ହିଙ୍ଗୁଳା ପୀଠରେ ୧୨ ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା ଆୟୋଜିତ, ଭାଗ ନେଲେ ଶତାଧିକ ପୁରାଣପ୍ରେମୀ

ତାଳଚେର: ରଜ ସଂକ୍ରାନ୍ତି ପାଳନ ଅବସରରେ ଶନିବାର ତାଳଚେର ଗୋପାଳପ୍ରସାଦସ୍ଥିତ ମା' ହିଙ୍ଗୁଳା ପୀଠ ପରିସରରେ ୧୨ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ମା’ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ପରିଷଦର ସମ୍ପାଦକ…

Continue Readingହିଙ୍ଗୁଳା ପୀଠରେ ୧୨ ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା ଆୟୋଜିତ, ଭାଗ ନେଲେ ଶତାଧିକ ପୁରାଣପ୍ରେମୀ

ଶ୍ୱଶୁର ଘରୁ ଫେରିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ପାଳଲହଡା: ପାଳଲହଡା ଥାନା ଅନ୍ତର୍ଗତ ବତିସୁଂଆ ପଞ୍ଚାୟତ ପୁରୁଣାପାଣି ଛକ ନିକଟରେ ଏକ ସ୍କୁଟିକୁ ଅଜଣା ଗାଡ଼ି ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ଖମାର ଥାନା ଅନ୍ତର୍ଗତ କୁରୁମୁଳା ଗ୍ରାମର…

Continue Readingଶ୍ୱଶୁର ଘରୁ ଫେରିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ମନ୍ତ୍ରୀଙ୍କୁ ହେଲା ବିଭାଗ ବଣ୍ଟନ: ଗୃହ ଓ ଅର୍ଥ ବିଭାଗ ସମ୍ଭାଳିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଆଉ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ଵର: ରାଜ୍ୟରେ ନୂଆ ସରକାର ମନ୍ତ୍ରୀଙ୍କୁ ଆଜି ବିଭାଗ ବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିବ ଗୃହ, ଅର୍ଥ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ। ସେହିପରି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ-…

Continue Readingମନ୍ତ୍ରୀଙ୍କୁ ହେଲା ବିଭାଗ ବଣ୍ଟନ: ଗୃହ ଓ ଅର୍ଥ ବିଭାଗ ସମ୍ଭାଳିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଆଉ କାହାକୁ ମିଳିଲା କେଉଁ ଦାୟିତ୍ୱ

ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରନ୍ତଲେଇ ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ରନ୍ତଲେଇ ଗ୍ରାମର ଘନଶ୍ୟାମ ବେହେରାଙ୍କ ପୁଅ ବିନୋଦ କୁମାର ବେହେରା(୩୩) ଗତ କାଲି ରାତିରେ ଘରେ ଖାଇ ସାରି…

Continue Readingସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ଓଡ଼ିଶାରେ ମଦ ନିଷେଧ ହେବା ଖବର ଗୁଜବ: ମିଥ୍ୟାଗୁଜବ ପ୍ରସାରଣରୁ ନିବୃତ୍ତ ରହିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପରାମର୍ଶ

ଭୁବନେଶ୍ୱର: ଓଡ଼ିଶାରେ ସମସ୍ତ ପ୍ରକାର ମଦ ନିଷେଧ ହେବା ଖବର ଗୁଜବ। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସଚେତନ କରାଯାଇଛି। ଏକ୍ସରେ ବିଭାଗ ପକ୍ଷରୁ କୁହାଯାଇଛି, ଓଡ଼ିଶାରେ ସମସ୍ତ ପ୍ରକାର ମଦ ନିଷେଧ ହେବା ଖବର…

Continue Readingଓଡ଼ିଶାରେ ମଦ ନିଷେଧ ହେବା ଖବର ଗୁଜବ: ମିଥ୍ୟାଗୁଜବ ପ୍ରସାରଣରୁ ନିବୃତ୍ତ ରହିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପରାମର୍ଶ

ଅନୁଗୁଳରେ ଜମୁଛି ରଜ ମଉଜ, ପିଠା ଓ ପାନ ଖାଇବା ସହ ଦୋଳିର ମଜା ନେଉଛନ୍ତି ସହରବାସୀ

ଅନୁଗୁଳ: ରଜ ପାଇଁ ସବୁଠି ଉତ୍ସବର ମାହୋଲ। ଅନୁଗୁଳରେ ବି ଗାଁଠୁ ସହର ଯାଏଁ ସବୁ ଆଡ଼େ ରଜ ପାଳୁଛନ୍ତି ଲୋକମାନେ। ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ ଏଠାରେ ରଜ ପାଇଁ ଉତ୍ସାହ କମିନାହିଁ। ଶୁକ୍ରବାର ପହିଲି ରଜରେ ଅନୁଗୁଳ ସହରର ବିଭିନ୍ନ…

