୧୪ ଦିନରେ ଅନୁଗୁଳ ସଚେତନ ନାଗରିକଙ୍କ ଧାରଣା: ଦାବି ପୂରଣ ପାଇଁ ସହର ବୁଲିଲା ଶୋଭାଯାତ୍ରା
ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ମରାମତିଠାରୁ ଆରମ୍ଭ କରି ମେଡିକାଲ କଲେଜ କାର୍ଯ୍ୟକାରୀ ସମେତ ବିଭିନ୍ନ ଦାବି ନେଇ ଅନୁଗୁଳ ସଚେତନ ନାଗରିକଙ୍କ ପକ୍ଷରୁ ଚାଲିଥିବା ଗଣଧାରଣା ଆଜି ୧୪ ଦିନରେ ପହଞ୍ଚିଛି। କିନ୍ତୁ ଏବେ ଯାଏଁ କୌଣସି ସରକାରୀ…



