ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗରେ ନୂଆ କେଳେଙ୍କାରୀ: ବିନା ମିଟରରେ ରାସ୍ତା କଡ଼ରେ ଲଗାଇଛନ୍ତି ପାଣି ପାଇପ୍, ସାଧାରଣ ଲୋକଙ୍କ ଘରକୁ ଆସୁନି ପାଣି

ଅନୁଗୁଳ: ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗରେ ନୂଆ ନୂଆ କେଳେଙ୍କାରୀ ସାମ୍ନାକୁ ଆସୁଛି। ବିଭାଗରେ ତଳ କର୍ମଚାରୀଠୁ ନେଇ ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ମନୋମୁଖୀ କାର୍ଯ୍ୟ କରୁଛନ୍ତି। ପାଣି ସଂଯୋଗ କରିବାରେ ଏଠାରେ ଅଧିକାରୀମାନେ ମନ ଇଚ୍ଛା କାମ କରୁଥିବା ଅଭିଯୋଗ…

Continue Readingଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗରେ ନୂଆ କେଳେଙ୍କାରୀ: ବିନା ମିଟରରେ ରାସ୍ତା କଡ଼ରେ ଲଗାଇଛନ୍ତି ପାଣି ପାଇପ୍, ସାଧାରଣ ଲୋକଙ୍କ ଘରକୁ ଆସୁନି ପାଣି

୪ଟି ଧଳା ଜିନିଷକୁ ଖାଇବାଠାରୁ ଦୂରେଇ ରୁହନ୍ତୁ, ନଚେତ୍ ହୋଇପାରେ ବଡ଼ ରୋଗ

ଆଜିକାଲିର ଖରାପ ଲାଇଫ୍‌ଷ୍ଟାଇଲ ଏବଂ ଖାଇବା ଅଭ୍ୟାସ ଯୋଗୁ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି। ତେବେ ଭଲ ସ୍ବାସ୍ଥ୍ୟ ପାଇଁ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଖାଇବାକୁ ସବୁବେଳେ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କିନ୍ତୁ ଆଜିକାଲି ଲୋକମାନେ ଜାଣିଶୁଣି ହେଉ କିମ୍ବା…

Continue Reading୪ଟି ଧଳା ଜିନିଷକୁ ଖାଇବାଠାରୁ ଦୂରେଇ ରୁହନ୍ତୁ, ନଚେତ୍ ହୋଇପାରେ ବଡ଼ ରୋଗ

ଦେବଭୂମି ଜିନ୍ଦଲନଗରରେ ରଥ ଯାତ୍ରା ପାଳିତ, ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କଲେ ମହାବାହୁ

ଅନୁଗୁଳ: ଦେବଭୂମି ଜିନ୍ଦଲନଗରରେ ଘୋଷଯାତ୍ରା ବେଶ୍ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ରଥଯାତ୍ରା ଦେଖିବାକୁ ଆଖପାଖ ଗ୍ରାମାଞ୍ଚଳ ଏବଂ ଅନୁଗୁଳରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା। ବଡ଼ ଠାକୁର ତାଳଧ୍ଵଜରେ, ଦେବୀ ସୁଭଦ୍ରା ଦର୍ପଦଳନରେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷରେ ଗୁଣ୍ଡିଚା…

Continue Readingଦେବଭୂମି ଜିନ୍ଦଲନଗରରେ ରଥ ଯାତ୍ରା ପାଳିତ, ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କଲେ ମହାବାହୁ

ଇଚ୍ଛାପୁର କୃଷକ ସମାଜର ବାର୍ଷିକ ବୈଠକ ଆୟୋଜିତ, ନୂଆ ସଭାପତି ହେଲେ ଶ୍ରୀବତ୍ସ ସାହୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଇଚ୍ଛାପୁର ଗ୍ରାମର କଲ୍ୟାଣୀ ମଣ୍ଡପ ଠାରେ ଶୁକ୍ରବାର ଦିନ ଇଚ୍ଛାପୁର କୃଷକ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି। କୃଷକ ସମାଜର ସଭାପତି ଭାଗିରଥୀ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ଇଚ୍ଛାପୁର ଗ୍ରାମର କୃଷକଙ୍କ…

Continue Readingଇଚ୍ଛାପୁର କୃଷକ ସମାଜର ବାର୍ଷିକ ବୈଠକ ଆୟୋଜିତ, ନୂଆ ସଭାପତି ହେଲେ ଶ୍ରୀବତ୍ସ ସାହୁ

ରଥ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ, ସୋମବାର ବଦଳରେ ମଙ୍ଗଳବାର ହେବ ଅଭିଯୋଗ ଶୁଣାଣି

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ମହମ୍ମଦ ଅବ୍ଦାଲ ଅଖତରଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ କରାଯାଇଛି। ଆସନ୍ତା ୮ ତାରିଖ ରଥଯାତ୍ରା ଉପଲକ୍ଷେ ସରକାରୀ ଛୁଟି ଘୋଷଣା କରାଯାଇଥିବାରୁ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟଠାରେ ହେବାକୁ ଥିବା ଜନ ଶୁଣାଣି କାର୍ଯ୍ୟକ୍ରମ…

