ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ, ୫ ଟି ମନ୍ଦିରରୁ ଆସିବ ମଶାଲ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି। ଏ ଅବସରରେ ମଶାଲ ଶୋଭା ଯାତ୍ରା, ଅନୁଗୁଳ ଗୌରବ, କବିତା ପାଠୋତ୍ସବ ଓ ସ୍ମରଣିକା ପ୍ରକାଶନ…

Continue Readingଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ, ୫ ଟି ମନ୍ଦିରରୁ ଆସିବ ମଶାଲ

ଅନୁଗୁଳରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁଗୁଳ: ୭୪ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ…

Continue Readingଅନୁଗୁଳରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜମି ବିକ୍ରିକୁ ନେଇ ବିବାଦ, ପୁତୁରାକୁ ହାଣିଲେ ବଡ଼ ବାପାଙ୍କ ପରିବାର ଲୋକ

ଅନୁଗୁଳ: ଅନୁଗୁଳ ସଦର ଥାନା ଅଧୀନ ଜରାସିଂହାରେ ଜମି ଜମା ବିବାଦକୁ କେନ୍ଦ୍ର କରି ପୁଣି ପରିବାର ଭିତରେ ବିବାଦ ହୋଇ ହଣାହଣି ହୋଇଛି। ଜମି ବିକ୍ରିକୁ ନେଇ ବଡ଼ ବାପା, ବଡ଼ ମା ଓ ତାଙ୍କ ପୁଅ ମିଶି ପୁତୁରାକୁ…

Continue Readingଜମି ବିକ୍ରିକୁ ନେଇ ବିବାଦ, ପୁତୁରାକୁ ହାଣିଲେ ବଡ଼ ବାପାଙ୍କ ପରିବାର ଲୋକ

ଆଜି ପୌଷ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ : ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଆଜିର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ। ପୁରାଣ ମତ ଅନୁସାରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ…

Continue Readingଆଜି ପୌଷ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଶିମିଳିପାଳରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ, ଦୁଇ ଦିନ ଯାଏଁ ଚାଲିବ ଗଣା

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଓ ଶିମିଳିପାଳ ପାଦ ଦେଶରେ ଥିବା ନଦୀ ଓ ନାଳ ଗୁଡିକରେ ଆଜିଠାରୁ କୁମ୍ଭୀର ଗଣନା ଆରମ୍ଭ ହେଇଛି। ବିଶେଷ କରି ଶିମିଳିପାଳରୁ ବାହାରି ଥିବା ନଦୀ ଖଇରି, ବୁଢାବଳଙ୍ଗ, ଖଡ଼ଖାଇ ପ୍ରଭୃତି…

Continue Readingଶିମିଳିପାଳରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ, ଦୁଇ ଦିନ ଯାଏଁ ଚାଲିବ ଗଣା

ଷ୍ଟ୍ରିଟ ଲାଇଟ ଚୋରି ଅଭିଯୋଗରେ ୩ ଜଣ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ଏସଟିପିରୁ ଷ୍ଟ୍ରିଟ ଲାଇଟ ଚୋରି ଅଭିଯୋଗରେ ପୋଲିସ ଗୁରୁବାର ୩ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ ଗତ ସେପ୍ଟେମ୍ବର ୨୮ ତାରିଖରେ ନାଲକୋ ସ୍ମେଲଟର ପ୍ଲାଣ୍ଟର ଏସଟିପି ସବଷ୍ଟେସନରୁ…

Continue Readingଷ୍ଟ୍ରିଟ ଲାଇଟ ଚୋରି ଅଭିଯୋଗରେ ୩ ଜଣ ଗିରଫ

ଲଭ-ସେକ୍ସ-ଧୋକା! ବିବାହ କରି ଦୁଇଟା ଛୁଆ ହେଲା ପରେ ସ୍ତ୍ରୀ-ପିଲାଙ୍କୁ ଛାଡ଼ି ଅନ୍ୟ ଝିଅ ସହ ସଂସାର କରୁଛି ସ୍ୱାମୀ, ନ୍ୟାୟ ଭିକ୍ଷା କରୁଛନ୍ତି ପୀଡ଼ିତା

ଅନୁଗୁଳ: ଲଭ, ସେକ୍ସ ଆଉ ତା' ପରେ ଧୋକା। ପୁଣିଥରେ ସେଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ କୌଣସି ସାହାଯ୍ୟ କରି ନ ପାରିବାରୁ ମହିଳା ଏବେ ଗଣମାଧ୍ୟମର ସହାୟତା ଲୋଡ଼ିଛନ୍ତି। ପୀଡ଼ିତା ମହିଳା ସୁନିତା…

Continue Readingଲଭ-ସେକ୍ସ-ଧୋକା! ବିବାହ କରି ଦୁଇଟା ଛୁଆ ହେଲା ପରେ ସ୍ତ୍ରୀ-ପିଲାଙ୍କୁ ଛାଡ଼ି ଅନ୍ୟ ଝିଅ ସହ ସଂସାର କରୁଛି ସ୍ୱାମୀ, ନ୍ୟାୟ ଭିକ୍ଷା କରୁଛନ୍ତି ପୀଡ଼ିତା

‘ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌’ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ – ହକି ବିଶ୍ଵକପ୍‌ ଜିତିଲେ ପ୍ରତି ଖେଳାଳିଙ୍କୁ ମିଳିବ କୋଟିଏ ଟଙ୍କା

ରାଉରକେଲା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ୍‌ ‘ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌’ର ଉଦ୍‌ଘାଟନ କରିଛନ୍ତି। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ହକିକୁ ଭଲ ପାଉଥିବା ସମସ୍ତ ଖେଳାଳି, ସାଧାରଣ ଜନତା, ଓଡ଼ିଶାର ହକିପ୍ରେମୀ ଦେଶର…

Continue Reading‘ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌’ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ – ହକି ବିଶ୍ଵକପ୍‌ ଜିତିଲେ ପ୍ରତି ଖେଳାଳିଙ୍କୁ ମିଳିବ କୋଟିଏ ଟଙ୍କା

ମାର୍ଚ୍ଚ ୧୦ରୁ ୧୭ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ବୋର୍ଡ ସଭାପତି

କଟକ : ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ନେଇ ଆଜି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ପରୀକ୍ଷା ମାର୍ଚ୍ଚ ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ…

Continue Readingମାର୍ଚ୍ଚ ୧୦ରୁ ୧୭ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ବୋର୍ଡ ସଭାପତି

ଓଡ଼ିଶାରେ ଆରମ୍ଭ ହେଲା 5G ସେବା, କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଶୁଭାରମ୍ଭ

ଭୁବନେଶ୍ୱର : ଆଜି ଓଡ଼ିଶାରେ 5G ସେବା ଆରମ୍ଭ ହୋଇଛି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅତ୍ୟାଧୁନିକ ସେବାର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଏ ଅବସରରେ ଶ୍ରୀ ବୈଷ୍ଣବ କହିଥିଲେ, ପ୍ରଥମେ…

Continue Readingଓଡ଼ିଶାରେ ଆରମ୍ଭ ହେଲା 5G ସେବା, କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଶୁଭାରମ୍ଭ