ଧରମପୁରରେ କୁଶଳେଶ୍ୱର ମହାଦେବଙ୍କ ନୂତନ ମନ୍ଦିରର ଶିଳାନ୍ୟାସ, ଆଗାମୀ ବର୍ଷ ଶିବରାତ୍ରି ପୂର୍ବରୁ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ
ଅନୁଗୁଳ: ସ୍ଥାନୀୟ ଧରମପୁର ଗ୍ରାମର ଶ୍ରୀ ଶ୍ରୀ ବାବା କୁଶଳେଶ୍ୱରଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଜିଠୁ ଆରମ୍ଭ ହୋଇଛି। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ତାଳଚେର ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଧରମପୁର ସରପଞ୍ଚ, ବ୍ଲକ୍ ଅଧ୍ୟକ୍ଷା, ଅଞ୍ଚଳବାସୀଙ୍କ…



