ଜିଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକ ଓ ଜିଲା ପ୍ରଶାସନ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଶନିବାର ସକାଳେ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁତ୍ୱ ପୂର୍ଣ୍ଣମ୍ୟାଚରେ ସାମ୍ବାଦିକ, ପ୍ରଶାସନ ଓ ସାଧାରଣ ଜନତା ଭରପୁର ମଜାଉଠାଇଥିଲେ। ୧୫ ଓଭରର ଏହି ମ୍ୟାଚରେ…

Continue Readingଜିଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ

ବଲଣ୍ଡା ଠାରୁ ଟିଟିପିଏସ କନଭେୟର ମଧ୍ୟରେ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ତାଳଚେର: ସ୍ଥାନୀୟ ବଲଣ୍ଡା ଠାରୁ ଟିଟିପିଏସ କନଭେୟର ରାସ୍ତା ମଧ୍ୟରେ ଓଭର ବ୍ରିଜ ନିର୍ମାଣ ପାଇଁ ଶୁକ୍ରବାର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ତାଳଚେର ଉପଖଣ୍ଡରୁ ହିଙ୍ଗୁଳା ମନ୍ଦିର ଯିବା ନିମନ୍ତେ ବଲଣ୍ଡା ଠାରୁ ଟିଟିପିଏସ କନଭେୟର…

Continue Readingବଲଣ୍ଡା ଠାରୁ ଟିଟିପିଏସ କନଭେୟର ମଧ୍ୟରେ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଶିକ୍ଷକପଡ଼ା ସାଇ ମନ୍ଦିର ନିକଟ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଶିକ୍ଷକପଡା ସାଇ ମନ୍ଦିର ନିକଟସ୍ଥ ଏକ ଘରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାଁ ଶୁଭେନ୍ଦୁ ବେହେରା (୨୨) ବୋଲି ଜଣାଯାଇଛି। ସୂଚନା ମୁତାବକ, ସଦର ଥାନା ରନ୍ତଲେଇ ଗ୍ରାମର ବିଷ୍ଣୁ…

Continue Readingଶିକ୍ଷକପଡ଼ା ସାଇ ମନ୍ଦିର ନିକଟ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଘଟଣା, ଜେଲ ଗଲେ ୨ ବିଜେଡି ନେତା

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ କନିଷ୍ଠ ଯନ୍ତ୍ରୀ ସନ୍ଦୀପ ବେହେରାଙ୍କୁ କାର୍ଯ୍ୟାଳୟରେ ଗାଳି ଓ ମାଡ଼ ଘଟଣାରେ ପୋଲିସ ଅଭିଯୁକ୍ତ ୨ ବିଜେଡି ନେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ପଠାଇ ଦିଆଯାଇଛି। ସୂଚନା…

Continue Readingବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଘଟଣା, ଜେଲ ଗଲେ ୨ ବିଜେଡି ନେତା

୧୦ ବର୍ଷ ପରେ ବଡଯୋରଡ଼ା ରାସ୍ତାରୁ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ, ଖୁସି ବ୍ୟକ୍ତ କଲେ ଗାଁ ଲୋକ

ତାଳଚେର: ସ୍ଥାନୀୟ ତାଳଚେର ବ୍ଲକ ବଡ଼ଯୋରଡା ଗାଁରେ ଆଜି ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଛି। ଗାଁ ରାସ୍ତାକୁ କିଛି ମୁଷ୍ଟିମେୟ ଲୋକ ଜବରଦଖଲ କରି ସ୍ଥାୟୀ ଗୃହ ସହ ପାଚେରୀ ନିର୍ମାଣ କରୁଥିବା ନେଇ ଅଭିଯୋଗ ହେବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ…

Continue Reading୧୦ ବର୍ଷ ପରେ ବଡଯୋରଡ଼ା ରାସ୍ତାରୁ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ, ଖୁସି ବ୍ୟକ୍ତ କଲେ ଗାଁ ଲୋକ

ହନ୍ତସନ୍ତ କରୁଛି ରେଳ ଫାଟକ, ବନ୍ତୋଲ ପଞ୍ଚାୟତ ପକ୍ଷରୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ସମାଧାନ ପାଇଁ ଦାବିପତ୍ର ପ୍ରଦାନ

ତାଳଚେର: ତାଳଚେର ବ୍ଲକ ବନ୍ତୋଲ ପଞ୍ଚାୟତର ଏକ ପ୍ରତିନିଧି ମଣ୍ଡଳୀ ଗୁରୁବାର ଭୁବନେଶ୍ୱର ରେଳକୁଞ୍ଜସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ରୂପନାରାୟଣ ସୁନକାରଙ୍କୁ ଭେଟି ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ତଥା ରେଳବାଇ ଜନିତ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ…

