ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ବାର୍ଷିକ ସମୀକ୍ଷା: ଆଠମଲ୍ଲିକସ୍ଥିତ ଜଙ୍ଗଲର ପୁନରୁଦ୍ଧାର ଓ ଚାଲିଥିବା ପ୍ରକଳ୍ପ ଦ୍ବାରା ଲୋକଙ୍କ ଆୟ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ
ଅନୁଗୁଳ: ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଆଠମଲ୍ଲିକ ବନଖଣ୍ଡ ତରଫରୁ ବାର୍ଷିକ ସମୀକ୍ଷା ବୈଠକ ସ୍ଥାନୀୟ ଫରେଷ୍ଟ ରେଞ୍ଜର୍ସ ଟ୍ରେନିଂ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଜଙ୍ଗଲର ପୁନରୁଦ୍ଧାର ଓ ଚାଲିଥିବା ପ୍ରକଳ୍ପ ଦ୍ବାରା ଲୋକଙ୍କ ଆୟ ବୃଦ୍ଧି କରିବା ଏହି ବୈଠକର…
