ଆଜିଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ ଅନୁଗୁଳ ଓ ଦେବଗଡ଼ ଜିଲ୍ଲା ଗସ୍ତ

ଅନୁଗୁଳ/ତାଳଚେର: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨୪ ଓ ୨୫ରେ ଦୁଇ ଦିନିଆ ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେପ୍ଟେମ୍ବର ଆଜି ସେ…

Continue Readingଆଜିଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ ଅନୁଗୁଳ ଓ ଦେବଗଡ଼ ଜିଲ୍ଲା ଗସ୍ତ

ହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ, ଅମରେଶ ସ୍ୱାଇଁ ହେଲେ ସଭାପତି

ଅନୁଗୁଳ: ଆଜି ସ୍ଥାନୀୟ ହେମସୁରପଡା ଦୁର୍ଗାପୂଜା କମିଟିର ଚଳିତ ବର୍ଷ (୨୦୨୩-୨୪) ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ହେମସୁରପଡ଼ା ସ୍ଥିତ ଦୁର୍ଗାପୂଜା ମଣ୍ଡପ ଠାରେ ଅନୁଷ୍ଠିତ ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।ଚଳିତ ବର୍ଷ ସଭାପତି ଭାବେ ଅମରେଶ ସ୍ୱାଇଁ,…

Continue Readingହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ, ଅମରେଶ ସ୍ୱାଇଁ ହେଲେ ସଭାପତି

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ବୁଥକୁ ଯିବ ବିଜେପି: ଉପ ସଭାପତି ଗୋଲଖ ମହାପାତ୍ର

ଅନୁଗୁଳ: ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ବୁଥକୁ ଯିବ ବିଜେପି। ଅନୁଗୁଳ ଜିଲ୍ଲା ବିଜେପିର ଏକ କର୍ମଶାଳାରେ ଯୋଗଦେଇ ଏହା କହିଛନ୍ତି ରାଜ୍ୟ ବିଜେପି ଉପ ସଭାପତି ତଥା ମୁଖପାତ୍ର ଗୋଲଖ ମହାପାତ୍ର। ସେ କହିଛନ୍ତି, ମୋଦି ସରକାର ତଥା କେନ୍ଦ୍ରମନ୍ତ୍ରୀ…

Continue Readingରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ବୁଥକୁ ଯିବ ବିଜେପି: ଉପ ସଭାପତି ଗୋଲଖ ମହାପାତ୍ର

ଆଠମଲ୍ଲିକରେ ଅବକାରୀ ଚଢ଼ଉ : ୪୫.୮ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ଅନୁଗୁଳ: ଆଠମଲ୍ଲିକ ସହରରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ଉ କରି ୪୫ କିଲୋ ୮ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୂଚନା ମୁତାବକ, ଗୁରୁବାର…

Continue Readingଆଠମଲ୍ଲିକରେ ଅବକାରୀ ଚଢ଼ଉ : ୪୫.୮ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ବାଲ୍ୟ ବିବାହ କରାଇବା ସହ ଶ୍ରମିକ ଭାବେ ଖଟାଇବା ଅଭିଯୋଗ: ୨ ନାବାଳିକା ଓ ଜଣେ ନାବାଳକ ଉଦ୍ଧାର, ମହିଳା ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତଥା ପୋଲିସ ଚଢ଼ଉ କରି ୨ ଜଣ ନାବାଳିକା ଏବଂ ଜଣେ ନାବାଳକଙ୍କୁ ଉଦ୍ଧାର କରିଛି। ସୂଚନା ଅନୁସାରେ, ସ୍ଥାନୀୟ କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଥାନା ସ୍ଥିତ ଖିଣ୍ଡୋ ଗ୍ରାମର ଦୟାନିଧି…

Continue Readingବାଲ୍ୟ ବିବାହ କରାଇବା ସହ ଶ୍ରମିକ ଭାବେ ଖଟାଇବା ଅଭିଯୋଗ: ୨ ନାବାଳିକା ଓ ଜଣେ ନାବାଳକ ଉଦ୍ଧାର, ମହିଳା ଅଟକ

