ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ଝାମ୍ପିନେଲେ ବାଇକ ଲୁଟେରା, ୩୫ ହଜାର ହରାଇ ଥାନାରେ ମହିଳା

ନାଲକୋ ନଗର: ନାଲକୋ ଥାନା ଅଧୀନ ଏସବିଆଇ ସିପିପି ବ୍ୟାଙ୍କ୍ ଶାଖାରୁ ପଇସା ଉଠାଇ ଆସୁଥିବା ମହିଳାଙ୍କଠୁ ଟଙ୍କା ବ୍ୟାଗ ଝାମ୍ପି ନେଲେ ଦୁର୍ବୃତ୍ତ। ସୂଚନା ମୁତାବକ, ଜଣେ ମହିଳା ବ୍ୟାଙ୍କରୁ ୩୫ ହଜାର ଟଙ୍କା ଉଠାଇ ଘରକୁ ଆସୁଥିବା ବେଳେ…

Continue Readingବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ଝାମ୍ପିନେଲେ ବାଇକ ଲୁଟେରା, ୩୫ ହଜାର ହରାଇ ଥାନାରେ ମହିଳା

ଅନୁଗୁଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ହେଲେ ସିଦ୍ଧାର୍ଥ ରାଉତରାୟ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଜେପି ଯୁବ ମୋର୍ଚ୍ଚାର ସଭାପତି ଭାବେ ବିଜେପି ଯୁବନେତା ସିଦ୍ଧାର୍ଥ ରାଉତରାୟଙ୍କ ନାମ ଘୋଷଣା କରାଯାଇଛି। କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ମନମୋହନ…

Continue Readingଅନୁଗୁଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ହେଲେ ସିଦ୍ଧାର୍ଥ ରାଉତରାୟ

ନବ ନିଯୁକ୍ତ ଟାମଡ଼ା ଅଧ୍ୟକ୍ଷ ମୀନକେତନ ଅମାନ୍ତଙ୍କୁ ନେପୁ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ନାଲକୋ ନଗର: ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲ୍ଟର ପ୍ଲାଣ୍ଟର ଅଗ୍ରଣୀ ଏଚ.ଏମ.ଏସ ସହବନ୍ଧିତ 'ନାଲକୋ ପ୍ରୋଗ୍ରେସିଭ ଏମ୍ପ୍ଲୋଇଜ ୟୁନିୟନ' (ନେପୁ) ପକ୍ଷରୁ ନବ ନିଯୁକ୍ତ ଟାମଡ଼ା ଅଧ୍ୟକ୍ଷ ମୀନକେତନ ଅମାନ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ…

Continue Readingନବ ନିଯୁକ୍ତ ଟାମଡ଼ା ଅଧ୍ୟକ୍ଷ ମୀନକେତନ ଅମାନ୍ତଙ୍କୁ ନେପୁ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ରେଙ୍ଗାଳି ଡିଗ୍ରୀ ମହାବିଦ୍ୟାଳୟରେ ସାଂସ୍କୃତିକ ସମନ୍ୱିତ କାର୍ଯ୍ୟକ୍ରମ ଆୟୋଜିତ

ରେଙ୍ଗାଳି: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ପବିତ୍ର ମୋହନ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ଓ କ୍ରୀଡା ଯୁବ ବ୍ୟାପାର ବିଭାଗ ସହାୟତାରେ ଦୁଇ ଦିନ ଧରି ସାଂସ୍କୃତିକ ସମନ୍ବିତକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ…

Continue Readingରେଙ୍ଗାଳି ଡିଗ୍ରୀ ମହାବିଦ୍ୟାଳୟରେ ସାଂସ୍କୃତିକ ସମନ୍ୱିତ କାର୍ଯ୍ୟକ୍ରମ ଆୟୋଜିତ

ବିଶ୍ଵ ମତ୍ସ୍ୟ ଦିବସ ପାଳିତ: ମତ୍ସ୍ୟ ଚାଷର ଉପକାରିତା ସମ୍ପର୍କରେ ବୁଝାଇ ଅଧ୍ୟକ୍ଷା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ଠାରେ ବିଶ୍ଵ ମତ୍ସ୍ୟ ଦିବସ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମତ୍ସ୍ୟ ଚାଷର ଉପକାରିତା ସମ୍ପର୍କରେ ବୁଝାଇ ଥିଲେ। ଅନ୍ୟମାନଙ୍କ…

Continue Readingବିଶ୍ଵ ମତ୍ସ୍ୟ ଦିବସ ପାଳିତ: ମତ୍ସ୍ୟ ଚାଷର ଉପକାରିତା ସମ୍ପର୍କରେ ବୁଝାଇ ଅଧ୍ୟକ୍ଷା

