ପ୍ରେମ ପତାରଣା ଜେଲ, ପୁଣି ପ୍ରେମ ପରେ ହତ୍ୟା
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗଡ଼ ସାହିରେ ଜଣେ ଯବତୀଙ୍କୁ ପ୍ରେମ ଜାଲରେ ଫସାଇ ଗର୍ଭବତୀକରି ପ୍ରତାରଣା କରିବା ଅଭିଯୋଗରେ ଜେଲ ଯାଇଥିଲେ। ୧୦ ବର୍ଷ ସଜା କାଟିବା ପରେ ଅନ୍ୟତ୍ର ବିବାହକରିଥିଲେ। ଲମ୍ପଟ ପ୍ରେମିକ ପ୍ରତାରିତା…



