ବ୍ରାଉନ୍ସୁଗର ଜବତ, ୪ ଗିରଫ
ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୋଲିସ ସୋମବାର ୬ ଗ୍ରାମ୍ ବ୍ରାଉନ୍ସୁଗର ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି । ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ଅନୁଗୁଳ ଟାଉନ୍ ଥାନା ପୋଲିସର ଏକ…
ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୋଲିସ ସୋମବାର ୬ ଗ୍ରାମ୍ ବ୍ରାଉନ୍ସୁଗର ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି । ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ଅନୁଗୁଳ ଟାଉନ୍ ଥାନା ପୋଲିସର ଏକ…
ଅନୁଗୁଳ : ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଦାଖଲ ହୋଇଥିବା ସମୁଦାୟ ୭୬ଟି ଅଭିଯୋଗରୁ ୬୪ଟି ବ୍ୟକ୍ତିଗତ ଓ ୧୨ଟି ଗ୍ରାମ୍ୟ…
ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ପୁରୁଣାଗଡ଼ ଗ୍ରାମବାସୀ। ଜବରଦଖଲ ଉଚ୍ଛେଦ ଦାବିରେ ଗାଁ ଲୋକେ ଧାରଣା ଦେଇଥିବା ଜଣାଯାଇଛି। ସୂଚନା ମୁତାବକ, ମଦନ ମୋହନ ପାଟଣା ମନ୍ଦିର ରାସ୍ତାର କନ୍ଧସାହି ରାସ୍ତା ବାସିନ୍ଦା ମିଶି ରାସ୍ତା ପ୍ଲଟ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁରେ ବିଦ୍ୟୁତ୍ କର୍ମଚାରୀଙ୍କୁ ବାନ୍ଧି ଅଟକ ରଖିଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୪-୫ ଦିନ ହେଲା ଗ୍ରାମରେ ବିଦ୍ୟୁତ୍ ସମସ୍ୟା ଥିଲା। ତେଣୁ ଗାଁ ଲୋକେ ବିଦ୍ୟୁତ୍ କର୍ମଚାରୀଙ୍କୁ ଯୋଗାଯୋଗ କରିବାରୁ ସେମାନେ ଟୋଲ…
ଅନୁଗୁଳ: ଛାତ୍ରଛାତ୍ରୀଙ୍କୁ ଭାରତୀୟ ସଂସ୍କୃତି ସହ ପରିଚିତ କରାଇବା ଉଦ୍ଦେଶ୍ୟରେ ଅନୁଗୁଳସ୍ଥିତ ଭାରତ ବିକାଶ ପରିଷଦ ତରଫରୁ ଦୁଇଦିନିଆ ଗ୍ରୀଷ୍ମ ଶିବିର ସଭାପତି ପ୍ରଫେସର ଶାନ୍ତନୁ କୁମାର ସର ନେତୃତ୍ୱରେ ଉଦଘାଟିତ ହୋଇଛି। ଶିବିରରେ ପ୍ରତ୍ୟେକ ଦିନ ମଙ୍ଗଳାଚରଣ, ବନ୍ଦନା, ଗୀତା…
ଅନୁଗୁଳ: ଶିଶୁ ଓ କିଶୋର ଶ୍ରମିକର ମୂଳୋତ୍ପାଟନ କରିବା ପାଇଁ ଅର୍ନ୍ତଜାତୀୟ ଶିଶୁ ଓ କିଶୋର ଶ୍ରମିକ ନିରୋଧ ଦିବସ ଅବସରରେ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ସଚେତନତା ଅଭିଯାନ ଶୋଭାଯାତ୍ରାକୁ ଆଜି ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ…
ଆଠମଲ୍ଲିକ : ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ ୧୯୯ ଲିଟର ଦେଶୀ ରନ୍ଧାମଦ ଓ ୩ ଶହ କିଲୋ ମହୁଲପୋଚ ଜବତ କରାଯିବା ସହ ୭ ଜଣଙ୍କୁ ଗିରଫ କରାଯାଇଛି l ଅବକାରୀ ବିଭାଗ ଭାରପ୍ରାପ୍ତ ନିରୀକ୍ଷକ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସମ୍ମୁଖ ଟ୍ରାଫିକ ଛକରେ ଭାରସାମ୍ଯ ହରାଇ ଡିଭାଇଡର ଉପରେ ଚଢ଼ି ଓଲଟିଲା ଟ୍ରକ୍। ଟ୍ରକରେ ମେଡିସିନ ବୋଝେଇ ହୋଇ ରହିଥିଲା। ଏଥିରେ କେହି ମୃତାହତ ହୋଇ ନାହାଁନ୍ତି। ଚାଳକଙ୍କ ସୂଚନା ଅନୁଯାୟୀ, ଏହି ଟ୍ରକ…
କିଶୋରନଗର: ଭାରସାମ୍ୟ ହରାଇ ରାଇବାହାଳ ବ୍ରିଜ୍ ଉପରୁ ଆଜି ଏକ ବୋଲେରୋ ଓଲଟି ପଡିଛି। ସୂଚନା ମୁତାବକ, ବଇଣ୍ଡାର ସୋଲଣ୍ଡାରୁ ୭ ଜଣ ବର ଯାତ୍ରୀଙ୍କୁ ନେଇ ରଣିଆକଟା ଯାଉଥିବା ଏକ ବୋଲେରୋ (ଓଡି୦୨ସିଜେ୨୦୫୨) ଭାରସାମ୍ୟ ହରାଇ ରାଇବାହାଳ ବ୍ରିଜ୍ ଉପରୁ…
ଅନୁଗୁଳ: ସ୍ଥାନୀୟ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ୨୯ତମ ରାଜ୍ୟସ୍ତରୀୟ ୟୁଷୁ ଚାମ୍ପିୟନସିପ୍ ରବିବାର ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଳଲହଡା…