ସଚେତନତା ପୋଷ୍ଟର ଚିରିଲେ ଦୁର୍ବୃତ୍ତ, ଇଣ୍ଟରନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡର ପକ୍ଷରୁ ଥାନାରେ ଅଭିଯୋଗ

ଅନୁଗୁଳ: ଅନୁଗୁଳ ସହରର ଥାନା ଛକରେ ଇଣ୍ଟରନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡର ପକ୍ଷରୁ ଲଗାଯାଇଥିବା ପୋଷ୍ଟରକୁ କେହି ଚିରି ଦେଇଥିବା ନେଇ ସଂସ୍ଥା ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଇଣ୍ଟରନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡର ପକ୍ଷରୁ ଅଭିଯୋଗ ହୋଇଛି ଯେ ଦୁର୍ଗା…

Continue Readingସଚେତନତା ପୋଷ୍ଟର ଚିରିଲେ ଦୁର୍ବୃତ୍ତ, ଇଣ୍ଟରନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡର ପକ୍ଷରୁ ଥାନାରେ ଅଭିଯୋଗ

ଲକ୍ଷ୍ମୀ ପୂଜା ବୁଲିବା ବେଳେ ପର୍ସରୁ ୧୦ ହଜାର ଲୁଟ, ଥାନାରେ ମହିଳା

ଅନୁଗୁଳ: ମହାଲକ୍ଷ୍ମୀଙ୍କ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କଠାରୁ ଲୁଟ। ଅନୁଗୁଳ ସହରରେ ଚାଲିଥିବା ଲକ୍ଷ୍ମୀ ପୂଜା ଦେଖିବା ପାଇଁ ଆସିଥିବା ଜଣେ ମହିଳାଙ୍କ ଠାରୁ ୧୦ ହଜାର ଟଙ୍କା ନେଇଗଲେ ଦୁର୍ବୃତ୍ତ। ଆଜି ମୋଟଙ୍ଗା ଥାନା ଖଡ଼ଗପ୍ରସାଦ ଗ୍ରାମର କୁନି ସାମଲ…

Continue Readingଲକ୍ଷ୍ମୀ ପୂଜା ବୁଲିବା ବେଳେ ପର୍ସରୁ ୧୦ ହଜାର ଲୁଟ, ଥାନାରେ ମହିଳା

ପାଣିରେ ଭାସୁଛି ହାତ ଗୋଡ଼ ବନ୍ଧା ଅଜଣା ମୃତଦେହ, ହତ୍ୟା ସନ୍ଦେହ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ମତେଳିଆ ନାଳରେ ଥିବା ପ୍ରୋଜେକ୍ଟ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ହାତଗୋଡ଼ ବନ୍ଧା ହୋଇଛି। ସ୍ଥାନୀୟ ଲୋକଙ୍କ…

Continue Readingପାଣିରେ ଭାସୁଛି ହାତ ଗୋଡ଼ ବନ୍ଧା ଅଜଣା ମୃତଦେହ, ହତ୍ୟା ସନ୍ଦେହ

ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୀଠ ତାଳଚେର ଶାଖାର କାର୍ଯ୍ୟକାରିଣୀ ବୈଠକ: ଭାରତକୁ ହିନ୍ଦୁରାଷ୍ଟ୍ର କରିବା ପାଇଁ ଶଙ୍କରାଚାର୍ଯ୍ୟଙ୍କ ବାଣୀ ଉପରେ ଗୁରୁତ୍ୱ

ତାଳଚେର: ପୁରୀ ଗୋବର୍ଦ୍ଧନ ପୀଠ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୀଠ ପରିଷଦ, ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ ତାଳଚେର ଶାଖାର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ହାଣ୍ଡିଧୂଆଁ ସାହେବ ବଙ୍ଗଳା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ସଂଗଠନ ସଚିବ ବରୁଣ କୁମାର…

Continue Readingଜଗତଗୁରୁ ଶଙ୍କରାଚାର୍ଯ୍ୟ ପୀଠ ତାଳଚେର ଶାଖାର କାର୍ଯ୍ୟକାରିଣୀ ବୈଠକ: ଭାରତକୁ ହିନ୍ଦୁରାଷ୍ଟ୍ର କରିବା ପାଇଁ ଶଙ୍କରାଚାର୍ଯ୍ୟଙ୍କ ବାଣୀ ଉପରେ ଗୁରୁତ୍ୱ

ଘରଠୁ ୧୦୦ ମିଟର ଦୂରରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଘରିଆ ଗାଁରେ ତିନି ଦିନ ହେଲା ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତ ଦେହ ଆଜି ଠାବ ହୋଇଛି। ମୃତକ ହେଲେ ରତନ ନାଏକ (୩୦)। ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ତାଙ୍କ ମୃତ ଦେହ…

