ଏପ୍ରିଲ ୨୮ରୁ ଅନୁଗୁଳରେ ଅନୁଷ୍ଠିତ ହେବ ଜାତୀୟ ଟାଇବକ୍ସ ପ୍ରତିଯୋଗିତା, ୩୦ ଯାଏଁ ଚାଲିବ

ଅନୁଗୁଳ: ନାଲକୋ ସାରେଗାମା ଭବନ ଠାରେ ଜାତୀୟସ୍ତରୀୟ ଟାଇ ବକ୍ସ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଛି। ରାଜ୍ୟ ଉପସଭାପତି ଦୁଷ୍ମନ୍ତ କୁମାର ନାଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଆସନ୍ତା ଏପ୍ରିଲ ୨୮ ତାରିଖରୁ ୩୦ ତାରିଖ…

Continue Readingଏପ୍ରିଲ ୨୮ରୁ ଅନୁଗୁଳରେ ଅନୁଷ୍ଠିତ ହେବ ଜାତୀୟ ଟାଇବକ୍ସ ପ୍ରତିଯୋଗିତା, ୩୦ ଯାଏଁ ଚାଲିବ

ଚେତନାଶ୍ରୀ ସାହିତ୍ୟ ସଂସଦର ବାର୍ଷିକୋତ୍ସବ, ସମ୍ମାନିତ ହେଲେ ବିଶିଷ୍ଟ କବି-କବୟିତ୍ରୀ

ଅନୁଗୁଳ: ସ୍ଥାନୀୟ ଅମଲାପଡାସ୍ଥିତ ଶିଶୁବିହାର ବିଦ୍ୟାଳୟ ପରିସରରେ ଭକ୍ତି ରସାତ୍ମକ ସାହିତ୍ୟ ପତ୍ରିକା ଚେତନାଶ୍ରୀର ତୃତୀୟ ବାର୍ଷିକ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ- ଢେଙ୍କାନାଳ ଓ ଅନ୍ୟାନ୍ୟ ଅଞ୍ଚଳର ଶତାଧିକ କବି ସାହିତ୍ୟିକ ଓ ସାହିତ୍ୟିକା ଯୋଗ…

Continue Readingଚେତନାଶ୍ରୀ ସାହିତ୍ୟ ସଂସଦର ବାର୍ଷିକୋତ୍ସବ, ସମ୍ମାନିତ ହେଲେ ବିଶିଷ୍ଟ କବି-କବୟିତ୍ରୀ

ସଟ ସର୍କିଟ ଯୋଗୁ ଜଳିଗଲା ପିକଅପ୍ ଭ୍ୟାନ୍, ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତିଗଲେ ଡ୍ରାଇଭର

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭର୍ ବ୍ରିଜ ଉପରେ ଆଜି ସନ୍ଧ୍ୟାରେ ଏକ ପିକଅପ୍ ଭ୍ୟାନ ଜଳି ଯାଇଛି। ଏହି ଦୁର୍ଘଟଣାରୁ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଟାଟା ଷ୍ଟିଲ…

Continue Readingସଟ ସର୍କିଟ ଯୋଗୁ ଜଳିଗଲା ପିକଅପ୍ ଭ୍ୟାନ୍, ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତିଗଲେ ଡ୍ରାଇଭର

ତାଳଚେରରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର: ପାନୀୟ ଜଳ, ଡ୍ରେନ ସମସ୍ୟା ଆଦି ନେଇ ଦାବି ପତ୍ର ଦେଲେ ପଞ୍ଚାୟତବାସୀ

ତାଳଚେର : ତାଳଚେର ପଞ୍ଚାୟତ ସମିତି ସଭା ଘରେ ଆଜି ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଗୁରୁଜାଙ୍ଗୁଲି ଓ ଜଗନ୍ନାଥପୁର ପଞ୍ଚାୟତବାସୀଙ୍କ ତରଫରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ଏ…

Continue Readingତାଳଚେରରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର: ପାନୀୟ ଜଳ, ଡ୍ରେନ ସମସ୍ୟା ଆଦି ନେଇ ଦାବି ପତ୍ର ଦେଲେ ପଞ୍ଚାୟତବାସୀ

ମାଟ୍ରିକ ପରୀକ୍ଷା ପରିଚାଳନାରେ ତ୍ରୁଟିକୁ ବିଜେପିର ତୀବ୍ର ବିରୋଧ, ଦାହ କଲା ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା

ଅନୁଗୁଳ: ମାଟ୍ରିକ ପରୀକ୍ଷା ପରିଚାଳନାରେ ତ୍ରୁଟି, ପ୍ରଶ୍ନପତ୍ର ଲିକ ଓ ବିକ୍ରି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ ବୋଲି କହି ଅନୁଗୁଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।…