Continue Readingଅନୁଗୁଳରେ ଜମୁଛି ରଜ ମଉଜ, ପିଠା ଓ ପାନ ଖାଇବା ସହ ଦୋଳିର ମଜା ନେଉଛନ୍ତି ସହରବାସୀ

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ କଣିହାଁ କ୍ଷେତ୍ରର ମହାପ୍ରବନ୍ଧକଙ୍କ ସମ୍ବର୍ଦ୍ଧନା, ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ଦେବାକୁ କଲେ ଆଲୋଚନା

  କଣିହାଁ : ଚତୁର୍ଥ ଥର ପାଇଁ ତାଳଚେରର ବିଧାୟକ ହୋଇଥିବା ବ୍ରଜକିଶୋର ପ୍ରଧାନଙ୍କୁ କଣିହାଁ କୋଇଲା ଖଣି ଜିଏମ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ଖଣି ମହାପ୍ରବନ୍ଧକ ନରେଶ ସିଂହ, ଦିନେଶ କୁମାର ମାଳି ପ୍ରକଳ୍ପ ଅଧିକାରୀ ଶ୍ରୀ ରାମ, ମ୍ୟାନେଜର…

Continue Readingତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ କଣିହାଁ କ୍ଷେତ୍ରର ମହାପ୍ରବନ୍ଧକଙ୍କ ସମ୍ବର୍ଦ୍ଧନା, ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ଦେବାକୁ କଲେ ଆଲୋଚନା

ଜଙ୍ଗଲରେ ଜୀବନ ହାରିଲେ ଯୁବକ, କାରଣ ଅସ୍ପଷ୍ଟ

  ତାଳଚେର: ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ନୂଆ ଲାଙ୍ଗିଯୋଡ଼ା ଗ୍ରାମର ଜଣେ ଯୁବକ ନିକଟସ୍ଥ ଜଙ୍ଗଲର ଏକ ଗଛରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ଯୁବକ ହେଲେ ଛବି ନାଏକ(୩୮)। ଖବର ପାଇ କୋଲିୟରୀ ଥାନା ପୋଲିସ୍ ଘଟଣାସ୍ଥଳରେ…

Continue Readingଜଙ୍ଗଲରେ ଜୀବନ ହାରିଲେ ଯୁବକ, କାରଣ ଅସ୍ପଷ୍ଟ

ଶାଶୁ ଘରକୁ ଛାଡ଼ିବାକୁ ଗଲା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ: ଭଉଣୀ ମୃତ, ଭାଇ ଗୁରୁତର

ଅନୁଗୁଳ: ୫୫ନଂ ଜାତୀୟ ରାଜପଥର ନାଲକୋ ଥାନା ଅନ୍ତର୍ଗତ ସ୍ମେଲଟର ମେନ ଗେଟ ନିକଟରେ ଆଜି ଭୋରରୁ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ତୁରଙ୍ଗ ଗାଁର ଦିଲ୍ଲୀପ ସାହୁ…

Continue Readingଶାଶୁ ଘରକୁ ଛାଡ଼ିବାକୁ ଗଲା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ: ଭଉଣୀ ମୃତ, ଭାଇ ଗୁରୁତର

ହଟିଲା ନବୀନ ପଟ୍ଟନାୟକଙ୍କ ‘ଜେଡ୍‌ ପ୍ଲସ୍‌’, ହାତ ଗଣତି ସିପାହୀ ଜଗିବେ ନବୀନ ନିବାସ

ଭୁବନେଶ୍ବର: ହଟିଲା ନବୀନ ପଟ୍ଟନାୟକଙ୍କର ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା। ନବୀନ ନିବାସରୁ କମିଲା ସିପାହୀ ସଂଖ୍ୟା। ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ମୁଖ୍ୟମନ୍ତ୍ରୀ…

Continue Readingହଟିଲା ନବୀନ ପଟ୍ଟନାୟକଙ୍କ ‘ଜେଡ୍‌ ପ୍ଲସ୍‌’, ହାତ ଗଣତି ସିପାହୀ ଜଗିବେ ନବୀନ ନିବାସ