ରଜରେ ଅଘଟଣ : କେନାଲରେ ଖସି ପଡ଼ି ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁର କେନାଲରେ ଖସି ପଡ଼ିବାରୁ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗାଁର ଗୌତମ ଦେବ ସାହୁଙ୍କ ପୁଅ କୁମାର ଗୌରବ ସାହୁ (୧୪)। ସୂଚନା ମୁତାବକ, ନବମ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁର କେନାଲରେ ଖସି ପଡ଼ିବାରୁ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗାଁର ଗୌତମ ଦେବ ସାହୁଙ୍କ ପୁଅ କୁମାର ଗୌରବ ସାହୁ (୧୪)। ସୂଚନା ମୁତାବକ, ନବମ…
ଅନୁଗୁଳ: ଆସନ୍ତା ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ବନ୍ୟାର ମୁକାବିଲା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ମହମ୍ମଦ ଅଦାଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ବସିଥିବା…
ତାଳଚେର: ତାଳଚେର ଟାଉନ ଥାନାରୁ ଅଭିଯୁକ୍ତ ଫେରାର। କୋର୍ଟ ଚାଲାଣ ହେବା ପୂର୍ବରୁ ପୋଲିସକୁ ଚକମା ଦେଖାଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାଯାଇଛି। ସୂଚନା ମୁତାବକ, ନୂଆପଡ଼ା ଗ୍ରାମର ଜଣେ ଯୁବକ କୌଣସି ଏକ ମାମଲାରେ ସମ୍ପୃକ୍ତ ଥିବାରୁ ପୋଲିସ ତାକୁ…
ଅନୁଗୁଳ: ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ମହମ୍ମଦ ଅବାଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଏପ୍ରିଲ ଓ ମେ ମାସରେ ହୋଇଥିବା ଦୁର୍ଘଟଣା ଓ ନିଆଯାଇଥିବା…
ତାଳଚେର : ତାଳଚେର ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା, ଆଜନ୍ମ ବିପ୍ଲବୀ ତଥା ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ପବିତ୍ର ପ୍ରଧାନଙ୍କ ୩୭ ତମ ଶ୍ରାଦ୍ଧ ଦିବସ ପ୍ରଜାମଣ୍ଡଳ ସ୍ମୃତି କମିଟି ଆନୁକୂଲ୍ୟରେ ପାଳିତ ହୋଇଛି। ଏ ଅବସରରେ ତାଳଚେର ଯୁବନେତା…
ଅନୁଗୁଳ: ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କୁ ତୁରୁଡାସ୍ଥିତ ବାସଭବନରେ ବୁଧବାର ଭେଟିଛନ୍ତି କିଶୋରନଗର ବ୍ଲକ ଡ୍ରାଇଭର ସଂଘ। ପ୍ରଥମେ ଡ୍ରାଇଭର ସଂଘ ପକ୍ଷରୁ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ଚାଳକମାନେ ସେମାନଙ୍କ ସମସ୍ଯା ସମ୍ପର୍କରେ ଆଲୋଚନା କରିଥିଲେ।…
ତାଳଚେର: ତାଳଚେର କୋଲିୟରି ଥାନା ଅନ୍ତର୍ଗତ ଜଣେ ମହିଳାଙ୍କୁ ପୂଜକ ତାଙ୍କ ଘରେ ବାନ୍ଧି ଉଲଗ୍ନ କରିବା ସହିତ ପୂଜାପାଠ କରିବା ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ, ଯୋରାଗାଡ଼ିଆ ଅଞ୍ଚଳର ପୂଜକ କ୍ଷୀରୋଦ ନାଏକ ଗତ…
ଅନୁଗୁଳ: ଅନୁଗୁଳରେ ଆରମ୍ଭ ହେଲା ସ୍ବୟଂ ଚାଳିତ ଯାନଚାଳନା ପରୀକ୍ଷଣ କେନ୍ଦ୍ର। ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳ ଅଦାଲ୍ ଏମ୍ ଅଖରଙ୍କ ତତ୍ତ୍ବାବଧାନରେ ମଙ୍ଗଳବାର ଜିଲ୍ଲାର ପ୍ରଥମ ସ୍ବୟଂ ଚାଳିତ ଯାନଚାଳନା ପରୀକ୍ଷଣ ( Automated Driving Testting…
ଅନୁଗୁଳ : ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କରଡ଼ାଗାଡ଼ିଆ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଛି। ଗୁରୁତର ଯୁବକ ହେଲେ ଶକ୍ତି ଗୋଚ୍ଛାୟତ (୨୫)। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା…
ଛେଣ୍ଡିପଦା: ଅନୁଗୁଳ ଛେଣ୍ଡିପଦା ରାଜ୍ୟ ରାଜପଥ କୋଶଳା ସହିଦ ଅରୁଣଙ୍କ ପ୍ରତିମୂର୍ତ୍ତି ନିକଟରେ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୩୫ ହଜାର ଟଙ୍କା ଲୁଟିନେଇଛନ୍ତି। ସୂଚନା ଅନୁସାରେ, ରାଇଝରଣ ଗାଁରେ ଥିବା ଏସବିଆଇ ଜନସେବା କେନ୍ଦ୍ରର ରିଙ୍କୁ ସାହୁ ଗତକାଲି ଏକ…