ଅନୁଗୁଳରେ ପୋଷଣ ପକ୍ଷ ପାଳନ: ସହର ପରିକ୍ରମା କରି ସଚେତନ କଲେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଓ ବଅଁରପାଳ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମିଲେଟ୍ ପୃଷ୍ଟିକୁ ପ୍ରାଧାନ୍ୟ ଦେବା, ସୁସ୍ଥ ବାଳକ ବାଳିକା, ସକ୍ଷମ ଅଙ୍ଗନୱାଡି କେନ୍ଦ୍ର ଓ କୁପୋଷଣ ଦୂରୀକରଣ ଉଦ୍ଦେଶ୍ୟରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେବା ସହ ସାଇକେଲ…

Continue Readingଅନୁଗୁଳରେ ପୋଷଣ ପକ୍ଷ ପାଳନ: ସହର ପରିକ୍ରମା କରି ସଚେତନ କଲେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ହିଙ୍ଗୁଳାଙ୍କ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାନ କଲେ ଶ୍ରଦ୍ଧାଳୁ

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ହିଙ୍ଗୁଳାଙ୍କ ପରିକଳ୍ପିତ ନୂତନ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ କଣିହାଁ ଏନ୍‌ଟିପିସିର କର୍ମଚାରୀମାନେ ଅର୍ଥଦାନ କରିଛନ୍ତି। ତାଳଚେର ଉପଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ଵରଞ୍ଜନ ରଥ, ସ୍ଥାନୀୟ…

Continue Readingତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ହିଙ୍ଗୁଳାଙ୍କ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାନ କଲେ ଶ୍ରଦ୍ଧାଳୁ

ତାଳଚେର ନାରୀ ସୁରକ୍ଷା ପରିଷଦ ପକ୍ଷରୁ ମହିଳା ଦିବସ ଓ ଶିଶୁ କନ୍ୟା ସୁରକ୍ଷା ଦିବସ ପାଳିତ

ତାଳଚେର: ତାଳଚେର ବ୍ଲକ ଧରମପୁର ପଞ୍ଚାୟତରେ ନାରୀ ସୁରକ୍ଷା ପରିଷଦ ପକ୍ଷରୁ ଗାଁର ମହିଳା ସଂଗଠନଙ୍କୁ ନେଇ ମହିଳା ଦିବସ ପାଳିତ ହୋଇଛି। ଏ ଅବସରରେ ମହିଳାଙ୍କ ସମ୍ମାନ ସୁରକ୍ଷା ଓ କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେ ନେଇ ଆଲୋଚନା କରୁଥିଲେ।…

Continue Readingତାଳଚେର ନାରୀ ସୁରକ୍ଷା ପରିଷଦ ପକ୍ଷରୁ ମହିଳା ଦିବସ ଓ ଶିଶୁ କନ୍ୟା ସୁରକ୍ଷା ଦିବସ ପାଳିତ

ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ଉତ୍ତରାଞ୍ଚଳ ରାଜସ୍ବ କମିଶନର

ଅନୁଗୁଳ: ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ପହଞ୍ଚି ପ୍ରାରମ୍ଭିକ ଭାବେ ଦାଖଲ ହୋଇଥିବା ୪୮ଗୋଟି ରିଟିପିଟିସନ୍ ମଧ୍ୟରୁ ୨୦ ଟିର ତୁରନ୍ତ ଫଇସଲା କରିଛନ୍ତି। ଏଥିସହ ଅନୁଗୁଳ ଜିଲ୍ଲାର…

Continue Readingଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ଉତ୍ତରାଞ୍ଚଳ ରାଜସ୍ବ କମିଶନର

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତାରୋକ କଲେ ପରିବାର ଲୋକ

ପାଳଲହଡ଼ା: ପାଳଲହଡ଼ା ବ୍ଲକ୍ ୧୪୯ ନମ୍ୱର୍ ଜାତୀୟ ରାଜପଥ ଖମାର ଥାନା ଅନ୍ତର୍ଗତ ବାଞ୍ଜିକୁସମ୍ ଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ଡାହାଣ ଗୋଡ଼ ଖଣ୍ଡ ବିଖଣ୍ଡିତ ହୋଇ ଘଟଣାସ୍ଥଳରେ ପଡ଼ିଥିବା ଦେଖିବାକୁ…

