ପ୍ରସ୍ତାବିତ କୋଇଲା ଡିପୋ ପାଇଁ ଜମି ଅଧିଗ୍ରହଣକୁ ପ୍ରତ୍ୟାହାର ଦାବି, ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ବିକ୍ଷୋଭ

ଅନୁଗୁଳ: ଅବିଳମ୍ବେ ପ୍ରସ୍ତାବିତ କୋଇଲା ଡିପୋ, କୋଲ ୱାସେରୀ ଓ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ନିଷ୍ପଭିକୁ ପ୍ରତ୍ୟାହାର କରିବା, ପୁରୁଷାନୁକ୍ରମେ ଭୋଗ ଦଖଲ କରି ଆସୁଥିବା ଚାଷ ଜମି ଓ ବାସଜମିକୁ ଦଖଲଦାରଙ୍କୁ ପଟ୍ଟା ଦେବା, ଜରପଡାରେ ଏକ ଶୀତଳଭଣ୍ଡାର ନିର୍ମାଣ କରିବା…

Continue Readingପ୍ରସ୍ତାବିତ କୋଇଲା ଡିପୋ ପାଇଁ ଜମି ଅଧିଗ୍ରହଣକୁ ପ୍ରତ୍ୟାହାର ଦାବି, ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ବିକ୍ଷୋଭ

ଖୁସି ଖବର! ଜାତୀୟ ସ୍ତରରେ ହେବାକୁ ଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତା ପାଇଁ ଅନୁଗୁଳରୁ ମନୋନୀତ ହେଲେ ୪ ଖେଳାଳି

ଅନୁଗୁଳ: ଅନୁଗୁଳ ଜିଲ୍ଲାରୁ ୪ ଜଣ ଖେଳାଳି ଜାତୀୟ ସ୍ତରରେ ହେବାକୁ ଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତା ନିମନ୍ତେ ମନୋନୀତ ହୋଇଛନ୍ତି। ଆଜି ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ(OSBA ) ଦ୍ଵାରା ପ୍ରକାଶିତ ତାଲିକାରେ ରାଜ୍ୟରୁ ସର୍ବମୋଟ ୧୨ ଜଣ ଖେଳାଳି ଜାତୀୟ…

Continue Readingଖୁସି ଖବର! ଜାତୀୟ ସ୍ତରରେ ହେବାକୁ ଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତା ପାଇଁ ଅନୁଗୁଳରୁ ମନୋନୀତ ହେଲେ ୪ ଖେଳାଳି

ଚତୁର୍ଥ ଅନୁଗୁଳ ସ୍ୱଦେଶୀ ମେଳା ଉଦଘାଟିତ, ସ୍ବଦେଶୀ ଜିନିଷକୁ ଆପଣାଇବାକୁ ପରାମର୍ଶ

ଅନୁଗୁଳ : ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ସନ୍ଧ୍ୟାରେ ୪ର୍ଥ ଅନୁଗୁଳ ସ୍ବଦେଶୀ ମେଳା ଉଦଘାଟିତ ହୋଇଛି। ସହ ସଂଯୋଜକ ପର୍ଶୁରାମ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…

Continue Readingଚତୁର୍ଥ ଅନୁଗୁଳ ସ୍ୱଦେଶୀ ମେଳା ଉଦଘାଟିତ, ସ୍ବଦେଶୀ ଜିନିଷକୁ ଆପଣାଇବାକୁ ପରାମର୍ଶ

ମୋବାଇଲ ଚୋରକୁ ବାନ୍ଧିଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋଲିସ ସୋର ଜଣେ ମୋବାଇଲ ଚୋରକୁ ଗିରଫ କରିଛି। ସୂଚନା ମୁତାବକ, ଖାଲଗାଁର ବଳରାମ ଦେହୁରୀ ଗତ ୩୦ ତାରିଖରେ ବନ୍ତଳା ଛକରେ ଥିବା ତାଙ୍କ କୁକୁଡ଼ା ଦୋକାନରେ ମାଂସ କାଟୁଥିଲେ। ଏହି ସମୟରେ…

Continue Readingମୋବାଇଲ ଚୋରକୁ ବାନ୍ଧିଲା ପୋଲିସ

ବିସ୍ଥାପନ ପୂର୍ବରୁ ଥଇଥାନ କରିବା ଦାବିରେ ହାକିମପଡ଼ାବାସୀଙ୍କ ବିକ୍ଷୋଭ

ଅନୁଗୁଳ: ହାକିମପଡ଼ା ୱାର୍ଡ ନଂ.୧୩ ଓ ୧୪ର ଅଧିବାସୀଙ୍କୁ ବିସ୍ଥାପିତ କରିବା ପୂର୍ବରୁ ସ୍ଥାୟୀ ଭାବେ ଥଇଥାନ କରିବା ଦାବିରେ ଉଭୟ ପଡାର ପୁରୁଷ ଓ ମହିଳା ବଜାର ପରିକ୍ରମା କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଶାସନ…

