ଘଣ୍ଟପଡ଼ାର ପୂର୍ବତନ ସରପଞ୍ଚ ଉଗ୍ରସେନ ସାହୁଙ୍କ ପରଲୋକ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଘଂଟପଡ଼ା ଗ୍ରାମର ବିଜେପି ସମର୍ଥିତ ପୂର୍ବତନ ସରପଞ୍ଚ ଉଗ୍ରସେନ ସାହୁଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ସ୍ବର୍ଗତ ସାହୁ ବିଜେପିର ଜଣେ ସକ୍ରିୟ ସଂଗଠକ ଥିଲେ। ସେ ଦୁଇଦୁଇ…

Continue Readingଘଣ୍ଟପଡ଼ାର ପୂର୍ବତନ ସରପଞ୍ଚ ଉଗ୍ରସେନ ସାହୁଙ୍କ ପରଲୋକ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ପାଇଁ ‘ନିକ୍ଷୟ ମିତ୍ର’ ରୂପେ ଜେଏସପି ଫାଉଣ୍ଡେସନ ପଞ୍ଜିକୃତ, ମିଳିଲା ପ୍ରଶଂସା ପତ୍ର

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ୱବୋଧ ଶାଖା ଜେଏସପି ଫାଉଣ୍ଡେସନ ନିକ୍ଷୟ ମିତ୍ର ରୂପେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନରେ ସାମିଲ ହୋଇଛି। ଏଥିପାଇଁ ଭାରତ ସରକାରଙ୍କ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନୁଗୁଳ…

Continue Readingପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ପାଇଁ ‘ନିକ୍ଷୟ ମିତ୍ର’ ରୂପେ ଜେଏସପି ଫାଉଣ୍ଡେସନ ପଞ୍ଜିକୃତ, ମିଳିଲା ପ୍ରଶଂସା ପତ୍ର

ଯୁବ ସଂଗଠନ ଡି.ଓ୍ବାଇ.ଓ ର ୫୯ ତମ ପ୍ରତିଷ୍ଠା ଦିବସ ପାଳିତ: ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ଆହ୍ବାନ

ଅନୁଗୁଳ: ଭାରତ ବର୍ଷର କ୍ରାନ୍ତିକାରୀ ଯୁବ ସଂଗଠନ ଅଲ୍ ଇଣ୍ଡିଆ ଡି.ଓ୍ବାଇ.ଓ.ର ୫୯ ତମ ପ୍ରତିଷ୍ଠା ଦିବସ ଆଜି ଶିକ୍ଷକପଡାସ୍ଥ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଜିଲ୍ଲା କୋଷାଧ୍ୟକ୍ଷ ମଳୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ…

Continue Readingଯୁବ ସଂଗଠନ ଡି.ଓ୍ବାଇ.ଓ ର ୫୯ ତମ ପ୍ରତିଷ୍ଠା ଦିବସ ପାଳିତ: ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ଆହ୍ବାନ

ନାବାଳିକାକୁ ଅପହରଣ ଅଭିଯୋଗ, ଯୁବକ ଗିରଫ

  କଣିହାଁ : ନାବଳିକାକୁ ଅପହରଣ ଅଭିଯୋଗରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଥାନା ଆଇଆଇସି ସନ୍ତୋଷ କୁମାର ସେଠିଙ୍କ ସୂଚନା ମୁତାବକ, କଣିହାଁ…

Continue Readingନାବାଳିକାକୁ ଅପହରଣ ଅଭିଯୋଗ, ଯୁବକ ଗିରଫ

ନୂଆଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ

  ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ନୂଆଦିଲ୍ଲୀ ଗସ୍ତରେ ଯିବେ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଆଜି ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ…

Continue Readingନୂଆଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ

“ଶିଶୁଙ୍କ ପାଇଁ ଦିନଟିଏ” ସମୀକ୍ଷା ବୈଠକ: ପିଲାଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାକୁ ନେଇ ଆଲୋଚନା

ଅନୁଗୁଳ: “ଶିଶୁଙ୍କ ପାଇଁ ଦିନଟିଏ” ଶୀର୍ଷକକୁ ନେଇଛି ସୋମବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଯୋଗ ଦେଇ…

