ଖେଳରତ୍ନ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀରେ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଆୟୋଜିତ

ଅନୁଗୁଳ: ଖେଳରତ୍ନ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ "ଜାତୀୟ କ୍ରୀଡା ଦିବସ" ଆୟୋଜିତ ହୋଇଛି। ଏ ଅବସରରେ ସକାଳୁ କ୍ରୀଡା ସଚେତନତା ଅଭିଯାନ ଆରମ୍ଭ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଦ୍ରୌପଦୀ ପଟେଲଙ୍କ…

Continue Readingଖେଳରତ୍ନ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀରେ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଆୟୋଜିତ

ଚନ୍ଦ୍ରରେ ଚନ୍ଦ୍ର ଯାନ-୩ ଉତ୍ସବ ମନାଇଲେ ବିଜେପି ଯୁବନେତା

ଅନୁଗୁଳ: ଗତ କାଲି ସନ୍ଧ୍ୟାରେ ଭାରତର ମହାକାଶ ଯାନ ଚନ୍ଦ୍ର ଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୂରେ ପହଞ୍ଚିବା ପରେ ଦେଶ ବ୍ୟାପି ଆନନ୍ଦ ଉତ୍ସବ ମନାଇଥିଲେ ଜନତା।ସେହିଭଳି ଗତକାଲି ସନ୍ଧ୍ୟାରେ ବିଜେପି ଯୁବ ନେତା ତଥା ମୁଖପାତ୍ର ସୌମ୍ୟ ରଂଜନ ସାହୁଙ୍କ…

Continue Readingଚନ୍ଦ୍ରରେ ଚନ୍ଦ୍ର ଯାନ-୩ ଉତ୍ସବ ମନାଇଲେ ବିଜେପି ଯୁବନେତା

ପୁଣି ଜୀବନ ନେଲା ଗୋଠଛଡ଼ା ଦନ୍ତା: ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଦଳି ଦେବାରୁ ୨ ଜଣଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ହାତୀଙ୍କ ଦୌରାତ୍ମ୍ୟ। ଏକାଧିକ ଜୀବନ ଗଲା ପରେ ମଧ୍ୟ ଏ ଯାଏଁ ବନ ବିଭାଗ ସଚେତନ ହୋଇନାହିଁ। ହାତୀଙ୍କୁ ଘଉଡ଼ାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ଅନୁଗୁଳ ବନ ବିଭାଗ। ଆଜି ମଧ୍ୟ…

Continue Readingପୁଣି ଜୀବନ ନେଲା ଗୋଠଛଡ଼ା ଦନ୍ତା: ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଦଳି ଦେବାରୁ ୨ ଜଣଙ୍କ ମୃତ୍ୟୁ

ଅଜଣା ମୃତ ଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ଥାନା ଜରଡା ଗ୍ରାମ ନିକଟ ମୁଣ୍ତାଢିପ ପାଇକ ବନ୍ଧ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଦେହ ଉପରେ ୩ରୁ ୪ ଟି ପଥର ଚପା ହୋଇଥିବା…

Continue Readingଅଜଣା ମୃତ ଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ

ପାଳଲହଡ଼ା ବସଷ୍ଟାଣ୍ଡ ନିକଟସ୍ଥ ଶୌଚାଳୟ ଡ୍ରେନ୍‌ରୁ ମୃତ ଶିଶୁ ପୁତ୍ର ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ବସଷ୍ଟାଣ୍ଡ ନିକଟ ଶୌଚାଳୟ ଡ୍ରେନରୁ ଆଜି ଏକ ମୃତ ଶିଶୁ ପୁତ୍ର ଉଦ୍ଧାର ହୋଇଛି। ସୂଚନା ଅନୁସାରେ, ବସଷ୍ଟାଣ୍ଡ ନିକଟସ୍ଥ ଶୌଚାଳୟର ଡ୍ରେନ ଭିତରେ ଏକ ଶିଶୁ ପୁତ୍ର ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପାଳଲହଡା…

Continue Readingପାଳଲହଡ଼ା ବସଷ୍ଟାଣ୍ଡ ନିକଟସ୍ଥ ଶୌଚାଳୟ ଡ୍ରେନ୍‌ରୁ ମୃତ ଶିଶୁ ପୁତ୍ର ଉଦ୍ଧାର

ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେପିର ଭୋଟର ସଚେତନତା ମହାଅଭିଯାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠ ମଲ୍ଲିକ ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ନାକଚି ମଣ୍ଡଳରେ ବିଜେପିର ଭୋଟର ସଚେତନତା ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଜେପି ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ…

Continue Readingଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେପିର ଭୋଟର ସଚେତନତା ମହାଅଭିଯାନ

ଅନୁଗୁଳରେ ଭୁଶୁଡ଼ିଛି ଚିକିତ୍ସା ବ୍ୟବସ୍ଥା: ୧୪ ଜଣଙ୍କ ଜାଗାରେ ଅଛନ୍ତି ମାତ୍ର ଜଣେ ଭେଷଜ ବିଶେଷଜ୍ଞ, ଅଧିକ ଡାକ୍ତର ନିଯୁକ୍ତି ପାଇଁ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ନିଯୁକ୍ତି ପାଇଁ ଜିଲ୍ଲା ସ୍ବେଚ୍ଛାସେବୀ ସମୂହ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି। ବିଗତ ଦିନରେ ତିନିଜଣ ଭେଷଜ ବିଶେଷଜ୍ଞଙ୍କୁ ନିଯୁକ୍ତି ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବରିଷ୍ଠ ଡାକ୍ତରଙ୍କ…

Continue Readingଅନୁଗୁଳରେ ଭୁଶୁଡ଼ିଛି ଚିକିତ୍ସା ବ୍ୟବସ୍ଥା: ୧୪ ଜଣଙ୍କ ଜାଗାରେ ଅଛନ୍ତି ମାତ୍ର ଜଣେ ଭେଷଜ ବିଶେଷଜ୍ଞ, ଅଧିକ ଡାକ୍ତର ନିଯୁକ୍ତି ପାଇଁ ଦାବି

ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପାଳଲହଡ଼ା: ସ୍ଥାନୀୟ ଖମାର ସ୍ଥିତ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ ତାଳଚେର ରାଧାରମଣପୁର ଅଞ୍ଚଳର ବିଦୁସ୍ମିତା ଖିଲାର। ସେ ଯୁକ୍ତ ଦୁଇ ବିଜ୍ଞାନର ଦ୍ଵିତୀୟ ବର୍ଷର…

Continue Readingଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଘରୁ ସୁନା ଗହଣା ନେଇ ପ୍ରେମିକ ସହ ଫେରାର ହେଲେ ଦୁଇ ପିଲାଙ୍କ ମା’, ଥାନାରେ ବସିଛନ୍ତି ହତାଶ ସ୍ୱାମୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡ଼ ବୁଢ଼ାପଙ୍କ ପଞ୍ଚାୟତ ତେନ୍ତୁଳିହତା ଗ୍ରାମରେ ଜଣେ ବିବାହିତ ମହିଳା ଦୁଇ ପିଲାଙ୍କୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଛି। ସେ ଯିବା ବେଳେ ଘରୁ ଟଙ୍କା ଓ ସୁନା ଗହଣା ମଧ୍ୟ ନେଇ…

Continue Readingଘରୁ ସୁନା ଗହଣା ନେଇ ପ୍ରେମିକ ସହ ଫେରାର ହେଲେ ଦୁଇ ପିଲାଙ୍କ ମା’, ଥାନାରେ ବସିଛନ୍ତି ହତାଶ ସ୍ୱାମୀ

କେନ୍ଦ୍ର ଫୋକସରେ ଓଡ଼ିଶା: ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ୧୪ ସ୍କୁଲକୁ ୧୧.୬୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ/ଭୁବନେଶ୍ୱର: ସ୍କୁଲ ଶିକ୍ଷା ସହ ଭିତ୍ତିଭୂମିକୁ ମଜଭୁତ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଷ୍ଟାର୍ସ ତଥା ଅନ୍ୟ ଯୋଜନା ଅନ୍ତର୍ଗତ ଓଡ଼ିଶାର ୧୪ଟି ସ୍କୁଲକୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁର…

Continue Readingକେନ୍ଦ୍ର ଫୋକସରେ ଓଡ଼ିଶା: ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ୧୪ ସ୍କୁଲକୁ ୧୧.୬୮ କୋଟି ଟଙ୍କା ମଞ୍ଜୁର