Continue Readingଘରଠୁ ୧୦୦ ମିଟର ଦୂରରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଅନୁଗୁଳରେ ଚାଞ୍ଚଲ୍ୟ! ବିନାୟକ ଯୁକ୍ତ ଦୁଇ କଲେଜ ହଷ୍ଟେଲରେ ଛାତ୍ରୀଙ୍କ ତଣ୍ଟି କାଟିଲା ସହପାଠୀ

ଅନୁଗୁଳ: ଛାତ୍ରୀଙ୍କ ତଣ୍ଟି କାଟିଦେଲା ସହପାଠୀ। ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ଛେଳିଆପଡ଼ାରେ ଥିବା ବିନାୟକ ଯୁକ୍ତ ଦୁଇ ଘରୋଇ କଲେଜ ହଷ୍ଟେଲରେ ଜଣେ ଛାତ୍ର ତାଙ୍କ ଶ୍ରେଣୀର ଛାତ୍ରୀଙ୍କ ତଣ୍ଟି କାଟିଦେଇଛନ୍ତି। ଏହି ଘଟଣା ସ୍ଥାନୀୟଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।…

Continue Readingଅନୁଗୁଳରେ ଚାଞ୍ଚଲ୍ୟ! ବିନାୟକ ଯୁକ୍ତ ଦୁଇ କଲେଜ ହଷ୍ଟେଲରେ ଛାତ୍ରୀଙ୍କ ତଣ୍ଟି କାଟିଲା ସହପାଠୀ

ଦାଉ ସାଧିଲା କାଳବୈଶାଖୀ! ଭାଙ୍ଗି ଗଲି ପଡ଼ିଲା ଲକ୍ଷ୍ମୀ ପୂଜା ତୋରଣ

ତାଳଚେର : କାଳ ବୈଶାଖୀ ପ୍ରଭାବରେ ତାଳଚେର ବ୍ଲକ କଳମଛୁଇଁ ଗ୍ରାମରେ ଚାଲିଥିବା ଗଜଲକ୍ଷ୍ମୀ ପୂଜାରେ ବଡ଼ ଅଘଟଣ ଘଟିଛି। ପ୍ରବଳ ବର୍ଷା ପବନ ଯୋଗୁ ଏଠାରେ ଲକ୍ଷ୍ମୀ ପୂଜା ତୋରଣ ଭାଙ୍ଗି ପଡ଼ିଛି। ଆଜି ଅପରାହ୍ନ ଦୁଇଟା ବେଳେ ହଠାତ୍…

Continue Readingଦାଉ ସାଧିଲା କାଳବୈଶାଖୀ! ଭାଙ୍ଗି ଗଲି ପଡ଼ିଲା ଲକ୍ଷ୍ମୀ ପୂଜା ତୋରଣ

ଫାଇଭ ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ବସୁଧାର ଉପଦେଷ୍ଟା

ଭୁବନେଶ୍ୱର: ଫାଇଭ ଟି ଏବଂ ନବୀନ ଓଡ଼ିଶାର ନବ ନିଯୁକ୍ତ ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଭେଟି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ (ବସୁଧା)ର ଉପଦେଷ୍ଟା ଦିନେଶ ପ୍ରଧାନ ଓ…

Continue Readingଫାଇଭ ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ବସୁଧାର ଉପଦେଷ୍ଟା

ସର୍ଟ ସର୍କିଟରୁ ଘରୋଇ ବ୍ଯାଙ୍କରେ ଅଗ୍ନିକାଣ୍ଡ: ଜଳିଗଲା କମ୍ପ୍ୟୁଟର ସମେତ ଜରୁରୀ କାଗଜପତ୍ର

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ବଜାରରେ ଥିବା ଆକ୍ସିସ ବ୍ୟାଙ୍କରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି। ସୂଚନା ଅନୁସାରେ, ଗୁରୁବାର ରାତି…

Continue Readingସର୍ଟ ସର୍କିଟରୁ ଘରୋଇ ବ୍ଯାଙ୍କରେ ଅଗ୍ନିକାଣ୍ଡ: ଜଳିଗଲା କମ୍ପ୍ୟୁଟର ସମେତ ଜରୁରୀ କାଗଜପତ୍ର

ବନପାଳଙ୍କୁ ସରପଞ୍ଚଙ୍କ ମରଣାନ୍ତକ ଆକ୍ରମଣ, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ୍ ନୂଆଖେତା ସେକ୍ସନରେ କାର୍ଯ୍ୟ କରୁଥିବା ଜଣେ ବନପାଳଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ନୂଆଖେତା ସେକ୍ସନର ପ୍ରଦୀପ କୁମାର ପ୍ରଧାନ ଗତକାଲି ରାତି ସାଢେ ୧୨ ଟା…

Continue Readingବନପାଳଙ୍କୁ ସରପଞ୍ଚଙ୍କ ମରଣାନ୍ତକ ଆକ୍ରମଣ, କାରଣ ଅସ୍ପଷ୍ଟ