ବାଇକ ଚୋରଙ୍କୁ ଧରିଲା ବଅଁରପାଳ ପୋଲିସ: ୬ ମଟର ସାଇକେଲ ଜବତ, ୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ବଅଁରପାଳ ଥାନା ପୋଲିସ ମଟର ସାଇକେଲ ଚୋରି କରିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛନ୍ତି। ଏଥିସହ ଚୋରି ହୋଇଥିବା ୬ଟି ମଟର ସାଇକେଲ ଜବତ କରିଥିବା ଜଣାଯାଇଛି।…

Continue Readingବାଇକ ଚୋରଙ୍କୁ ଧରିଲା ବଅଁରପାଳ ପୋଲିସ: ୬ ମଟର ସାଇକେଲ ଜବତ, ୫ ଗିରଫ

ଇଲେକ୍ଟ୍ରିକ୍ ବାଇକ୍ ସୋ ରୁମ୍ ରୟାଲ ମୋଟରସ ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ପଞ୍ଚମହଲା ଠାରେ ବିଖ୍ୟାତ କୋମାକୀ ଇଲେକ୍ଟ୍ରିକ୍ ଭେଇକିଲ ଡିଭିଜନର ଅଥରାଇଜଡ୍ ଡିଲର ରୟାଲ ମୋଟରସ୍ ଉଦଘାଟିତ ହୋଇଯାଇଛି। ରାଜ୍ୟ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ସୋ ରୁମ୍ କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି…

Continue Readingଇଲେକ୍ଟ୍ରିକ୍ ବାଇକ୍ ସୋ ରୁମ୍ ରୟାଲ ମୋଟରସ ଉଦଘାଟିତ

ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୭୨ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ବ୍ଲକ୍ ରଜଡଙ୍ଗ ପଞ୍ଚାୟତରେ ଶ୍ରଦ୍ଧା ସେବା ସହଯୋଗ, ଓଡ଼ିଶା ମୋ ପରିବାର ଏବଂ ରଜଡ଼ଙ୍ଗ ସରପଞ୍ଚ ଦିବ୍ୟା ଭାରତୀଙ୍କ ମିଳିତ ସହଯୋଗରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୋଟ ୭୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି।…

Continue Readingସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୭୨ ୟୁନିଟ୍ ରକ୍ତ ସଂଗୃହୀତ

ବୌଦ୍ଧ-ଆଠମଲ୍ଲିକ ସଂସ୍କୃତି ଓ କଳା ପରିଷଦ ପକ୍ଷରୁ ଆଲୋଚନା ଚକ୍ର

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ଭଗାମୁଣ୍ଡା ଗ୍ରାମରେ ସଂସ୍କୃତି ଓ କଳା ପରିଷଦ ବୌଦ୍ଧ -ଆଠମଲ୍ଲିକ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥିଭାବେ ଓଡ଼ିଶା ସଂସ୍କୃତି ଓ କଳା ପରିଷଦ ରାଜ୍ୟ ସଭାପତି ଲକ୍ଷ୍ମୀଧର ସାହୁ,…

Continue Readingବୌଦ୍ଧ-ଆଠମଲ୍ଲିକ ସଂସ୍କୃତି ଓ କଳା ପରିଷଦ ପକ୍ଷରୁ ଆଲୋଚନା ଚକ୍ର

ଅନୁଗୁଳରୁ ଗଡ଼ିଲା କୌଶଳ ରଥ: ଆତ୍ମନିର୍ଭରଶୀଳ ହେବାକୁ ଯୁବପିଢ଼ିଙ୍କୁ ଦେବ ପ୍ରଶିକ୍ଷଣ

ଅନୁଗୁଳ: କେନ୍ଦ୍ର ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରଣାଳୟ ତରଫରୁ ଓଡ଼ିଆ ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଅନୁଗୁଳରୁ ଗଡ଼ିଲା କୌଶଳ ରଥ। ଯୁବପିଢ଼ିଙ୍କୁ ଦକ୍ଷ କରି ରୋଜଗାର ଓ ସ୍ୱରୋଜଗାର ସହିତ ଯୋଡିବା ଏହି ରଥର ଉଦ୍ଦେଶ୍ୟ। ଏହି ଗାଡ଼ି ରାଜ୍ୟର…

Continue Readingଅନୁଗୁଳରୁ ଗଡ଼ିଲା କୌଶଳ ରଥ: ଆତ୍ମନିର୍ଭରଶୀଳ ହେବାକୁ ଯୁବପିଢ଼ିଙ୍କୁ ଦେବ ପ୍ରଶିକ୍ଷଣ