ଆଜିଠୁ ଆରମ୍ଭ ହେଲା ଗୋ-ଗୀତା ସତସଙ୍ଗ୍ କାର୍ଯ୍ୟକ୍ରମ, ଗୋ-ସୁରକ୍ଷା ପାଇଁ ଆହ୍ୱାନ କଲେ ବାବା ଦୀନବନ୍ଧୁ ଦାସ ଜୀ ମହାରାଜା

ଅନୁଗୁଳ : ସ୍ଥାନୀୟ ମଦନମୋହନପଡ଼ା ସ୍ଥିତ ଟାଉନ୍ ହଲ ଠାରେ ଶ୍ରୀଗୋପାଳ ଗୋଶାଳା ଓ ମାତୃଶକ୍ତି ଗୋସେବା ସମିତି ପକ୍ଷରୁ ଗୋ-ଗୀତା ସତସଙ୍ଗ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପ୍ରବଚକ ବାବା ଦୀନବନ୍ଧୁ ଦାସ ଜୀ ମହାରାଜାଙ୍କ ଦ୍ଵାରା ଏହି ପ୍ରବଚନ ୩…

Continue Readingଆଜିଠୁ ଆରମ୍ଭ ହେଲା ଗୋ-ଗୀତା ସତସଙ୍ଗ୍ କାର୍ଯ୍ୟକ୍ରମ, ଗୋ-ସୁରକ୍ଷା ପାଇଁ ଆହ୍ୱାନ କଲେ ବାବା ଦୀନବନ୍ଧୁ ଦାସ ଜୀ ମହାରାଜା

ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରୀ ବୈଠକ

ଆଠମଲ୍ଲିକ: ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରୀ ବୈଠକ ବୁଧବାର ଆଠମଲ୍ଲିକର ପ୍ରସିଦ୍ଧ ଶୈବପୀଠ ଦେଉଳଝରୀରେ ଅନୁଷ୍ଠିତ ହୋଇଛି। ବୈଠକରେ ସଭାପତି ପ୍ରଫେସର ଟଉଲୁ ସାହୁ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ମହାପାତ୍ର, ଉପଦେଷ୍ଟା ବାଳଗୋବିନ୍ଦ ମିଶ୍ର,…

Continue Readingପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରୀ ବୈଠକ

ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ପାଇଁ ଉପଜିଲ୍ଲାପାଳଙ୍କ ବୈଠକ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ବଇତୁରା ଦିପଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ…

Continue Readingସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ପାଇଁ ଉପଜିଲ୍ଲାପାଳଙ୍କ ବୈଠକ

ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସ୍କୁଲରେ ଅଫ୍‌ସାଇଟ୍ ଆପାତକାଳୀନ ମକଡ୍ରିଲ

ଅନୁଗୁଳ: ଆଜି ପୂର୍ବାହ୍ନରେ ପରଙ୍ଗର ସେଣ୍ଟେନାରୀ ଟ୍ରାଇବାଲ ଉଚ୍ଚ ବିଦ୍ୟାଳୟରେ ରାସାୟନିକ ଦୁର୍ଘଟଣା ଓ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ମକଡ୍ରିଲ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା କୌଣସି ଗ୍ୟାସ ଦୁର୍ଘଟଣା ହେଲେ…

Continue Readingବିପର୍ଯ୍ୟୟ ମୁକାବିଲା ନିମନ୍ତେ ସ୍କୁଲରେ ଅଫ୍‌ସାଇଟ୍ ଆପାତକାଳୀନ ମକଡ୍ରିଲ

ପଦ୍ମପୁରରେ ବିଜେଡିର ବିପୁଳ ପରେ ଅନୁଗୁଳରେ ବିଜୟ ଉତ୍ସବ, ବାଇକ୍ ଶୋଭାଯାତ୍ରା କଲେ ଶତାଧିକ ଯୁବ କର୍ମୀ

ଅନୁଗୁଳ: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀନୀ ବର୍ଷା ସିଂହ ବରିହା ବିପୁଳ ସଂଖ୍ୟକ ଭୋଟ ପାଇ ବିଜୟୀ ହୋଇଛନ୍ତି। ପଦ୍ମପୁରବାସୀ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିଥିବାରୁ ଅନୁଗୁଳ ପୌରପାଳିକା ଠାରେ ଅରୁଣାଭ ସିଂହଙ୍କ…

Continue Readingପଦ୍ମପୁରରେ ବିଜେଡିର ବିପୁଳ ପରେ ଅନୁଗୁଳରେ ବିଜୟ ଉତ୍ସବ, ବାଇକ୍ ଶୋଭାଯାତ୍ରା କଲେ ଶତାଧିକ ଯୁବ କର୍ମୀ

ସ୍ଵାଧୀନତା ଆନ୍ଦୋଳନରେ ବୀର ସୁରେନ୍ଦ୍ର ସାଏଙ୍କ ଭୂମିକାକୁ ନେଇ ଆଲୋଚନା ଚକ୍ର

ଆଠମଲ୍ଲିକ: ଓଡ଼ିଶାରେ ସ୍ଵାଧୀନତା ଆନ୍ଦୋଳନରେ ବୀର ସୁରେନ୍ଦ୍ର ସାଏଙ୍କ ଭୂମିକାକୁ ନେଇ ଆଠମଲ୍ଲିକ ମହାବିଦ୍ୟାଳୟରେ ବୁଧବାର ଇତିହାସ ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଭାଗୀୟ ମୁଖ୍ୟ ଆଦିତ୍ଯ କୁମାର ସାହୁ…

Continue Readingସ୍ଵାଧୀନତା ଆନ୍ଦୋଳନରେ ବୀର ସୁରେନ୍ଦ୍ର ସାଏଙ୍କ ଭୂମିକାକୁ ନେଇ ଆଲୋଚନା ଚକ୍ର

ପରକୀୟା ପ୍ରୀତିରୁ ସ୍ୱାମୀଙ୍କୁ ହତ୍ୟା ମାମଲା, ଅଭିଯୁକ୍ତ ସ୍ତ୍ରୀ ଓ ପ୍ରେମିକକୁ ଆଜୀବନ ଜେଲ୍

ଆଠମଲ୍ଲିକ: ଆଠମଲ୍ଲିକ ଥାନାର ଏକ ହତ୍ୟା ମାମଲାର ଶୁଣାଣି କରି ବୁଧବାର ଅତିରିକ୍ତ ଜିଲ୍ଲା ଦୌରାଜଜ ସ୍ୱାମୀହନ୍ତା ସ୍ତ୍ରୀ ଓ ତା ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମାନା କରିଥିବା ଜଣାଯାଇଛି। ଅର୍ଥଦଣ୍ଡ ଅନାଦେୟ ଅଧିକ ୨…

Continue Readingପରକୀୟା ପ୍ରୀତିରୁ ସ୍ୱାମୀଙ୍କୁ ହତ୍ୟା ମାମଲା, ଅଭିଯୁକ୍ତ ସ୍ତ୍ରୀ ଓ ପ୍ରେମିକକୁ ଆଜୀବନ ଜେଲ୍

ସ୍ଥାୟୀ ନିଯୁକ୍ତି ଦାବି: ଯାନ୍ତ୍ରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ଅନୁଗୁଳ: ସ୍ଥାୟୀ ନିଯୁକ୍ତି ଦାବିରେ ଯାନ୍ତ୍ରିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଗଠନର ଦାବି ମୁତାବକ, ଗତ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଭିନ୍ନ ଭିନ୍ନ ବିଭାଗର କାର୍ଯ୍ୟ କରୁଥିବା ୫୭ ହଜାର ଠିକା କର୍ମଚାରୀଙ୍କୁ…

Continue Readingସ୍ଥାୟୀ ନିଯୁକ୍ତି ଦାବି: ଯାନ୍ତ୍ରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାର ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ନିଶା ଶିଳ୍ପାଞ୍ଚଳ ଥାନା ଗୋଳାବନ୍ଧ ଗାଁର ସିଦ୍ଧାନ୍ତ…

Continue Readingବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ, ଜଣେ ଗିରଫ

ପନିପରିବା ଚାଷ ତାଲିମ୍ ଶିବିର ଆୟୋଜିତ, ଯୋଗ ଦେଲେ ୧୫୦ ଚାଷୀ

ଆଠମଲ୍ଲିକ: ସ୍ଥାନୀୟ ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳର ବାସୁଦେବପୁର ପଞ୍ଚାୟତରେ ପନିପରିବା ଚାଷ ତାଲିମ୍ ଶିବିର ଅନୁଷ୍ଠିତ ହୋଇଛି। ଏହି ତାଲିମ ଶିବିରରେ ନିକଟସ୍ଥ ବନ ସୁରକ୍ଷା ସମିତିମାନଙ୍କ ମଧ୍ୟରୁ ଆଗ୍ରହୀ ଚାଷୀମାନେ ଯୋଗ ଦେଇଥିଲେ। ଶିବିରରେ ୯୦ ଜଣ ମହିଳା…

Continue Readingପନିପରିବା ଚାଷ ତାଲିମ୍ ଶିବିର ଆୟୋଜିତ, ଯୋଗ ଦେଲେ ୧୫୦ ଚାଷୀ