ଦୁଇ ଦୂର୍ବୃତ୍ତଙ୍କ ଖାସୀ ଚୋରି ଉଦ୍ୟମ ଫସର ଫାଟିଲା

ଅନୁଗୁଳ: ଦୁଇ ଜଣ ଯୁବକ ଖାସୀ ଚୋରି କରି ନୂଆ ବର୍ଷ ପାଳିବାକୁ ଯୋଜନା କରିଥିବାବେଳେ ଏହା ଫସର ଫାଟି ଯାଇଛି। କାରରେ ଆସୁଥିବା ଦୁଇ ଜଣ ଦୁର୍ବୃତ୍ତ ରାସ୍ତାରୁ ଦୁଇଟି ଛେଳି ଉଠାଇ ଆଣିଥିଲେ ହେଁ, ଲୋକ ଗୋଡାଇବାରୁ ଅନୁଗୁଳ ସହର…
Read More...

ସାର୍ଥକ ଷଡ଼ଙ୍ଗୀ ଅନୁଗୁଳ ଡିଆଇଜି

ଅନୁଗୁଳ: ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୧୩ଟି ଜିଲ୍ଲାରେ ସରକାର ନୂଆ ଏସ୍‌ପିଙ୍କୁ ନିଯୁକ୍ତି ଦେଇଥିବାବେଳେ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଅଦଳବଦଳ କରିଛନ୍ତି। ଏହି କ୍ରମରେ ଉତ୍ତର…
Read More...

ଶିରିଗିଡ଼ାରେ କ୍ରିକେଟ୍‌ ଟୁର୍ନାମେଣ୍ଟ

ତାଳଚେର: ତାଳଚେର ବ୍ଲକ୍‌ ଶିରିଗିଡ଼ା ଗ୍ରାମର ତ୍ରିନେତ୍ର କ୍ରିକେଟ୍‌ କ୍ଲବ୍‌ ପକ୍ଷରୁ ଏକ କ୍ରିକେଟ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ…
Read More...

ଗଣିତ ଦିବସ ପାଳିତ

ତାଳଚେର: ତାଳଚେର ଅନନ୍ତ ବିହାର ଡି.ଏ.ଭି. ପବ୍ଲିକ୍ ସ୍କୁଲ୍ ପରିସରରେ ରାଷ୍ଟ୍ରୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।…
Read More...

ନୂଆବର୍ଷରୁ ହୋଣ୍ତା କାର‌୍‌ ମହଙ୍ଗା

ଅନୁଗୁଳ: ୨୦୨୧ ଜାନୁଆରୀରୁ ଭାରତରେ ହୋଣ୍ତା କାର‌୍‌ ମହଙ୍ଗା ହେବାକୁ ଯାଉଛି। ଏ ବାବଦରେ ହୋଣ୍ତା କାର‌୍‌ସ ଇଣ୍ତିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ପକ୍ଷରୁ ଏହାର ଡିଲରମାନଙ୍କୁ ଅବଗତ କରାଯାଇଛି। ଭାରତରେ କମ୍ପାନିର…
Read More...

ଶସ୍ତା ହେଲା କରୋନା ପରୀକ୍ଷା, ମାତ୍ର ୧୦୦ ଟଙ୍କାରେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

ଅନୁଗୁଳ:ଏଣିକି ଜନସାଧାରଣ ମାତ୍ର ୧୦୦ ଟଙ୍କାରେ କରିପାରିବେ କରୋନା ଟେଷ୍ଟ। ଏଭଳି ଏକ ବିଜ୍ଞପ୍ତି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜିଏସଟି ସହିତ ଘରୋଇ ଲ୍ୟାବରେ…
Read More...

ରାଜ୍ୟସ୍ତରୀୟ କଳା ଉତ୍ସବରେ ଅନୁଗୁଳର ସଫଳତା

ଅନୁଗୁଳ: ବାଲେଶ୍ବରଠାରେ ଆୟୋଜିତ ରାଜ୍ୟସ୍ତରୀୟ କଳା ଉତ୍ସବରେ ଅନୁଗୁଳକୁ ସଫଳତା ମିଳିଛି। ଅନୁଗୁଳ ଜିଲ୍ଲାର ୨ ଜଣ ଛାତ୍ର ସୋହମ ସାହୁ, ଓ.ପି. ଜିନ୍ଦଲ ସ୍କୁଲ୍‌, ଶାସ୍ତ୍ରୀୟ ଯନ୍ତ୍ର ସ˚ଗୀତ ଏବ˚ ଓଁକାର ତ୍ରିପାଠୀ,…
Read More...

ସରକାରୀ ଜାଗାରେ ବେଆଇନ୍‌ ନିର୍ମାଣ ଉଚ୍ଛେଦ ବେଳେ ଉତ୍ତେଜନା, ୧୪୪ ଧାରା ଲାଗୁ

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳର ହୁଲୁରିସି˚ହାରେ ଏକ ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ନାକେଦମ୍‌ ହୋଇଛି ପ୍ରଶାସନ। ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକ ପ୍ରଶାସନ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିବା…
Read More...

ନିର୍ମାଣାଧୀନ ବିଦ୍ୟୁତ ଟାୱାର ଚୋରି ଉଦ୍ୟମ

ଅନୁଗୁଳ: ଅନୁଗୁଳ ପୁଲିସ୍‌ର ସ୍ପେଶାଲ ସ୍କ୍ବାଡ୍‌କୁ ମିଳିଛି ବଡ଼ ସଫଳତା। ଅପରାହ୍ଣରେ ପୁଲିସ୍‌ ଅନୁଗୁଳ ଥାନା ଇଲାକା ବଲାସି˚ହା ବାଲିସାହି ଜଙ୍ଗଲରେ ଚଢ଼ଉ କରି ସ୍କ୍ରାପ୍‌ ଚୋରିରେ ସ˚ପୃକ୍ତ ଏକ ଡକାୟତ ଗ୍ୟାଙ୍ଗକୁ କାବୁ…
Read More...

ସକ୍ରିୟ ସାଇବର ଅପରାଧୀ ଯୁବକଙ୍କ ଆକାଉଣ୍ଟରୁ ୨.୮୯ ଲକ୍ଷ ଲୁଟିନେଲେ

ଅନୁଗୁଳ: ଜିଲ୍ଲାରେ ମାତିଛନ୍ତି ସାଇବର ଅପରାଧୀ। କେତେବେଳେ ଫେସବୁକ୍‌ ହ୍ୟାକ୍‌ କରି ଟଙ୍କା ଲୁଟି ନେଉଛନ୍ତି ତ ଆଉ କେତେବେଳେ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ୍‌ ବେଳେ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଦଶଦିନ ତଳେ ଅନୁଗୁଳ…
Read More...
error: Content is protected !!