Continue Readingଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତାରୋକ କଲେ ପରିବାର ଲୋକ

ଆଠମଲ୍ଲିକ ଅବକାରୀ ବିଭାଗର ଚଢ଼ଉ: ବିପୁଳ ଦେଶୀ ମଦ ଓ ପୋଚ ଜବତ, ୬ ଗିରଫ

ଆଠମଲ୍ଲିକ : ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି। ଜବତ ମଦ ମଧ୍ୟରେ ୨୩୦ ଲିଟର ଦେଶୀ ରନ୍ଧାମଦ ଓ ୧୭ ଶହ କିଲୋ ମହୁଲପୋଚ ରହିଛି। ଏହି ମାମଲାରେ…

Continue Readingଆଠମଲ୍ଲିକ ଅବକାରୀ ବିଭାଗର ଚଢ଼ଉ: ବିପୁଳ ଦେଶୀ ମଦ ଓ ପୋଚ ଜବତ, ୬ ଗିରଫ

ଖୋଲିଲା ମା’ହିଙ୍ଗୁଳାଙ୍କ ହୁଣ୍ଡି, ଭକ୍ତ ଦାନ କରିଛନ୍ତି ଦଶ ଲକ୍ଷ ଟଙ୍କା

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡ଼ିକୁ ସୋମବାର ଖୋଲା ଯାଇଛି। ମା' ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟବୋର୍ଡ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ, ଅରୁଣ କୁମାର ପ୍ରଧାନଙ୍କ ସହ ଗୋପାଳପ୍ରସାଦ ଥାନାର ଏଏସ୍ଆଇ ନେପାଳ…

Continue Readingଖୋଲିଲା ମା’ହିଙ୍ଗୁଳାଙ୍କ ହୁଣ୍ଡି, ଭକ୍ତ ଦାନ କରିଛନ୍ତି ଦଶ ଲକ୍ଷ ଟଙ୍କା

କିଶୋରନଗର ବ୍ଲକରେ ହେବ ନୂତନ ଜେଏମଏଫସି କୋର୍ଟ, ଭିତ୍ତିଭୂମି ପରଖିଲେ ଜିଲ୍ଲା ଦୌରାଜଜ୍

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକରେ ଏକ ନୂତନ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ବେଳେ ରବିବାର ଅନୁଗୁଳ ଜିଲ୍ଲା ଦୌରାଜଜ ପ୍ରଣବ କୁମାର ପାତ୍ର ଭିତ୍ତିଭୂମି ପରଖିଛନ୍ତି। ତାଙ୍କୁ ସ୍ଥାନୀୟ ପ୍ରଶାସନ ଓ…

Continue Readingକିଶୋରନଗର ବ୍ଲକରେ ହେବ ନୂତନ ଜେଏମଏଫସି କୋର୍ଟ, ଭିତ୍ତିଭୂମି ପରଖିଲେ ଜିଲ୍ଲା ଦୌରାଜଜ୍

ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ବୈଠକରେ ବଡ଼ ନିଷ୍ପତ୍ତି: ହିତାଧିକାରୀଙ୍କ ଘରେ ପହଞ୍ଚିବ ମହିଳା ମୋର୍ଚ୍ଚା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ବିଜେପି ପ୍ରଭାରୀ ସୀମାଞ୍ଚଳ ଖଟେଇ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Continue Readingଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର ବୈଠକରେ ବଡ଼ ନିଷ୍ପତ୍ତି: ହିତାଧିକାରୀଙ୍କ ଘରେ ପହଞ୍ଚିବ ମହିଳା ମୋର୍ଚ୍ଚା

ମଦ ଡିପୋକୁ ବିରୋଧ: ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁରଠାରେ ରବିବାର ସରକାର ଅତ୍ୟାଧୁନିକ ମଦ ଡିପୋର ଉଦଘାଟନ କରିଥିବା ବେଳେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଛନ୍ତି। ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ଏହାକୁ ବିରୋଧ କରିବା ସହ ମଦ…

Continue Readingମଦ ଡିପୋକୁ ବିରୋଧ: ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