Continue Readingମାଟ୍ରିକ ପରୀକ୍ଷା ପରିଚାଳନାରେ ତ୍ରୁଟିକୁ ବିଜେପିର ତୀବ୍ର ବିରୋଧ, ଦାହ କଲା ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା

ରାଷ୍ଟ୍ରୀୟ ନବ ବର୍ଷ ପାଳନ ସମିତି ତରଫରୁ ପଖାଳ ଦିବସ ପାଳିତ, ମଜା ନେଲେ ଆବାଳ-ବୃଦ୍ଧ-ବନିତା

ଅନୁଗୁଳ: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳକୁ ଲୋକାଦୃତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଆଜି ଅପରାହ୍ନରେ ଅନୁଗୁଳ ରାଷ୍ଟ୍ରୀୟ ନବ ବର୍ଷ ପାଳନ ସମିତି ତରଫରୁ ବେଦଭବନ ଠାରେ ପଖାଳ ଦିବସ ପାଳିତ…

Continue Readingରାଷ୍ଟ୍ରୀୟ ନବ ବର୍ଷ ପାଳନ ସମିତି ତରଫରୁ ପଖାଳ ଦିବସ ପାଳିତ, ମଜା ନେଲେ ଆବାଳ-ବୃଦ୍ଧ-ବନିତା

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଯୁବକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଜେପି ନେତା

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ତୁବେ ପଞ୍ଚାୟତ କୁଲେଇ ଗାଁର ୩ ଯୁବକଙ୍କ ପରିବାର ଲୋକଙ୍କୁ ରବିବାର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ଭେଟି ସମବେଦନା ଜଣାଇଛନ୍ତି। ଏ ଅବସରରେ ସେମାନଙ୍କୁ…

Continue Readingସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଯୁବକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଜେପି ନେତା

ରାଷ୍ଟ୍ରୀୟ ନବ ବର୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ, ଦୀପ ଜାଳିବା ସହ ସଚେତନତା ରାଲିରେ ସାମିଲ ହେବାକୁ ଅପିଲ

ଅନୁଗୁଳ: ରାଷ୍ଟ୍ରୀୟ ନବ ବର୍ଷ ପାଳନ ସମିତି ଆନୁକୂଲ୍ୟରେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ ସଙ୍ଗଠନର ସହଯୋଗରେ ଏକ ମଟର ସାଇକେଲ ସଚେତନତା ରାଲି ସହର ପରିକ୍ରମା କରିଛି। ଏ ଅବସରରେ ଡାକ ବାଜି ଯନ୍ତ୍ର ସହାୟତାରେ ରାଷ୍ଟ୍ରୀୟ ନବ ବର୍ଷ…

Continue Readingରାଷ୍ଟ୍ରୀୟ ନବ ବର୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ, ଦୀପ ଜାଳିବା ସହ ସଚେତନତା ରାଲିରେ ସାମିଲ ହେବାକୁ ଅପିଲ

ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସରିଲା ମା’ ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ, ଏପ୍ରିଲ ୪ରୁ ଆରମ୍ଭ ହେବ ଯାତ୍ରା

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ଲୋକ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଅନୁଷ୍ଠିତ ହୋଇଛି। ତାଳଚେର ଉପଜିଲ୍ଲାପାଳ ତଥା ହିଙ୍ଗୁଳା ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ବରଂଜନ ରଥଙ୍କ…

Continue Readingଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସରିଲା ମା’ ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ, ଏପ୍ରିଲ ୪ରୁ ଆରମ୍ଭ ହେବ ଯାତ୍ରା

ଡ଼କାଏତି ଯୋଜନା ପଣ୍ଡ, ଦେଶୀ ପିସ୍ତଲସହ ୪ ଗିରଫ

ଅନୁଗୁଳ: ଅନୁଗୁଳ ସଧର ଥାନା ଅଞ୍ଚଳରେ ଡ଼କାଏତି ଯୋଜନା କରୁଥିବା ବେଳେ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଦେଶୀ ପିସ୍ତଲସହ ୪ ଜଣଙ୍କୁ ଗିରଫ କରିଛି। ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ପାଟ୍ରୋଲିଂ କରୁଥିବା ସଦର ଥାନା ପୋଲିସର ଏକ ଦଳ…

Continue Readingଡ଼କାଏତି ଯୋଜନା ପଣ୍ଡ, ଦେଶୀ ପିସ୍ତଲସହ ୪ ଗିରଫ