ପୁଣି ହାତୀ ଆକ୍ରମଣରେ ଜଣେ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନ୍ୟାଞ୍ଚଳ ପୋକତୁଙ୍ଗା ଗ୍ରାମରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ରାଖଲ୍ ଚନ୍ଦ୍ର ପ୍ରଧାନ (୭୦) ସକାଳେ ରଣେଶ୍ୱର ମନ୍ଦିର ରାସ୍ତାରେ…

Continue Readingପୁଣି ହାତୀ ଆକ୍ରମଣରେ ଜଣେ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଢେଙ୍କାନାଳର ପରଜଙ୍ଗ ଓ କଙ୍କଡାହାଡ଼ରେ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ ପାଇଁ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଏବଂ କଙ୍କଡାହାଡ ବ୍ଲକରେ ନିରନ୍ତର ବିଜୁଳି ଯୋଗାଣ ପାଇଁ ପୃଥକ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ କରିବାକୁ ଓଡ଼ିଶା ସରକାରଙ୍କ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…

Continue Readingଢେଙ୍କାନାଳର ପରଜଙ୍ଗ ଓ କଙ୍କଡାହାଡ଼ରେ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ ପାଇଁ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର ମେଡିକାଲ କଲେଜ ଚଳାଇବାରେ ବିଳମ୍ବ କାହିଁକି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ବିଜେପି ରାଜ୍ୟ ସମ୍ପାଦକ

ତାଳଚେର : ତାଳଚେର ମେଡିକାଲ କଲେଜ ଚଳାଇବାରେ ବିଳମ୍ବ କାହିଁକି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ। କେନ୍ଦ୍ର ସରକାର ତାଳଚେର ମେଡିକାଲ କଲେଜ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଏମସିଏଲର ୨୦ ଏକର…

Continue Readingତାଳଚେର ମେଡିକାଲ କଲେଜ ଚଳାଇବାରେ ବିଳମ୍ବ କାହିଁକି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ବିଜେପି ରାଜ୍ୟ ସମ୍ପାଦକ

ପୁରୁଣା ବସଷ୍ଟାଣ୍ଡ ଦେଇ ସମସ୍ତ ବସ୍ ଚଳାଚଳ କରିବା ଦାବିରେ ୫-ଟି ସଚିବଙ୍କୁ ଦାବିପତ୍ର

ଅନୁଗୁଳ: ପୁରୁଣା ବସଷ୍ଟାଣ୍ଡ ଦେଇ ସମସ୍ତ ବସ୍ ଚଳାଚଳ କରିବା, ମ୍ୟୁନିସିପାଲିଟି ଗୃହଗୁଡିକୁ ଭାଙ୍ଗି ବୃହତ କମ୍ପାନୀମାନଙ୍କ ସପିଂ ମଲ୍ କରିବା ଯୋଜନା ବନ୍ଦ କରିବା, ପୁରୁଣା ବସଷ୍ଟାଣ୍ଡର ବ୍ୟବସାୟୀଙ୍କ ଜୀବନ ଜୀବିକା ସୁରକ୍ଷା କରିବା ଆଦି ଦାବିରେ ଅନୁଗୁଳ ପୁରୁଣା…

Continue Readingପୁରୁଣା ବସଷ୍ଟାଣ୍ଡ ଦେଇ ସମସ୍ତ ବସ୍ ଚଳାଚଳ କରିବା ଦାବିରେ ୫-ଟି ସଚିବଙ୍କୁ ଦାବିପତ୍ର

ରାସ୍ତା କଡ଼ରେ ମାଂସ କଟା ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପଣ୍ଡିତ ଭାସ୍କରଜୀ, ନଚେତ୍ ଆମରଣ ଅନଶନ ପାଇଁ ଦେଲେ ଚେତାବନୀ

ଅନୁଗୁଳ: ରାସ୍ତା କଡ଼ରେ ମାଂସ କଟା ବନ୍ଦ କରିବା ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି ଗାୟତ୍ରୀ ଆଶ୍ରମର ପ୍ରତିଷ୍ଠାତା ଏବଂ ଶ୍ରୀ ଜଗନ୍ନାଥ ପୁରୀ ବହି ଲେଖକ ପଣ୍ଡିତ ଶ୍ରୀ ଭାସ୍କରଜୀ। ସେ ଅଭିଯୋଗ କରିଛନ୍ତି, ରାସ୍ତା କଡ଼ରେ…

