ଆଜିଠୁ ଆରମ୍ଭ ହେଉଛି ହକି ମହାକୁମ୍ଭ, କଳିଙ୍ଗ ଷ୍ଟାଡିଅମରେ ମୁହାଁମୁହିଁ ହେବେ ୪ ଦଳ
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ହକି ମହାକୁମ୍ଭ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିଅମରେ ଓଡ଼ିଶା ହକି ପୁରୁଷ ବିଶ୍ଵକପ୍ ଆରମ୍ଭ ହେବ। ଆଜି କଳିଙ୍ଗ ଷ୍ଟାଡିଅମରେ ମୁହାଁମୁହିଁ ହେବେ ୪ ଟି ଶକ୍ତିଶାଳୀ ହକି ଦଳ।…



