ଅନୁଗୁଳରେ ଖୋଲିଲା ଅତ୍ୟାଧୁନିକ ଲଣ୍ଡରି ଓ ଡ୍ରାଏ କ୍ଲିନ୍ ଟମ୍ବଲ ଡ୍ରାଏ
ଅନୁଗୁଳ : ଅନୁଗୁଳରେ ଖୋଲିଲା ଅତ୍ୟାଧୁନିକ ଲଣ୍ଡରି ଓ ଡ୍ରାଏ କ୍ଲିନ୍ ଟମ୍ବଲ ଡ୍ରାଏ। ସାରା ଦେଶରେ ଟମ୍ବଲ୍ ଡ୍ରାଏର ୪୦୦ରୁ ଅଧିକ ଆଉଟ୍ଲେଟ୍ ରହିଥିବା ବେଳେ ଶିଳ୍ପନଗରୀ ଅନୁଗୁଳରେ ପ୍ରଥମ ଥର ପାଇଁ ଗାନ୍ଧିମାର୍ଗ ସ୍ଥିତ ପ୍ରଫୁଲ୍ଲ ମିଶ୍ର କମ୍ପ୍ଲେକ୍ସ…