Continue Readingରାସ୍ତା କଡ଼ରେ ମାଂସ କଟା ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପଣ୍ଡିତ ଭାସ୍କରଜୀ, ନଚେତ୍ ଆମରଣ ଅନଶନ ପାଇଁ ଦେଲେ ଚେତାବନୀ

୬ ଦଫା ଦାବିରେ ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଅନୁଗୁଳ: ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ତରଫରୁ ଆଜି ଅନୁଗୁଳ ଜିଲ୍ଲାପାଳଙ୍କୁ ଛଅ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଦାବିଗୁଡ଼ିକ ମଧ୍ୟରେ ଗ୍ରାମ୍ୟ କୃଷି କର୍ମଚାରୀକୁ ପରିବର୍ତ୍ତନ କରି କୃଷି ସମ୍ପ୍ରସାରଣ ଅଧିକାରୀ ପଦବୀ ରଖିବା, ଗ୍ରେଡ଼ ପେକୁ…

Continue Reading୬ ଦଫା ଦାବିରେ ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର

ତିନି ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫-ଟି ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଗସ୍ତରେ ଥିବା ୫-ଟି ସଚିବଙ୍କୁ ଜିଲ୍ଲା ସ୍ବେଚ୍ଛାସେବୀଙ୍କ ତରଫରୁ ତିନି ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ଅଛି ଯେ ଅନୁଗୁଳ ଜିଲ୍ଲା ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ଥିବାରୁ ଏଠାରେ ଅନେକ ବିକାଶ…

Continue Readingତିନି ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫-ଟି ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ

ସର୍ଟ ସର୍କିଟରୁ ଭୟାବହ ଅଗ୍ନିକାଣ୍ଡ, ୩ ପରିବାରର ଘର ପୋଡ଼ି ପାଉଁଶ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ନୂଆ କୋଡା ସାହିରେ ମଙ୍ଗଳବାର ପୂର୍ବାହ୍ନରେ ସର୍ଟ ସର୍କିଟ ଯୋଗୁ ୩ ବଖରା ଚାଳ ଘର ସମ୍ପୂର୍ଣ୍ଣ ଭାବେ ପାଉଁଶ ହୋଇ ଯାଇଛି। ଖବର ପାଇ ବାମୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇ…

Continue Readingସର୍ଟ ସର୍କିଟରୁ ଭୟାବହ ଅଗ୍ନିକାଣ୍ଡ, ୩ ପରିବାରର ଘର ପୋଡ଼ି ପାଉଁଶ

ବିଜେପିର ମିଶ୍ରଣ ପର୍ବ: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ୨୫ ଅସନ୍ତୁଷ୍ଟ ବିଜେଡି କର୍ମୀ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ମିଶ୍ରପଡ଼ା ସ୍ଥିତ ବିଜେପି ଶାଖାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ମିଶ୍ରଣ ପର୍ବରେ ରନ୍ତଲେଇ ପଞ୍ଚାୟତ ୱାର୍ଡ ନଂ - ୬ ର ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ ବିଜେପିରେ ଯୋଗ…

Continue Readingବିଜେପିର ମିଶ୍ରଣ ପର୍ବ: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ୨୫ ଅସନ୍ତୁଷ୍ଟ ବିଜେଡି କର୍ମୀ

ଧାନ ବିଲ ତଳିକୁ ନେଇ କଟୁରି ଓ ତେଣ୍ଡାରେ ଭୁସି ଜଣଙ୍କୁ ହତ୍ୟା, ମହିଳାଙ୍କ ସମେତ ୨ ଅଭିଯୁକ୍ତ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଭୋଗବେରେଣୀ ପଞ୍ଚାୟତ ନାରାୟଣ ଚନ୍ଦ୍ରପୁର ଗ୍ରାମରେ କଟୁରି ଓ ତେଣ୍ଡାରେ ଭୁସି ଜଣଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଫଡ଼ି ନାଏକ(୪୦)। ଧାନ ବିଲ ତଳିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାଯାଇଛି।…

Continue Readingଧାନ ବିଲ ତଳିକୁ ନେଇ କଟୁରି ଓ ତେଣ୍ଡାରେ ଭୁସି ଜଣଙ୍କୁ ହତ୍ୟା, ମହିଳାଙ୍କ ସମେତ ୨ ଅଭିଯୁକ୍ତ ଅଟକ