରେ ଥିବା ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀଙ୍କୁ ଅନୁଗୁଳ ସଚେତନ ନାଗରିକ ମାନଙ୍କ ପକ୍ଷରୁ ସ୍ଥାୟୀ ଆଞ୍ଚଳିକ ପରିବହନ ଅଧିକାରୀ ନିଯୁକ୍ତି ନେଇ ଦାବି ଉପସ୍ଥାପନା କରାଯାଇଛି। ନାଗରିକଙ୍କ ପକ୍ଷରୁ ପରିବହନ ସଚିବଙ୍କୁ…
ତାଳଚେର: ତାଳଚେର ଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଗୋଟିଏ ସେତୁର ଶିଳାନ୍ୟାସ ସହ ବିଭିନ୍ନ ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ସମ୍ମାନିତ…
ଅନୁଗୁଳ: ଅଖିଳ ଭାରତୀୟ କଂଗ୍ରେସ କମିଟିର ଓବିସି ବିଭାଗର ଅଧ୍ୟକ୍ଷ କ୍ୟାପଟେନ ଅଜୟ ସିଂହ ଯାଦବ ଓଡ଼ିଶା କଂଗ୍ରେସ କମିଟିର ଓବିସି ବିଭାଗର ରାଜ୍ୟ କର୍ମକର୍ତ୍ତା ମନୋନୀତ କରିଛନ୍ତି। ଏଥିରେ ଅନୁଗୁଳ ଜିଲ୍ଲାର ଯୁବ ସଂଗଠକ ସଞ୍ଜୀବ କୁମାର ମାଣ୍ଡୋଠିଆ ରାଜ୍ୟ…
ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ବ୍ଲକ୍ ସଇଡ଼ା ପଞ୍ଚାୟତ ଅନ୍ତର୍ଗତ ଯୋଲଣ୍ଡା ଗ୍ରାମରେ ଗତ ୨୫ ତାରିଖ ଦିନ ଅନୁଗୁଳ ନେହୁରୁ ଯୁବକେନ୍ଦ୍ର ପକ୍ଷରୁ ଏକ ମ୍ୟାଚ୍ ରାଧାକୃଷ୍ଣ କ୍ଲବ ପିଲାଙ୍କ ଦ୍ଵାରା ଆୟୋଜିତ ହୋଇଛି। ଏଥିରେ ଗୋଟିଏ ଦିନରେ ପ୍ରାୟ ୬ଟି…
ଅନୁଗୁଳ: ସ୍ଥାନୀୟ ତୁଳସୀପାଳ ପଞ୍ଚାୟତ ଗୋଡ଼ିସାହି ସ୍ଥିତ ମା' ଫଟାକାଞ୍ଜିଆ ଖେଳ ପଡିଆ ଠାରେ ୨ୟ ମା' ଫଟାକାଞ୍ଜିଆ କ୍ରିକେଟ ଏରିନା ୨୦୨୪ ଉଦଯାପିତ ହୋଇଛି। ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ…
ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ନିର୍ବାଚନମଣ୍ଡଳୀର ଧରମପୁର ପଞ୍ଚାୟତରେ ବିଜେପିର ଲାଭାର୍ଥୀ ସମ୍ପର୍କ ଅଭିଯାନରେ ଲାଭାର୍ଥୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶା ବଡ଼ ପରିବର୍ତ୍ତନ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା, ପୂର୍ବତନ ମନ୍ତ୍ରୀ ଅଦ୍ଵୈତ ପ୍ରସାଦ ସିଂହଙ୍କ ସ୍ମୃତିରେ ଗୋତମରା ଖେଳ ପଡ଼ିଆ ଠାରେ ଚାଲିଥିବା ଅଲ୍ ଓଡ଼ିଶା ୧୧ ତମ ଏ.ପି. ସିଂହ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଓ ୩୧ ତମ ମା' ବ୍ରହ୍ମାୟଣୀ କ୍ରିକେଟ…
ଅନୁଗୁଳ: ଅନୁଗୁଳ ବ୍ଲକ କାଙ୍ଗୁଲା ବେନ୍ତପୁର ପଞ୍ଚାୟତ ଅନ୍ତର୍ଗତ ନୂଆ ତିଆର ସାହି ପ୍ରକଳ୍ପ ବିଦ୍ୟାଳୟରେ ଓଡିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୂଲ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ୫୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଗୁଳ…
ତାଳଚେର : ତାଳଚେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷତା ଶିବିର ଉଦ୍ଯାପିତ ହୋଇଛି। ତାଳଚେର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି…