ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରାକାର ସାହୁଙ୍କ ପରଲୋକ, ଶ୍ୱାସ ରୋଗରେ ଥିଲେ ପୀଡ଼ିତ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ନିରାକାର ସାହୁଙ୍କର ଶନିବାର ୬୩ ବର୍ଷ ବୟସରେ ପରଲୋକ ହୋଇଛି। ଆଜି ସକାଳୁ ସେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଥିଲା।…

Continue Readingଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରାକାର ସାହୁଙ୍କ ପରଲୋକ, ଶ୍ୱାସ ରୋଗରେ ଥିଲେ ପୀଡ଼ିତ

ଟ୍ରକ୍ ଚାପାରେ ବାପ ପୁଅଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

ତାଳଚେର : ଆଜି ତାଳଚେର ବଙ୍କାଧରା ଛକ ନିକଟରେ ପୁଣି ଏକ ସଡ଼କ ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ଘଟିଛି। ଟ୍ରକ ଚାପାରେ ଉଭୟଙ୍କ ଜୀବନ ଯାଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ଭଣଜା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କୁ…

Continue Readingଟ୍ରକ୍ ଚାପାରେ ବାପ ପୁଅଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା

ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଠାବ ଘଟଣା: ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ

ଅନୁଗୁଳ : ଅନୁଗୁଳ ଥାନା ହୁଲୁରିସିଂହାରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଠାବ ଘଟଣାକୁ ନେଇ ସ୍ଥାନୀୟ ଲୋକେ ୫୫ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ…

Continue Readingଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଠାବ ଘଟଣା: ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ

ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ନୃଶଂସ ହତ୍ୟା, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଅନୁଗୁଳ: ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ହୁଲୁରୀସିଂହା ଆମ୍ବେଦକର ନଗର ନିକଟରେ ଜଣେ ଯୁବକଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଘଟଣାରୁ ପ୍ରକାଶ ଯେ ହୁଲୁରିସିଂହା ଗାଁର ଅଭିମନ୍ୟୁ ବେହେରାଙ୍କ ପୁଅ ପ୍ରକାଶ ବେହେରା ଗାଁ ଛକ ମୁଣ୍ଡରେ ଏକ…

Continue Readingଧାରୁଆ ଅସ୍ତ୍ରରେ ଯୁବକଙ୍କୁ ନୃଶଂସ ହତ୍ୟା, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ବିନା ନୋଟିସରେ ତାଳଚେରରେ ୪ ଦିନ ହେବ ଖଣି ବନ୍ଦ ଘଟଣାକୁ ଶିଳ୍ପାଞ୍ଚଳ ଶ୍ରମିକ ସଂଘର ପ୍ରତିବାଦ, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ତାଳଚେର : ବିନା ନୋଟିସରେ ତାଳଚେରରେ ଥିବା ସମସ୍ତ ଖଣିକୁ ବିଧାୟକ ୪ ଦିନ ହେବ ବନ୍ଦ କରିଛନ୍ତି। ଫଳରେ ଗାଡ଼ି ମାଲିକ ଓ ଠିକା ଶ୍ରମିକମାନଙ୍କର ବହୁ ଆର୍ଥିକ କ୍ଷତି ହୋଇଛି ବୋଲି ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ଅଭିଯୋଗ…

Continue Readingବିନା ନୋଟିସରେ ତାଳଚେରରେ ୪ ଦିନ ହେବ ଖଣି ବନ୍ଦ ଘଟଣାକୁ ଶିଳ୍ପାଞ୍ଚଳ ଶ୍ରମିକ ସଂଘର ପ୍ରତିବାଦ, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ, ସହରର ମୌଳିକ ସମସ୍ୟା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠାନର ସଭାପତି ଦୀପକ କୁମାର ବର୍ମାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନରେ ବରିଷ୍ଠ ଉପସଭାପତି ସୁବାସ ଚନ୍ଦ୍ର ପ୍ରଧାନ ଅନୁଗୁଳ ସହରର ମୌଳିକ ସମସ୍ୟା ଉପରେ ଗୁରୁତ୍ୱାରୋପ…

Continue Readingଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ, ସହରର ମୌଳିକ ସମସ୍ୟା ଉପରେ ଗୁରୁତ୍ୱାରୋପ

ଗ୍ରେଡ ପେ’ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ମଞ୍ଚର ବିକ୍ଷୋଭ

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୪୨୦୦ ଗ୍ରେଡ ପେ ଦାବି ନେଇ ଦାବିପତ୍ର ଦିଆଯାଇଛି। ଅମଲା ମଞ୍ଚର ଅଭିଯୋଗ ଅନୁସାରେ, ଶିକ୍ଷାଗତ ଯୋଗ୍ୟତା ଆଧାରରେ ଜୁନିଅର…

Continue Readingଗ୍ରେଡ ପେ’ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ମଞ୍ଚର ବିକ୍ଷୋଭ

ଅନୁଗୁଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ବିଳମ୍ବ, ରାଜରାସ୍ତାକୁ ଓହ୍ଲାଇବ ବିଜେପି

ଅନୁଗୁଳ: ଅନୁଗୁଳ ଭାରତୀୟ ଜନତା ପାର୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ସଭାପତିତ୍ଵରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ବୈଠକରେ ଲୋକସଭା ପ୍ରଭାରୀ ରାଜ୍ଯ ସମ୍ପାଦକ ସୀମାଞ୍ଚଳ ଖଟେଇ ଯୋଗ ଦେଇ ବିଭିନ୍ନ ସାଂଗଠନିକ ଯୋଜନା ସମ୍ବନ୍ଧୀୟ…

Continue Readingଅନୁଗୁଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ବିଳମ୍ବ, ରାଜରାସ୍ତାକୁ ଓହ୍ଲାଇବ ବିଜେପି

ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଜୟ ଭାରତ ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସକାଳୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଛି। ସୂଚନାଯୋଗ୍ୟ, ଜିଲ୍ଲା କଂଗ୍ରେସ କମିଟିର ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ଵରେ ଏହି ବିକ୍ଷୋଭ ପ୍ରଦର୍ଶନ…

Continue Readingଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଜୟ ଭାରତ ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶ

ଖରା ପାଇଁ ଆଗୁଆ ଖରା ଛୁଟି : ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା

ଭୁବନେଶ୍ବର: ଆସନ୍ତାକାଲିଠାରୁ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରଥମରୁ ଯୁକ୍ତ୨ ପର୍ଯ୍ୟନ୍ତ ଏହି ଛୁଟି ଦିଆଯାଇଛି। ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ,…

Continue Readingଖରା ପାଇଁ ଆଗୁଆ ଖରା ଛୁଟି : ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା