ଗଣେଶ ପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର, ସଂଗ୍ରହ ହୋଇଛି ୫୭ ୟୁନିଟ ରକ୍ତ
ଅନୁଗୁଳ: ଅନୁଗୁଳ ବ୍ଲକ ନୂଆଁ ସାହି ରଇଜଳା କ୍ଲବ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଗଣେଶ ପୂଜା କମିଟି ପକ୍ଷରୁ ନୂଆଁ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୫୭ ୟୁନିଟ ରକ୍ତ…





