୩୮୩ ଭୋଟରେ ଜିତି କର୍ଣ୍ଣପାଳ ସରପଞ୍ଚ ହେଲେ ବିଜେପି ପ୍ରାର୍ଥୀ ହୃଷିକେଶ ସାମଲ, ଛୁଟୁଛି ଶୁଭେଚ୍ଛାର ସୁଅ
ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର କର୍ଣ୍ଣପାଳ ପଞ୍ଚାୟତର ସରପଞ୍ଚ ଭାବେ ବିଜେପି ସମର୍ଥିତ ପ୍ରାର୍ଥୀ ହୃଷିକେଶ ସାମଲ ବିଜୟୀ ହୋଇଛନ୍ତି। ହୃଷିକେଶ ୧୫୫୨ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଜେଡି ଓ କଂଗ୍ରେସ ମିଳିତ…