Continue Reading“ଶିଶୁଙ୍କ ପାଇଁ ଦିନଟିଏ” ସମୀକ୍ଷା ବୈଠକ: ପିଲାଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାକୁ ନେଇ ଆଲୋଚନା

ବିଭିନ୍ନ ସମସ୍ୟା ନେଇ କଳାବ୍ୟାଜ୍ ପିନ୍ଧିଲେ ତାଳଚେର ବିଦ୍ୟୁତ୍ ଡିଭିଜନ୍ କର୍ମଚାରୀ, ୩୦ ରୁ ଯିବେ ସମୂହ ଛୁଟିରେ

  ତାଳଚେର : ବିଭିନ୍ନ ସମସ୍ୟା ନେଇ ତାଳଚେର ବିଦ୍ୟୁତ୍ ଡିଭିଜନ୍ ଅନ୍ତର୍ଗତ ସମସ୍ତ କର୍ମଚାରୀ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟରେ ଯୋଗଦେଇଛନ୍ତି। ସେମାନଙ୍କ ଦାବିଗୁଡ଼ିକ ମଧ୍ୟରେ କର୍ମଚାରୀଙ୍କୁ ବର୍ଦ୍ଧିତ ୧୦୦ ଟଙ୍କା ଦୈନିକ ବୃଦ୍ଧି କରିବା, ଟିପିସିଓଡିଏଲ୍ ର ଅପରେସନ୍…

Continue Readingବିଭିନ୍ନ ସମସ୍ୟା ନେଇ କଳାବ୍ୟାଜ୍ ପିନ୍ଧିଲେ ତାଳଚେର ବିଦ୍ୟୁତ୍ ଡିଭିଜନ୍ କର୍ମଚାରୀ, ୩୦ ରୁ ଯିବେ ସମୂହ ଛୁଟିରେ

୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇ ଜୁନ ୨୫କୁ କଳା ଦିବସ ଭାବେ ପାଳିଲା ଅନୁଗୁଳ ଜିଲ୍ଲା ବିଜେପି

  ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜୁନ ୨୫ କୁ କଳା ଦିବସ ଭାବେ ପାଳନ କରାଯାଇଛି। ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନଙ୍କ ପୌରୋହିତ୍ୟରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ…

Continue Reading୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇ ଜୁନ ୨୫କୁ କଳା ଦିବସ ଭାବେ ପାଳିଲା ଅନୁଗୁଳ ଜିଲ୍ଲା ବିଜେପି

ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ବାଜି ମାରିଲେ ବଅଁରପାଳ ଅଞ୍ଚଳର ଦୁଇ ସ୍କୁଲ ଛାତ୍ରୀ, ହାତେଇଲେ ବ୍ରୋଞ୍ଚ ପଦକ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପାଞ୍ଚଗଡ଼ ସୋମନାଥ ସିଂ ଜଗଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଅନୁଷ୍ଠିତ ଜାତୀୟ ବକ୍ସିଂ ପ୍ରତିଯୋଗିତା ୨୦୨୪ ରେ କୃତିତ୍ଵ ହାସଲ କରିଛନ୍ତି। ଦୁଇ ଛାତ୍ରୀ କାଞ୍ଚନ ରାଓ ଓ…

Continue Readingଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ବାଜି ମାରିଲେ ବଅଁରପାଳ ଅଞ୍ଚଳର ଦୁଇ ସ୍କୁଲ ଛାତ୍ରୀ, ହାତେଇଲେ ବ୍ରୋଞ୍ଚ ପଦକ

ପାଳଲହଡ଼ା କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀ ସଂଘ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ପାଳଲହଡ଼ା: ମଙ୍ଗଳବାର ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କୁ ପାଳଲହଡା ନିର୍ବାଚନ ମଣ୍ଡଳୀ କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବିଧାୟକଙ୍କୁ ସ୍ଥାନୀୟ ଜାତୀୟ ରାଜପଥ ଡାକ ବଙ୍ଗଳା ଠାରୁ କେନ୍ଦୁପତ୍ର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା।…

Continue Readingପାଳଲହଡ଼ା କେନ୍ଦୁପତ୍ର ତୋଳାଳି ଓ ସିଜିନାଲ କର୍ମଚାରୀ ସଂଘ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା