ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ସମସ୍ୟା ଜଣାଇଲେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ

ଅନୁଗୁଳ: ଅନୁଗୁଳ ଗସ୍ତରେ ଆସିଥିବା ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟିଲେ ସମସ୍ୟା ଜଣାଇଛନ୍ତି ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ। ଜିଲ୍ଲା ଟ୍ରକ ମାଲିକ ସଂଘ ଉପସଭାପତି ଅମରେଶ ଚନ୍ଦ୍ର ସ୍ୱାଇଁ ଓ କୋଷାଧ୍ୟକ୍ଷ ରଜତ…

Continue Readingରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ସମସ୍ୟା ଜଣାଇଲେ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ

ଗୃହ ନିର୍ମାଣ ଅନୁମତି ଟିକସ କମାଇବା ପାଇଁ ରାଜସ୍ବ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଲା ଅନୁଗୁଳ ସଚେତନ ନାଗରିକ ମଞ୍ଚ

  ଅନୁଗୁଳ: ଓଡ଼ିଶା ରାଜସ୍ୱ ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଅନୁଗୁଳ ଗସ୍ତରେ ଆସିଥିଲେ। ଏ ଅବସରରେ ଗୃହ ନିର୍ମାଣ ନିମନ୍ତେ ଟାମଡା ଓ ପୌରାପାଳିକା ନେଉଥିବା ଟିକସରେ ରିହାତି ପ୍ରସଙ୍ଗରେ ଅନୁଗୁଳ ଜିଲ୍ଲାର ସଚେତନ ନାଗରିକଙ୍କ ପକ୍ଷରୁ ରାଜସ୍ୱ…

Continue Readingଗୃହ ନିର୍ମାଣ ଅନୁମତି ଟିକସ କମାଇବା ପାଇଁ ରାଜସ୍ବ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଲା ଅନୁଗୁଳ ସଚେତନ ନାଗରିକ ମଞ୍ଚ

ଖଟିଆରୁ ଓହ୍ଲାଇବା ବେଳେ କାମୁଡ଼ିଲା ନାଗ: ଚାଲିଗଲା ପାଞ୍ଚ ବର୍ଷର ନାବାଳକର ଜୀବନ

ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତର ବଗଚର ଗ୍ରାମରେ ନାଗ ସାପ ଚୋଟରେ ଏକ ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ଦିଲ୍ଲୀପ ନାଏକଙ୍କ ପାଞ୍ଚ ବର୍ଷର ପୁଅ ଦିବ୍ୟାଂଶୁ ନାଏକ। ଦିବ୍ୟାଂଶୁ ଆଜି ସକାଳ ନିତ୍ୟକର୍ମ…

Continue Readingଖଟିଆରୁ ଓହ୍ଲାଇବା ବେଳେ କାମୁଡ଼ିଲା ନାଗ: ଚାଲିଗଲା ପାଞ୍ଚ ବର୍ଷର ନାବାଳକର ଜୀବନ

ଯୁବକଙ୍କ ଗଳିତ ଶବ ଉଦ୍ଧାର, ପରିଚୟ ଅସ୍ପଷ୍ଟ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ସରଧାପୁର ପଞ୍ଚାୟତ ପୁଇପାଣି ନିକଟରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ସୂଚନା ମୁତାବକ, ପୁଇପାଣି ନିକଟକୁ କିଛି ଯୁବକ ସୋମବାର ସକାଳେ ଶୌଚ ହେବାକୁ ଯାଉଥିବା ବେଳେ ଦୁର୍ଗନ୍ଧ ହୋଇଥିଲା। କଣ…

Continue Readingଯୁବକଙ୍କ ଗଳିତ ଶବ ଉଦ୍ଧାର, ପରିଚୟ ଅସ୍ପଷ୍ଟ

ନିଆଁ ଲାଗି ୪ ପରିବାର ଘର ପାଉଁଶ: ସହଯୋଗ କଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ବଅଁରପାଳ ବ୍ଲକ୍ ବୁଢ଼ାପଙ୍କ ପଞ୍ଚାୟତ ନୂଆସାହିରେ ଅଗ୍ନିକାଣ୍ଡ ଘଟି ୪ ଟି ପରିବାରର ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ପହଞ୍ଚି ଅଗ୍ନିକାଣ୍ଡ ସମ୍ପର୍କରେ ପଚାରି ବୁଝିବା…

Continue Readingନିଆଁ ଲାଗି ୪ ପରିବାର ଘର ପାଉଁଶ: ସହଯୋଗ କଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଅସହାୟ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଲା ହିଙ୍ଗୁଳା ପାଠାଗାର, ପ୍ରଦାନ କଲା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା' ହିଙ୍ଗୁଳା ପାଠାଗାର ପକ୍ଷରୁ ଅସହାୟ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ତାଳଚେର ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ବାସ କରୁଥିବା ବିଧବା ମହିଳା ଅଞ୍ଜଳି ବେହେରା ଓ ତାଙ୍କ…

Continue Readingଅସହାୟ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଲା ହିଙ୍ଗୁଳା ପାଠାଗାର, ପ୍ରଦାନ କଲା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ

ଭୁବନେଶ୍ୱରୀ କୋଇଲା ଖଣିରେ କାର୍ଯ୍ୟରତ ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଖଣି ବନ୍ଦ କଲା ବିଜେପି

  ତାଳଚେର: ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରେ ଏସଆଇପିଏଲ କମ୍ପାନୀରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଗାଡ଼ି ଚାଳକ ହେଲେ ନିରଞ୍ଜନ ଜେନା। ସୂଚନା ମୁତାବକ, ନିରଞ୍ଜନ ଡ୍ୟୁଟିରେ ଥିବା ବେଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।…

Continue Readingଭୁବନେଶ୍ୱରୀ କୋଇଲା ଖଣିରେ କାର୍ଯ୍ୟରତ ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଖଣି ବନ୍ଦ କଲା ବିଜେପି

ଘରକୁ ଧକ୍କା ଦେଇ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ, ଡ୍ରାଇଭରର ଆଖି ଲାଗି ଯାଇଥିବା ସୂଚନା

  କଣିହାଁ: ସ୍ଥାନୀୟ ସମଲ ଥାନା ହାଇସ୍କୁଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଘରକୁ ଧକ୍କା ଦେଇ ଓଲଟି ପଡ଼ିଛି। ପୋଲିସ ସୂଚନା ମୁତାବକ, ତାଳଚେର ଅଞ୍ଚଳରୁ କୋଇଲା ଧରି ସମଲ ହାଇସ୍କୁଲ…

Continue Readingଘରକୁ ଧକ୍କା ଦେଇ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ, ଡ୍ରାଇଭରର ଆଖି ଲାଗି ଯାଇଥିବା ସୂଚନା

ନେପୁ ୟୁନିୟନର ବିଦାୟକାଳୀନ ସଭା ଓ ନୂତନ କର୍ମକର୍ତ୍ତା ଚୟନ, ସାଧାରଣ ସମ୍ପାଦକ ହେଲେ ପ୍ରଫୁଲ୍ଲ ଚନ୍ଦ୍ର ସାହୁ

ଅନୁଗୁଳ: ନେପୁ ୟୁନିୟନର ସଭାପତି ତଥା ତାଳଚେରର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସଭାପତିତ୍ବରେ ନେପୁ ୟୁନିୟନର କାର୍ଯ୍ୟାଳୟରେ ବିଦାୟ କାଳୀନ ସଭା ଓ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏ ଅବସରରେ ନାଲକୋ ସ୍ମେଲଟର କାରଖାନାର…

Continue Readingନେପୁ ୟୁନିୟନର ବିଦାୟକାଳୀନ ସଭା ଓ ନୂତନ କର୍ମକର୍ତ୍ତା ଚୟନ, ସାଧାରଣ ସମ୍ପାଦକ ହେଲେ ପ୍ରଫୁଲ୍ଲ ଚନ୍ଦ୍ର ସାହୁ

କମିଗଲାଣି ଢିଙ୍କିର ଚାହିଦା, ଆଉ ଶୁଭୁନି ଢିଙ୍କି ପାହାରର ଗମ୍ଭୀର ନାଦ

ଅନୁଗୁଳ: ଢିଙ୍କି ଦେ ଦୁଲୁକେଇ ଲୋ ସମ୍ମା କୁଟେ ଧାନ... ଢିଙ୍କିକୁ ନେଇ ଏହି ଗୀତ ଅତୀତରେ ବେଶ୍ ଲୋକପ୍ରିୟ ହୋଇଥିଲା। ଢିଙ୍କିର ବହୁଳ ବ୍ୟବହାର ହେତୁ ଲୋକେ କୌତୁହଳରେ ଏହାକୁ ନେଇ ଢଗଢମାଳି ମଧ୍ୟ କରିଥିଲେ। ଉଦାହରଣ ସ୍ୱରୂପ -…

Continue Readingକମିଗଲାଣି ଢିଙ୍କିର ଚାହିଦା, ଆଉ ଶୁଭୁନି ଢିଙ୍କି ପାହାରର ଗମ୍ଭୀର ନାଦ