ତାଳଚେର ବ୍ଲକରେ ନୂତନ ମିଶନ ଶକ୍ତି ଗୃହ ଉଦଘାଟିତ, ଯୋଗଦେଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

ଅନୁଗୁଳ: ଆଜି ତାଳଚେର ବ୍ଲକରେ ନୂତନ ମିଶନ ଶକ୍ତି ଗୃହର ଉଦଘାଟନ ହୋଇଛି। ଏ ଅବସରରେ ଆୟୋଜିତ ମହିଳା ସମାବେଶରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ…

Continue Readingତାଳଚେର ବ୍ଲକରେ ନୂତନ ମିଶନ ଶକ୍ତି ଗୃହ ଉଦଘାଟିତ, ଯୋଗଦେଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

ତାଳଚେର ଟ୍ରକ ମାଲିକ ସଂଘର ଶପଥ ଗ୍ରହଣ ଉତ୍ସବ, ଶପଥ ନେଲେ ୮ କର୍ମକର୍ତ୍ତା

ତାଳଚେର: ତାଳଚେର ଟ୍ରକ ମାଲିକ ସଂଘର ଶପଥ ଗ୍ରହଣ ଉତ୍ସବ ଆଜି ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଗତ ମେ' ୨୦ ତାରିଖରେ ଟ୍ରକ ମାଲିକ ସଂଘର ନିର୍ବାଚନ ହୋଇ ୨୧ ତାରିଖରେ ଫଳାଫଳ ଘୋଷଣା…

Continue Readingତାଳଚେର ଟ୍ରକ ମାଲିକ ସଂଘର ଶପଥ ଗ୍ରହଣ ଉତ୍ସବ, ଶପଥ ନେଲେ ୮ କର୍ମକର୍ତ୍ତା

ଆରଡି କଲୋନୀ ଡ୍ରେନରୁ ଅଜଣା ବ୍ୟକ୍ତିଙ୍କର ମୃତ ଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଥାନା ଅନ୍ତର୍ଗତ ଆରଡି କଲୋନୀ ଡ୍ରେନ୍ରୁ ଅଜଣା ବ୍ୟକ୍ତିଙ୍କର ମୃତ ଦେହ ଉଦ୍ଧାର ହୋଇଛି। ସୂଚନା ମୁତାବକ, ଆଜି ସକାଳେ ଆରଡି କଲୋନୀର ଏକ ଡ୍ରେନରେ ଜଣେ ବ୍ୟକ୍ତି ମୁହଁ ମାଡି ପଡିଥିବା କଲୋନୀ ବାସୀ ଦେଖିଥିଲେ।…

Continue Readingଆରଡି କଲୋନୀ ଡ୍ରେନରୁ ଅଜଣା ବ୍ୟକ୍ତିଙ୍କର ମୃତ ଦେହ ଉଦ୍ଧାର

କ୍ଷୁଦ୍ର ଦାନାଶସ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ: ମାଣ୍ଡିଆ ଚାଷ କରିବାକୁ ପରାମର୍ଶ

ବଅଁରପାଳ: ତାଳଚେରର ସାମାଜିକ ସଂଗଠନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଜାମୁନାଳି ପଞ୍ଚାୟତ ଜାମୁନାଳି କୋଠଘର ଠାରେ ଚାଷୀଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ କ୍ଷୁଦ୍ରଦାନା ଶସ୍ୟ (ମାଣ୍ଡିଆ) ସମ୍ପର୍କିତ…

Continue Readingକ୍ଷୁଦ୍ର ଦାନାଶସ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ: ମାଣ୍ଡିଆ ଚାଷ କରିବାକୁ ପରାମର୍ଶ

‘ଡାହାଣୀ ଆଖ୍ୟାକୁ ନା’: ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ତଦନ୍ତ ଶାଖା ପକ୍ଷରୁ କର୍ମଶାଳା

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ମହିଳାଙ୍କ ଉପରେ ହେଉଥିବା ତଦନ୍ତ ଶାଖା (LUCAW) ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ…

Continue Reading‘ଡାହାଣୀ ଆଖ୍ୟାକୁ ନା’: ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ତଦନ୍ତ ଶାଖା ପକ୍ଷରୁ କର୍ମଶାଳା

ଅନୁଗୁଳରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ସଫଳତା: ବିଜ୍ଞାନରେ ୮୬.୩୩% ଓ ବାଣିଜ୍ୟରେ ୭୩.୯୧ ପ୍ରତିଶତ ପାସ୍ ହାର

ଅନୁଗୁଳ: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଏଥିରେ ଅନୁଗୁଳ ଜିଲ୍ଲାରେ ବିଜ୍ଞାନରେ ୮୬.୩୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିଲା ବେଳେ ବାଣିଜ୍ୟରେ ପାସହାର ରହିଛି ୭୩.୯୧ ପ୍ରତିଶତ। ଅନୁଗୁଳ ଜିଲ୍ଲାରେ ଯୁକ୍ତ ଦୁଇ…

Continue Readingଅନୁଗୁଳରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ସଫଳତା: ବିଜ୍ଞାନରେ ୮୬.୩୩% ଓ ବାଣିଜ୍ୟରେ ୭୩.୯୧ ପ୍ରତିଶତ ପାସ୍ ହାର

ଅନୁଗୁଳରେ ଗଡ଼ିଲା ୪ ଇ-ରିକ୍ସା, ମିଶନ ଶକ୍ତି କରିବ ପରିଚାଳନା

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକା ପକ୍ଷରୁ ୪ ଟି ବ୍ୟାଟେରୀଚାଳିତ ରିକ୍ସାକୁ ବିଧାନସଭା ଉପ-ବାଚସ୍ପତି ତଥା ବିଧାୟକ ରଜନୀକାନ୍ତ ସିଂହ ଉଦଘାଟନ କରିଛନ୍ତି। ଏହି ଇ-ରିକ୍ସା ମିଶନ ଶକ୍ତି ଦ୍ୱାରା ପରିଚାଳିତ ହେବ। ଏଥିରେ ଲୋକେ ସୁଲଭ ମୂଲ୍ୟରେ ଯାତାୟାତ କରି…

Continue Readingଅନୁଗୁଳରେ ଗଡ଼ିଲା ୪ ଇ-ରିକ୍ସା, ମିଶନ ଶକ୍ତି କରିବ ପରିଚାଳନା

ଶୋଇଥିବା ବେଳେ କାମୁଡ଼ିଲା ସାପ, ନାବାଳିକା ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଫିଲ୍ମ ହଲ୍ ଛକ ନିକଟସ୍ଥ ଗାଢ଼ ହାଟିଂରେ ସର୍ପାଘାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାନୀ ହେମ୍ବ୍ରମ୍ବ(୧୩)। ସୂଚନା ଅନୁସାରେ, ମାନୀ ଘରେ ଶୋଇଥିବା ବେଳେ ଏକ…

Continue Readingଶୋଇଥିବା ବେଳେ କାମୁଡ଼ିଲା ସାପ, ନାବାଳିକା ମୃତ

ଗାଧୋଇବା ବେଳେ କେନାଲରେ ବୁଡ଼ି ଦୁଇ ନାବାଳକ ମୃତ

ଅନୁଗୁଳ: ତାଳଚେର ଗୁରୁଜାଙ୍ଗସ୍ଥିତ ସମଲ୍ ବ୍ୟାରେଜ ଦକ୍ଷିଣ ଶାଖା କେନାଲରେ ଗାଧୋଇବା ବେଳେ ବୁଡ଼ି ଯାଇ ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ଓମ୍ ପାଣି ଏବଂ ସାନୁ ପାଣି। ଉଭୟେ ଗାଧୋଇବା ବେଳେ ପାଣିରେ ବୁଡି ପ୍ରାଣ…

Continue Readingଗାଧୋଇବା ବେଳେ କେନାଲରେ ବୁଡ଼ି ଦୁଇ ନାବାଳକ ମୃତ

ମଦ ବୋଝେଇ ଅଟୋ ଜବତ, ୨ ଗିରଫ

ଅନୁଗୁଳ : ଅନୁଗୁଳ ସଦର ପୁଲିସ ସୋମବାର ବିଳମ୍ବିତ ରାତିରେ ଏକ ବିଦେଶୀ ମଦ ବୋଝେଇ ଅଟୋ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଯେ,ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ସଦର ପୁଲିସ ପଞ୍ଚମହଲା ବେହେରା ଭୁଇଁସାହିର…

Continue Readingମଦ ବୋଝେଇ ଅଟୋ ଜବତ, ୨ ଗିରଫ