ରାଜ୍ୟ ଓ ଜାତୀୟସ୍ତରରେ କୃତିତ୍ୱ ଅର୍ଜନ କରିଥିବା ତାଇକୋଣ୍ଡୋ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳସ୍ଥିତ ଅମଲାପଡା ଶିଶୁ ଉଦ୍ୟାନରେ ତାଇକୋଣ୍ଡୋ ସଂଘ ପକ୍ଷରୁ ୨୦୨୨-୨୩ ରେ ରାଜ୍ୟ ଓ ଜାତୀୟ ସ୍ତରରେ ପଦକ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି। ପୂର୍ବତନ ନଗରପାଳ ତଥା ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ସଂଯୋଜକ…

Continue Readingରାଜ୍ୟ ଓ ଜାତୀୟସ୍ତରରେ କୃତିତ୍ୱ ଅର୍ଜନ କରିଥିବା ତାଇକୋଣ୍ଡୋ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ

ଅନ୍ନପୂର୍ଣ୍ଣା ପରିବାର ପକ୍ଷରୁ ବିଶ୍ବ ମାତୃ ଦିବସରେ ଅସହାୟ ମା’କୁ ସିଲେଇ ମେସିନ୍ ପ୍ରଦାନ

ଅନୁଗୁଳ: ଆଜି ତାଳଚେରର ବହୁ ପରିଚିତ ଅନ୍ନପୂର୍ଣ୍ଣା ପରିବାରର ସଦସ୍ୟ ତାଳଚେର ଆଇଟିଆଇ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ କେକ୍ କାଟି ମାତୃ ଦିବସ ପାଳନ କରିଛନ୍ତି। ଏ ଅବସରରେ ଜୀବନରେ ମା'ର ଭୂମିକା କଣ ଏହାକୁ ନେଇ ଏକ ଆଲୋଚନା ଚକ୍ର…

Continue Readingଅନ୍ନପୂର୍ଣ୍ଣା ପରିବାର ପକ୍ଷରୁ ବିଶ୍ବ ମାତୃ ଦିବସରେ ଅସହାୟ ମା’କୁ ସିଲେଇ ମେସିନ୍ ପ୍ରଦାନ

ଅନୁଗୁଳ ଓ ତାଳଚେର ଏସଏନକେ ରୟାଲରେ ସାବିତ୍ରୀ ଅଫର, ୧୫୦୦ଟଙ୍କାର ଶାଢ଼ି କିଣିଲେ ମିଳୁଛି ମାଗଣା ସପିଂର ମଉକା

ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗ ଓ ତାଳଚେର ହାଟତୋଟା ଏସଏନକେ ରୟାଲ ପକ୍ଷରୁ ସାବିତ୍ରୀ ପାଇଁ ଧମାକାଦାର ଅଫର ଆରମ୍ଭ କରାଯାଇଛି। ସୋ ରୁମରୁ ୮ ହଜାର ବା ତା'ଠାରୁ ଅଧିକ ମୂଲ୍ୟର ସପିଙ୍ଗ କଲେ ୨ ହଜାର ଟଙ୍କାର ମାଗଣା ସପିଙ୍ଗ…

Continue Readingଅନୁଗୁଳ ଓ ତାଳଚେର ଏସଏନକେ ରୟାଲରେ ସାବିତ୍ରୀ ଅଫର, ୧୫୦୦ଟଙ୍କାର ଶାଢ଼ି କିଣିଲେ ମିଳୁଛି ମାଗଣା ସପିଂର ମଉକା

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଅନୁଗୁଳ ଗସ୍ତ, କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ଅନୁଗୁଳ : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଅନୁଗୁଳ ଜିଲ୍ଲା ଗସ୍ତ କରି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନୁଗୁଳ, ତାଳଚେର ଓ…

Continue Readingକେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଅନୁଗୁଳ ଗସ୍ତ, କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

କର୍ଣ୍ଣାଟକରେ ଜିତାପଟ ପରେ ବିଜୟ ଉତ୍ସବ ପାଳିଲା ଅନୁଗୁଳ ଜିଲ୍ଲା କଂଗ୍ରେସ, ବାଣ୍ଟିଲେ ମିଠା

ଅନୁଗୁଳ: ଆଜି ପ୍ରକାଶ ପାଇଛି କର୍ଣ୍ଣାଟକ ନିର୍ବାଚନର ଫଳାଫଳ। ଚଳିତ ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ଅନୁଗୁଳ ଜିଲ୍ଲା କଂଗ୍ରେସ ତରଫରୁ ବିଜୟ ଉତ୍ସବ ପାଳିତ ହୋଇଛି। ଏ ଅବସରରେ ଜିଲ୍ଲା ଓବିସି ସେଲ୍, ଜିଲ୍ଲା ଏସି.ଏସଟି ସେଲ୍,…

Continue Readingକର୍ଣ୍ଣାଟକରେ ଜିତାପଟ ପରେ ବିଜୟ ଉତ୍ସବ ପାଳିଲା ଅନୁଗୁଳ ଜିଲ୍ଲା କଂଗ୍ରେସ, ବାଣ୍ଟିଲେ ମିଠା

ସିବିଏସଇ ଦଶମ ଏବଂ ଦ୍ବାଦଶ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ରୋଟାରୀ ପବ୍ଲିକ୍ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା

ଅନୁଗୁଳ: ପ୍ରକାଶ ପାଇଛି ଚଳିତ ବର୍ଷର ସିବିଏସଇ ଦଶମ ଏବଂ ଦ୍ବାଦଶ ପରୀକ୍ଷା ଫଳ। ଏ ଅବସରରେ ଆଜି ରୋଟାରୀ ପବ୍ଲିକ୍ ସ୍କୁଲ୍ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସୂଚନା ଯେ, ଅନୁଗୁଳ ସହର ସ୍ଥିତ ରୋଟାରୀ ପବ୍ଲିକ୍ ସ୍କୁଲରେ ଆଜି…

Continue Readingସିବିଏସଇ ଦଶମ ଏବଂ ଦ୍ବାଦଶ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ରୋଟାରୀ ପବ୍ଲିକ୍ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା

ଦୋକାନରେ ଲାଗିଲା ନିଆଁ, ପୋଡ଼ି ପାଉଁଶ ହେଲା ଆସବାବପତ୍ର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଚନ୍ଦ୍ରବାହଳ ଠାରେ ଏକ ଦୋକାନ ପୋଡି ପାଉଁଶ ହୋଇଯାଇଥିବା ନେଇ ସୂଚନା ମିଳିଛି। ରିପୋର୍ଟ ମୁତାବକ, ଆଜି ରାତିରେ ଚନ୍ଦ୍ରବାହଳ ଠାରେ ଥିବା ଏକ ଦୋକାନରେ କେହି ଜଣେ ନିଆଁ ଲଗାଇ ଦେଇଥିଲେ। ଖବର…

Continue Readingଦୋକାନରେ ଲାଗିଲା ନିଆଁ, ପୋଡ଼ି ପାଉଁଶ ହେଲା ଆସବାବପତ୍ର

ବଅଁରପାଳର ଯୁବ ବିଜେଡି ନେତା ନରେଶ ବେହେରାଙ୍କ ଦେହାନ୍ତ, ଦୀର୍ଘ ଦିନ ହେଲା ଥିଲେ ଚିକିତ୍ସାଧୀନ

ବଅଁରପାଳ: ବଅଁରପାଳ ବ୍ଲକ ଅଞ୍ଚଳର ଯୁବ ବିଜେଡି ନେତା ନରେଶ ବେହେରାଙ୍କର ଆଜି ଅନୁଗୁଳର ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। ସେ ଜଣେ ମେଳାପୀ ଓ ଧର୍ମପରାୟଣ ଯୁବକ ଥିଲେ।…

Continue Readingବଅଁରପାଳର ଯୁବ ବିଜେଡି ନେତା ନରେଶ ବେହେରାଙ୍କ ଦେହାନ୍ତ, ଦୀର୍ଘ ଦିନ ହେଲା ଥିଲେ ଚିକିତ୍ସାଧୀନ

ସିବିଏସ୍ଇ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଏଲିଟ୍ ଏକାଡେମୀର ସଫଳତା, ପ୍ରଥମ ଶ୍ରେଣୀରେ ପାସ୍ କଲେ ସବୁ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଭରତପୁର ଅଞ୍ଚଳରେ ଅବସ୍ଥିତ କୋଚିଂ ଇନଷ୍ଟିଚ୍ୟୁଟ୍ ଏଲିଟ୍ ଏକାଡେମୀର ଛାତ୍ରଛାତ୍ରୀ ଚଳିତ ବର୍ଷ ସିବିଏସ୍ଇ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ଚଳିତବର୍ଷ ଦ୍ଵାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ୧୧…

Continue Readingସିବିଏସ୍ଇ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଏଲିଟ୍ ଏକାଡେମୀର ସଫଳତା, ପ୍ରଥମ ଶ୍ରେଣୀରେ ପାସ୍ କଲେ ସବୁ ଛାତ୍ରଛାତ୍ରୀ

ରେଳ ଧାରଣା କଡ଼ରୁ ଯୁବକଙ୍କ ରକ୍ତଭିଜା ମୃତ ଦେହ ଉଦ୍ଧାର, ୫ ଦିନ ହେଲା ଥିଲେ ନିଖୋଜ

ତାଳଚେର: ଆଜି ତାଳଚେର ବ୍ଲକ୍ ଅନ୍ତର୍ଗତ ଡେରା ପାଣିହାଟିଙ୍ଗ ନିକଟସ୍ଥ ରେଳ ଧାରଣା କଡ଼ରେ ଥିବା ଡ୍ରେନରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ଯୁବକଙ୍କୁ ପଥରରେ ଛେଚି ହତ୍ୟା ପରେ ରେଳ ଧାରଣା…

Continue Readingରେଳ ଧାରଣା କଡ଼ରୁ ଯୁବକଙ୍କ ରକ୍ତଭିଜା ମୃତ ଦେହ ଉଦ୍ଧାର, ୫ ଦିନ ହେଲା ଥିଲେ ନିଖୋଜ