ତାଇକୋଣ୍ଡୋ ସଂଘ ପକ୍ଷରୁ ରକ୍ତଦାନ ଶିବିର: ୨୦ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ତାଇକୋଣ୍ଡୋ ସଂଘର ସଂପାଦକ ଓ ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ନାଥଙ୍କ ତତ୍ତ୍ୱାବଧାନରେ ଏକ ରକ୍ତଦାନ ଶିବିର ସ୍ଥାନୀୟ ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହୋଇଛି। ଶିବିରକୁ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ସଂଯୋଜକ ତଥା ପୂର୍ବତନ ନଗରପାଳ ଶକ୍ତି…

Continue Readingତାଇକୋଣ୍ଡୋ ସଂଘ ପକ୍ଷରୁ ରକ୍ତଦାନ ଶିବିର: ୨୦ ୟୁନିଟ ରକ୍ତ ସଂଗୃହୀତ

ରଜରେ ଆୟୋଜିତ ହେବ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା, କୃତି ପ୍ରତିଯୋଗୀଙ୍କୁ କରାଯିବ ପୁରସ୍କୃତ

ତାଳଚେର: ରଜ ସଂକ୍ରାନ୍ତି ପାଳନ ଅବସରରେ ସାଂସ୍କୃତିକ ଅନୁଷ୍ଠାନ ‘ମା’ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ’ ପକ୍ଷରୁ ୧୧ ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହେବ। ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ଚଳିତ ମାସ ୧୫ ତାରିଖ…

Continue Readingରଜରେ ଆୟୋଜିତ ହେବ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା, କୃତି ପ୍ରତିଯୋଗୀଙ୍କୁ କରାଯିବ ପୁରସ୍କୃତ

ରଜ ମଉଜକୁ ଦ୍ଵିଗୁଣ କରିବାକୁ ମଉକା ଆଣିଛି ଏସଏନ୍‌କେ ରୟାଲ, ଦୁଇଟି ଡ୍ରେସ କିଣିଲେ ଗୋଟିଏ ସମ୍ପୂର୍ଣ୍ଣ ମାଗଣା

ଅନୁଗୁଳ: ଆଉ ମାତ୍ର ଦିନ ଦୁଇଟା ପରେ ରଜ। ବର୍ଷକୁ ଥରେ ପଡ଼ୁଥିବା ଝିଅମାନଙ୍କର ଏହି ବଡ଼ ପର୍ବ ପାଇଁ ଏବେ ଠୁ ପ୍ରସ୍ତୁତି ଜୋର ଧରିଲାଣି। ଏବେ ଠାରୁ ହିଁ ଝିଅ, ଯୁବତୀ, ମହିଳାମାନେ ଲୁଗାପଟା କିଣିବାକୁ ବଜାରରେ ଭିଡ଼…

Continue Readingରଜ ମଉଜକୁ ଦ୍ଵିଗୁଣ କରିବାକୁ ମଉକା ଆଣିଛି ଏସଏନ୍‌କେ ରୟାଲ, ଦୁଇଟି ଡ୍ରେସ କିଣିଲେ ଗୋଟିଏ ସମ୍ପୂର୍ଣ୍ଣ ମାଗଣା

୧୦ ପରିବାରର ଘର ଭାଙ୍ଗି ଦେଲା କାଳବୈଶାଖୀ, ସରକାରୀ ସହାୟତା ପାଇଁ ନେହୁରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲ୍ ଅନ୍ତର୍ଗତ ନୂଆହତା ପଞ୍ଚାୟତ ବାଲିସାହିର ହରିଜନ ବସ୍ତିରେ ତାଣ୍ଡବ ରଚିଛି କାଳ ବୈଶାଖୀ। ପ୍ରବଳ ବର୍ଷା ପବନରେ ୧୦ ପରିବାରର ଘର ଭାଙ୍ଗି ଚୁରମାର ହୋଇଯାଇଛି। ସୂଚନା ମୁତାବକ, ଶନିବାର ଅପରାହ୍ନରେ ବଅଁରପାଳ ଅଞ୍ଚଳରେ…

Continue Reading୧୦ ପରିବାରର ଘର ଭାଙ୍ଗି ଦେଲା କାଳବୈଶାଖୀ, ସରକାରୀ ସହାୟତା ପାଇଁ ନେହୁରା

ଅନୁଗୁଳ ସଦର ଥାନାର ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ କଲେ ୱେବ ମିଡିଆ ମହାସଂଘର ସଦସ୍ୟ

ଅନୁଗୁଳ: ଅନୁଗୁଳ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଧୀରେନ କୁମାର ବେହେରାଙ୍କୁ ଅନୁଗୁଳ ଜିଲ୍ଲା ୱେବ ମିଡିଆ ମହାସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଂଘର ସଭାପତି ଶଶାଙ୍କ ଶେଖର ସାମଲଙ୍କ ଆହ୍ୱାନକ୍ରମେ ସଭ୍ୟମାନେ ମିଳିତ ହୋଇ ପୁଷ୍ପଗୁଚ୍ଛ ଦେଇ…

Continue Readingଅନୁଗୁଳ ସଦର ଥାନାର ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ କଲେ ୱେବ ମିଡିଆ ମହାସଂଘର ସଦସ୍ୟ

ରାତି ଅଧିଆ ବାଇକ ଚୋରି, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଟାଉନସିପ ଅଞ୍ଚଳରେ ଗତ କାଲି ଏକ ବାଇକକୁ ଚୋରମାନେ ଚୋରି କରି ନେଇଯାଇଛନ୍ତି। ଏହି ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି। ସୂଚନାଯୋଗ୍ୟ ଯେ, ଗତକାଲି ରାତି ୮ ଟାରେ ନାଲକୋ ଟାଉନସିପ ଅଞ୍ଚଳର…

Continue Readingରାତି ଅଧିଆ ବାଇକ ଚୋରି, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

୨୯ ତମ ରାଜ୍ୟସ୍ତରୀୟ ୟୁଷୁ ଚାମ୍ପିୟନସିପ୍: କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଡିଆଇଜି

ଅନୁଗୁଳ: ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୨୯ ତମ ରାଜ୍ୟସ୍ତରୀୟ ୟୁଷୁ ଚାମ୍ପିୟନସିପ୍ ୨୦୨୩। ଏହି ଚାମ୍ପିୟନସିପ୍ ରବିବାର ପର୍ଯ୍ୟନ୍ତ ଚାଲିବ। ଶୁକ୍ରବାର ଓ ଶନିବାର ହୋଇଥିବା ସାଣ୍ଡା ପ୍ରତିଯୋଗିତାରେ ୧୨ ବର୍ଷରୁ କମ…

Continue Reading୨୯ ତମ ରାଜ୍ୟସ୍ତରୀୟ ୟୁଷୁ ଚାମ୍ପିୟନସିପ୍: କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଡିଆଇଜି

ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୫୬ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ମା' ବ୍ରହ୍ମାୟଣୀ ୟୁଥ କ୍ଲବ ଓ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ପଞ୍ଚାୟତର ବିଶ୍ୱନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।…

Continue Readingସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୫୬ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ସଂଗ୍ରାମ ମିଶ୍ରଙ୍କୁ ନୂଆ ଦାୟିତ୍ୱ

ଅନୁଗୁଳ: ଆସୁଛି ୨୦୨୪ ନିର୍ବାଚନ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଅଲ ଇଣ୍ଡିଆ କଂଗ୍ରେସ କମିଟି ରାଜ୍ୟରେ ୧୦ ଜିଲ୍ଲାର ନୂତନ ଭାବେ ସଭାପତିଙ୍କୁ ଚୟନ କରାଯାଇଛି। ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି…

Continue Readingଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ସଂଗ୍ରାମ ମିଶ୍ରଙ୍କୁ ନୂଆ ଦାୟିତ୍ୱ

ପ୍ରତିଶ୍ରୁତି ପୂରଣ କଲେନି ସରକାର, ଓଡିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ ପକ୍ଷରୁ ଜିଲ୍ଲାକାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ ତରଫରୁ ଆଜି ବିଭିନ୍ନ ଦାବି ନେଇ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଭାରତବର୍ଷରେ ଭାରତ ସରକାରଙ୍କ ଦ୍ବାରା…

Continue Readingପ୍ରତିଶ୍ରୁତି ପୂରଣ କଲେନି ସରକାର, ଓଡିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ ପକ୍ଷରୁ ଜିଲ୍ଲାକାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