ବଜ୍ରପାତରେ ଗୁରୁତର ବ୍ୟକ୍ତିଙ୍କୁ ହସ୍ପିଟାଲ ଆଣିବାକୁ ମିଳିଲାନି ଆମ୍ବୁଲାନ୍ସ, ଛଟପଟ ହୋଇ ଗଲା ଜୀବନ; ବ୍ୟବଚ୍ଛେଦ ପାଇଁ ମୋଟର ସାଇକେଲରେ ବୁହା ହେଲା ମୃତ ଦେହ
ଅନୁଗୁଳ: ସ୍ଥାନୀୟ ବଲାସିଂହା ଗାଁରେ ମଙ୍ଗଳବାର ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗାଁର ଦୁଆରି ଗୁରୁ (୬୦)। ସୂଚନା ମୁତାବକ, ଦୁଆରି ଗାଈ ଚରାଇବାକୁ ଯାଇଥିବା ବେଳେ ଅପରାହ୍ନ ୩ ଟା ବେଳେ ବଜ୍ରପାତ ହୋଇଥିଲା। ଫଳରେ…