ପାରିବାରିକ କଳହ ହେଲା କାଳ: ବଡ଼ ଭାଇକୁ ତଣ୍ଟି ଚିପି ହତ୍ୟା କଲା ସାନ ଭାଇ

ତାଳଚେର: ତାଳଚେର ବ୍ଲକ ଟେନ୍ତୁଲେଇ ଗ୍ରାମରେ ଆଜି ଅପରାହ୍ନରେ ପାରିବାରିକ କଳହ ଯୋଗୁ ବଡ଼ ଭାଇକୁ ତଣ୍ଟି ଚିପି ସାନଭାଇ ହତ୍ୟା କରିଥିବା ନେଇ ବିକ୍ରମପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ବଡ଼ ଭାଇ ଅନିଲ ଭୋଇ (୩୮) ଓ…

Continue Readingପାରିବାରିକ କଳହ ହେଲା କାଳ: ବଡ଼ ଭାଇକୁ ତଣ୍ଟି ଚିପି ହତ୍ୟା କଲା ସାନ ଭାଇ

ଆଠମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗକୁ ବଡ଼ ସଫଳତା: ବିପୁଳ ଗଞ୍ଜେଇ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗକୁ ବଡ଼ ସଫଳତା। ସ୍ଥାନୀୟ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଇଣ୍ଡା ଓ…

Continue Readingଆଠମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗକୁ ବଡ଼ ସଫଳତା: ବିପୁଳ ଗଞ୍ଜେଇ ଜବତ, ୨ ଗିରଫ

ନେତାଜୀ ସୁବାଷ ବୋଷଙ୍କୁ ଅସମ୍ମାନ: ପ୍ରତିମୂର୍ତ୍ତି କାନ୍ଧରେ ହାତ ପକାଇ ଚଷମା ଭାଙ୍ଗି ନିଜେ ପିନ୍ଧି ରିଲସ କଲେ ଯୁବକ

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନେତାଜୀ ସୁବାଷ ବୋଷଙ୍କୁ ଅସମ୍ମାନ। ନେତାଜୀଙ୍କ ପ୍ରତିମୂର୍ତ୍ତିର କାନ୍ଧ ହାତ ପକେଇ, ତାଙ୍କ ଚଷମା ଆଣି ନିଜେ ପିନ୍ଧି ଭିଡିଓ କରିଛନ୍ତି କଲେଜ ଛାତ୍ର। ଏହି ଭିଡିଓ ଏବେ ଇନଷ୍ଟାଗ୍ରାମରେ ରିଲ ଆକାରରେ ଭାଇରାଲ ହେବାରେ…

Continue Readingନେତାଜୀ ସୁବାଷ ବୋଷଙ୍କୁ ଅସମ୍ମାନ: ପ୍ରତିମୂର୍ତ୍ତି କାନ୍ଧରେ ହାତ ପକାଇ ଚଷମା ଭାଙ୍ଗି ନିଜେ ପିନ୍ଧି ରିଲସ କଲେ ଯୁବକ

ଫେବୃଆରୀ ୧୪ରୁ +୨ ପରୀକ୍ଷା, ଆଜିଠୁ ଫର୍ମ ପୂରଣ ଆରମ୍ଭ

ଭୁବନେଶ୍ୱର: +୨ ପରୀକ୍ଷା ଫେବ୍ରୁଆରୀ ୧୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଣୁ ଆଜିଠୁ ଆରମ୍ଭ ହୋଇଛି +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ରେଗୁଲାର୍‌‌ ପିଲାଙ୍କ ଫର୍ମପୂରଣ। ଏହା ଆସନ୍ତା ୨୯…

Continue Readingଫେବୃଆରୀ ୧୪ରୁ +୨ ପରୀକ୍ଷା, ଆଜିଠୁ ଫର୍ମ ପୂରଣ ଆରମ୍ଭ

ଓ.ପି. ଜିନ୍ଦଲ ସ୍କୁଲରେ ଚାଲିଥିବା ପୁସ୍ତକ ମେଳା ଉଦଯାପିତ: ନିଜ ମନ ପସନ୍ଦର ବହି କିଣିଲେ ପାଠକ

ଅନୁଗୁଳ: ଅନୁଗୁଳ ସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ ପରିସରରେ ଚାଲିଥିବା ୯ମ ପୁସ୍ତକ ମେଳା ରବିବାର ଶେଷ ହୋଇଛି। ଏହା ନଭେମ୍ବର ୧୭ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପୁସ୍ତକ ମେଳାକୁ ଅନୁଗୁଳ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ…

Continue Readingଓ.ପି. ଜିନ୍ଦଲ ସ୍କୁଲରେ ଚାଲିଥିବା ପୁସ୍ତକ ମେଳା ଉଦଯାପିତ: ନିଜ ମନ ପସନ୍ଦର ବହି କିଣିଲେ ପାଠକ