ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଅଧ୍ୟାପକ ହଟହଟା, ଶିକ୍ଷାନୁଷ୍ଠାନ ଦେଲା ତଦନ୍ତ ନିର୍ଦ୍ଦେଶ
ଅନୁଗୁଳ: ଯୁକ୍ତ ଦୁଇ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ହଟହଟା ହୋଇଛନ୍ତି ଅଧ୍ୟାପକ। ଅଧ୍ୟାପକ ଜଣକ ମୋବାଇଲ ଫୋନ୍ରେ ବାରମ୍ବାର ପ୍ରେମ ନିବେଦନ କରିବା ସହ ବହୁ ଆପତ୍ତିଜନକ ମେସେଜ ପଠାଇଛନ୍ତି। ଶେଷରେ ଅତିଷ୍ଠ ହୋଇ କଲେଜ କର୍ତ୍ତୃପକ୍ଷଙ୍କ ପାଖରେ ଫେରାଦ୍…