Continue Readingବିସ୍ଥାପନ ପୂର୍ବରୁ ଥଇଥାନ କରିବା ଦାବିରେ ହାକିମପଡ଼ାବାସୀଙ୍କ ବିକ୍ଷୋଭ

କେନ୍ଦ୍ରୀୟ ଚଷା ସମାଜର ୮ମ ବାର୍ଷିକ ସମ୍ମିଳନୀ, ଚାଷୀଙ୍କ ବିକାଶ ଉପରେ ଗୁରୁତ୍ୱ

ତାଳଚେର: କେନ୍ଦ୍ରୀୟ ଚଷା ସମାଜ ତାଳଚେରର ୮ମ ବାର୍ଷିକ ସମ୍ମିଳନୀ ସାଉଥ୍ ବଲଣ୍ଡା ସ୍ଥିତ ଜଗନ୍ନାଥ କଳାକେନ୍ଦ୍ରରେ ଅନୁଷ୍ଠିତ ହୋଇଛି। ସ୍ଥାୟୀ ସଭାପତି ମୁକୁନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଏମ୍‌ସିଏଲ୍ ଲିଙ୍ଗରାଜ କ୍ଷେତ୍ରର ମହାପ୍ରବନ୍ଧକ…

Continue Readingକେନ୍ଦ୍ରୀୟ ଚଷା ସମାଜର ୮ମ ବାର୍ଷିକ ସମ୍ମିଳନୀ, ଚାଷୀଙ୍କ ବିକାଶ ଉପରେ ଗୁରୁତ୍ୱ

ଅନୁଗୁଳ ଓକିଲ ସଂଘର ସାଧାରଣ ବୈଠକ

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ସାଧାରଣ ବୈଠକ ସୋମବାର ଅପରାହ୍ନରେ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦକ ଧୃବ ଚରଣ ସାହୁ ବାର୍ଷିକ ଆୟ ବ୍ୟୟର ହିସାବ…

Continue Readingଅନୁଗୁଳ ଓକିଲ ସଂଘର ସାଧାରଣ ବୈଠକ

ଟୋକନ ପାଇଥିଲେ ମଧ୍ୟ ଧାନ ବିକି ପାରୁନାହାନ୍ତି, ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଲେ ଚାଷୀ

ଅନୁଗୁଳ: ଅନୁଗୁଳ ବ୍ଲକ ପୋକତୁଙ୍ଗା ପ୍ରାଥମିକ ସମବାୟର ତିନୋଟି ପଞ୍ଚାୟତର ଚାଷୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ମୁତାବକ, ପୋକତୁଙ୍ଗା, ଧୋକୁଟା, ନନ୍ଦପୁର ଗ୍ରାମର ଚାଷୀ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଥିଲେ ମଧ୍ୟ ଧାନ ବିକ୍ରି…

Continue Readingଟୋକନ ପାଇଥିଲେ ମଧ୍ୟ ଧାନ ବିକି ପାରୁନାହାନ୍ତି, ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଲେ ଚାଷୀ

ଖଣିରୁ କୋଇଲା ଚୋରି କରୁଥିବା ଟ୍ରକ ଓ ଜେସିବିକୁ ଜବତ କଲା ପୋଲିସ, ଅଭିଯୁକ୍ତ ଫେରାର

ଅନୁଗୁଳ: ତାଳଚେର ଅନନ୍ତ କୋଇଲା ଖଣିରୁ ଚୋରା କୋଇଲା ବୋଝେଇ ଟ୍ରକ ସହ ଏକ ଜେସିବି ମେସିନକୁ ଜବତ କରିଛି ଓଆଇଏସଏଫ। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଚୋରା ଟ୍ରକ ଓ ଜେସିବି ଅନନ୍ତ କୋଇଲା ଖଣି ମଧ୍ୟକୁ ପ୍ରବେଶ…

Continue Readingଖଣିରୁ କୋଇଲା ଚୋରି କରୁଥିବା ଟ୍ରକ ଓ ଜେସିବିକୁ ଜବତ କଲା ପୋଲିସ, ଅଭିଯୁକ୍ତ ଫେରାର

ଶିବରାତ୍ରି ଦର୍ଶନ ପାଇଁ ମନ୍ଦିର ଯାଇଥିବା ବେଳେ ନାଲକୋ କାଲୋନୀରେ ଚୋରି, ଛାନଭିନ କରୁଛି ପୋଲିସ

ବଅଁରପାଳ: ନାଲକୋ କଲୋନୀରେ ପୁଣି କଳାକନା ବୁଲାଇଲେ ଦୁର୍ବୃତ୍ତ। ଗତ ବିଳମ୍ବିତ ରାତିରେ ନାଲକୋ କଲୋନୀ (ବି - ୧୦୦୧)ରେ ରହୁଥିବା ଦିଲ୍ଲୀ ପବ୍ଲିକ ସ୍କୁଲର ଶିକ୍ଷକ ରାଧାମାଧବ ଦାଶଙ୍କ ଘରୁ ଦୁର୍ବୃତ୍ତମାନେ କଳା କନା ବୁଲାଇଛନ୍ତି। ଘରର କବାଟ ଭାଙ୍ଗି…

Continue Readingଶିବରାତ୍ରି ଦର୍ଶନ ପାଇଁ ମନ୍ଦିର ଯାଇଥିବା ବେଳେ ନାଲକୋ କାଲୋନୀରେ ଚୋରି, ଛାନଭିନ କରୁଛି ପୋଲିସ