Continue Readingହନ୍ତସନ୍ତ କରୁଛି ରେଳ ଫାଟକ, ବନ୍ତୋଲ ପଞ୍ଚାୟତ ପକ୍ଷରୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ସମାଧାନ ପାଇଁ ଦାବିପତ୍ର ପ୍ରଦାନ

ବର୍ଷେ ପରେ ଧରାପଡ଼ିଲା ହତ୍ୟାକାରୀ, ରାତି ଅଧିଆ ମାଡ଼ି ବସିଲା ପୋଲିସ

ଅନୁଗୁଳ: ଅନୁଗୁଳ ସଦର ଥାନା ପୋଲିସ ଦୀର୍ଘ ବର୍ଷେ ପରେ ଏକ ବୀଭତ୍ସ ହତ୍ଯାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଆସାମୀକୁ ମଙ୍ଗଳବାର ବିଳମ୍ବିତ ରାତିରେ ଗିରଫ କରିଛି। ସୂଚନା ମୁତାବକ, ୨୦୨୧ ମସିହା ସେପ୍ଟେମ୍ବର ମାସରେ ଡେରେଜାଙ୍ଗ ଡ୍ୟାମ୍ ନିକଟରେ ରନ୍ତଲେଇର ଜଗନ…

Continue Readingବର୍ଷେ ପରେ ଧରାପଡ଼ିଲା ହତ୍ୟାକାରୀ, ରାତି ଅଧିଆ ମାଡ଼ି ବସିଲା ପୋଲିସ

ଶାସକ ଦଳର ଜୁଲମ୍ ! କନିଷ୍ଠ ଯନ୍ତ୍ରୀଙ୍କୁ ବିଜୁ ଛାତ୍ର ଜନତା ସଭାପତି ଦୁର୍ବ୍ୟବହାର କରିବା ସହ ମାରପିଟ୍ କରିଥିବା ଅଭିଯୋଗ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଗତ ମଙ୍ଗଳବାର ବିଜୁ ଛାତ୍ରଜନତା ସଭାପତି ହିମାଂଶୁ ଶେଖର ପ୍ରଧାନ (ସିପୁ) ଓ ଉପେନ୍ଦ୍ର ବେହେରା ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡମାରିବା ଘଟଣାକୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ…

Continue Readingଶାସକ ଦଳର ଜୁଲମ୍ ! କନିଷ୍ଠ ଯନ୍ତ୍ରୀଙ୍କୁ ବିଜୁ ଛାତ୍ର ଜନତା ସଭାପତି ଦୁର୍ବ୍ୟବହାର କରିବା ସହ ମାରପିଟ୍ କରିଥିବା ଅଭିଯୋଗ

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୮୪ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ, ଓଡିଶା ମୋ ପରିବାର, ଜୀବନ ବିନ୍ଦୁ, ରନ୍ତଲେଇ ଯୁବକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ପଲିଟେକନିକ କଲେଜରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥିଭାବେ…

Continue Readingସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୮୪ ୟୁନିଟ୍ ରକ୍ତ ସଂଗୃହୀତ

ଗୋଚର ଜାଗାରେ ରାସ୍ତା ନିର୍ମାଣକୁ ବିରୋଧ କରି ବୃକ୍ଷରୋପଣ କଲେ ସରପଞ୍ଚ ଓ ଗାଁ ଲୋକ

ଅନୁଗୁଳ: ସ୍ଥାନୀୟ ଅଙ୍ଗାରବନ୍ଧ ଗାଁରେ ଥିବା ଗୋଚର ଜାଗାରେ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଏବଂ ସରପଞ୍ଚ ତୀବ୍ର ବିରୋଧ କରିଛନ୍ତି। ସୂଚନା ମୁତାବକ, ଅଙ୍ଗାରବନ୍ଧରେ ଥିବା ଗୋଚର ଜାଗାରେ କିଛି ଅସାମାଜିକ ବ୍ୟକ୍ତି ରାସ୍ତା ନିର୍ମାଣ କରୁଥିବା ଦେଖି ଗାଁ…

Continue Readingଗୋଚର ଜାଗାରେ ରାସ୍ତା ନିର୍ମାଣକୁ ବିରୋଧ କରି ବୃକ୍ଷରୋପଣ କଲେ ସରପଞ୍ଚ ଓ ଗାଁ ଲୋକ