Continue Readingରଥ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ, ସୋମବାର ବଦଳରେ ମଙ୍ଗଳବାର ହେବ ଅଭିଯୋଗ ଶୁଣାଣି

୭ ଦିନ ହେଲାଣି ପୋଡ଼ି ଯାଇଛି ଟ୍ରାନ୍ସଫର୍ମର, ଅନ୍ଧାରରେ ୧୫ ପରିବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମଇମୂରା ଗ୍ରାମ ପଞ୍ଚାୟତ ଅଧୀନ ବନ୍ଧ ସାହି ବସ୍ତିରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଗତ ୭ ଦିନ ହେଲାଣି ପୋଡ଼ି ଯାଇଛି। କିନ୍ତୁ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁ ବସ୍ତିରେ ରହୁଥିବା ୧୫ ପରିବାର…

Continue Reading୭ ଦିନ ହେଲାଣି ପୋଡ଼ି ଯାଇଛି ଟ୍ରାନ୍ସଫର୍ମର, ଅନ୍ଧାରରେ ୧୫ ପରିବାର

ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା: ଡ୍ରାଇଭର ଓ ହେଲପର ଗୁରୁତର

ଅନୁଗୁଳ: ସ୍ଥାନୀୟ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଅଞ୍ଚଳରେ ଶନିବାର ଏକ ବାଲି ବୋଝେଇ ହାଇୱା ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଥିବା ଡ୍ରାଇଭର ସହ ହେଲପର ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଉଦ୍ଧାର କରି ଠାକୁରଗଡ଼ ସ୍ୱାସ୍ଥ୍ୟ…

Continue Readingଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା: ଡ୍ରାଇଭର ଓ ହେଲପର ଗୁରୁତର

ଯୋଗାଣ ବିଭାଗର ଚଢ଼ଉ: ବେଆଇନ ଗଚ୍ଛିତ ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ହଣ୍ଡପା ଥାନା ଅଞ୍ଚଳ ନାକିଚି ବଜାର ଉପରେ ଆଜି ଯୋଗାଣ ବିଭାଗ ଚଢ଼ଉ କରି ବେଆଇନ ଭାବେ ଗଚ୍ଛିତ ଥିବା ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରିଛି। ଆଜି ପୂର୍ବାହ୍ନରେ ଖବର ପାଇ…

Continue Readingଯୋଗାଣ ବିଭାଗର ଚଢ଼ଉ: ବେଆଇନ ଗଚ୍ଛିତ ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ

ରାହୁଲ ଗାନ୍ଧୀଙ୍କୁ ଭାରତୀୟ ଯୁବ ମୋର୍ଚ୍ଚାର ଅସମ୍ମାନକୁ ଅନୁଗୁଳ କଂଗ୍ରେସର ତୀବ୍ର ବିରୋଧ: ଏସପିଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ଭାରତୀୟ ଜନତା ଯୁବମୋର୍ଚ୍ଚାର କର୍ମୀମାନେ ଗତ ଦୁଇ ତାରିଖ ଦିନ ଯେଭଳି ରାଜ୍ୟ କଂଗ୍ରେସ ଭବନ ସମ୍ମୁଖରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଫଟୋ ଚିତ୍ରରେ ଗୋବର ଓ ପଥର ମାଡ଼ କରିଥିଲେ, ତାହାକୁ ଅନୁଗୁଳରେ ନିନ୍ଦା…

Continue Readingରାହୁଲ ଗାନ୍ଧୀଙ୍କୁ ଭାରତୀୟ ଯୁବ ମୋର୍ଚ୍ଚାର ଅସମ୍ମାନକୁ ଅନୁଗୁଳ କଂଗ୍ରେସର ତୀବ୍ର ବିରୋଧ: ଏସପିଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

ଗୁରଙ୍ଗ ଡ୍ୟାମରେ ଅଘଟଣ: ଡଙ୍ଗା ବୁଡ଼ିଯିବାରୁ ପିକନିକ କରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ଗୁରଙ୍ଗ ଡ୍ୟାମରେ ଅଘଟଣ। ଡ୍ୟାମରେ ଡଙ୍ଗା ବୁଡ଼ିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଅଁରପାଳ ବ୍ଲକ ଗୁତୁମରା ଗ୍ରାମର ପାର୍ଥସାରଥୀ ଗୋଛାୟତ (୨୭)। ସେ ଜଣେ ଲୋକୋ ପାଇଲଟ୍। ସୂଚନା ମୁତାବକ,…

Continue Readingଗୁରଙ୍ଗ ଡ୍ୟାମରେ ଅଘଟଣ: ଡଙ୍ଗା ବୁଡ଼ିଯିବାରୁ ପିକନିକ କରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