ଖରାରେ ଡ୍ୟୁଟି ବେଳେ ଏସ୍ ଆଇ ଅଚେତ, ହସ୍ପିଟାଲରେ ଭର୍ତ୍ତି
ଅନୁଗୁଳ: ଆଜି ଅନୁଗୁଳ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଏସ୍ଆଇ ସୁଶାନ୍ତ କୁମାର ନାଥ ଖରାରେ ଡ୍ୟୁଟି କରୁଥିବା ବେଳେ ଅଚେତ ହୋଇଯାଇଛନ୍ତି। ସେଠାରେ ଉପସ୍ଥିତ ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବସାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜରୁରୀକାଳୀନ ସେବା…



