ରାତି ଅଧିଆ ୨ ବ୍ରାଉନସୁଗାର ବେପାରୀଙ୍କୁ ମାଡ଼ି ବସିଲା ଅନୁଗୁଳ ପୋଲିସ, ୬ ଗ୍ରାମ ଧଳା ଜହର ଜବତ
ଅନୁଗୁଳ: ରାତି ଅଧରେ ଧଳା ଜହର ବେପାର କରୁଥିବା ୨ ବେପାରୀଙ୍କୁ ମାଡ଼ି ବସିଲା ଅନୁଗୁଳ ପୋଲିସ। ଅଧରାତିରେ ବ୍ରାଉନ୍ସୁଗାର କାରବାର କରୁଥିବା ୨ ଜଣଙ୍କୁ ଅନୁଗୁଳ ପୋଲିସ ବାନ୍ଧିଛି। ସେମାନେ ହେଲେ ଅମଲାପଡ଼ା ମୁସଲିମ୍ପଡ଼ାର ୟୁନୁସ(୨୨) ଓ ଶେକ୍ ରବି(୨୦)।…



