ବଢ଼ିବ ମହିଳାଙ୍କ ଶକ୍ତି, ସବୁ ପଞ୍ଚାୟତରେ ଖୋଲିବ ମିଶନ ଶକ୍ତି ମାର୍କେଟ୍ ବିଲ୍ଡିଂ
ଭୁବନେଶ୍ୱର : ଓଡ଼ିଶାରେ ମହିଳାଙ୍କୁ ସଶକ୍ତ କରିଛି ମିଶନ ଶକ୍ତି। ସେମାନଙ୍କ ସାମାଜିକ ଓ ଆର୍ଥିକ ସମାନତା ହାସଲର ବାର୍ତ୍ତାବହ ସାଜିଛି ରାଜ୍ୟ ସରକାରଙ୍କ ଏହି ଯୋଜନା। ରାଜ୍ୟର ୭୦ ଲକ୍ଷ ମହିଳା ଆଜି ନିଜ ପାଇଁ ନିଜେ ପରିଚୟ ସୃଷ୍ଟି…
