ଆଜିର ତାଳଚେର ବନ୍ଦକୁ ବିରୋଧ କରି ବିଜେଡି ଉପରେ ବର୍ଷିଲେ ବିଜେପି ନେତା

ତାଳଚେର : ବିଜେଡି ପକ୍ଷରୁ ଆଜି କରାଯାଇଥିବା ତାଳଚେର ବନ୍ଦକୁ ବିଜେପି ବିରୋଧ କରିଛି। ଏ ଅବସରରେ ସ୍ଥାନୀୟ ଏକ ହୋଟେଲରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛି। ଆଜିର ତାଳଚେର ବନ୍ଦକୁ ବିଜେଡି ତଥା ତାଳଚେର…

Continue Readingଆଜିର ତାଳଚେର ବନ୍ଦକୁ ବିରୋଧ କରି ବିଜେଡି ଉପରେ ବର୍ଷିଲେ ବିଜେପି ନେତା

କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ଅକ୍ଷମତା ଦିବସ ପାଳିତ, ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରିବା ଉପରେ ଗୁରୁତ୍ୱ

ଅନୁଗୁଳ: ସ୍ଥାନୀୟ ନାଲକୋ ନିକଟସ୍ଥ କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମକେନ୍ଦ୍ର ଠାରେ ଆଜି ସକାଳେ ଅକ୍ଷମତା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଏସ୍ ଶୁଭଲକ୍ଷ୍ମୀ ଯୋଗ ଦେଇ ଅକ୍ଷମତା ଦିବସ ପାଳନର ଗୁରୁତ୍ୱ ଓ…

Continue Readingକେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ଅକ୍ଷମତା ଦିବସ ପାଳିତ, ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରିବା ଉପରେ ଗୁରୁତ୍ୱ

ଟ୍ରଲର-କଣ୍ଟେନର ମୁହାମୁହିଁ ଧକ୍କା

ଅନୁଗୁଳ: ଅନୁଗୁଳ ବଜାର ଦଶହରା ପଡ଼ିଆ ନିକଟରେ ଏକ ଟ୍ରଲର ଓ କଣ୍ଟେନର ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ସୌଭାଗ୍ୟବଶତଃ ଏଥିରେ କାହାର କ୍ଷୟକ୍ଷତି ହୋଇନାହିଁ। ସୂଚନା ମୁତାବକ, ଶୁକ୍ରବାର ଭୋର ୪ଟା ବେଳେ ଦଶହରା ପଡ଼ିଆ ନିକଟରେ ୫୫ନଂ ଜାତୀୟ…

Continue Readingଟ୍ରଲର-କଣ୍ଟେନର ମୁହାମୁହିଁ ଧକ୍କା

ଆଇପିଏଲରେ ଏଥର ଲାଗୁ ହେବ ନୂଆ ନିୟମ

ଅନୁଗୁଳ: ଆଇପିଏଲ ସିଜିନରେ ଏଥର ଏକ ନୂଆ ନିୟମ ଲାଗୁ ହେବାକୁଯାଉଛି। ଗୋଟିଏ ଟିମ ମ୍ୟାଚର ୧୪ ଓଭର ପୂର୍ବରୁ ନିଜର ୧୧ ଜଣ ଖେଳାଳିଙ୍କ ମଧ୍ୟରୁ ଜଣକୁ ବଦଳାଇ ଆଉ ଜଣେ ଖେଳାଳିଙ୍କୁ ଭର୍ତ୍ତି କରିପାରିବ । ଏହି ଖେଳାଳିଙ୍କୁ…

Continue Readingଆଇପିଏଲରେ ଏଥର ଲାଗୁ ହେବ ନୂଆ ନିୟମ

ଅନୁଗୁଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର, ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ଅନୁଗୁଳ: ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ ଶୁକ୍ରବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବିଭିନ୍ନ ବିଭାଗର କାର୍ଯ୍ୟ ନିରୀକ୍ଷଣ କରିଛନ୍ତି। ଏ ଅବସରରେ ସେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାଗୁଡିକ…

Continue Readingଅନୁଗୁଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର, ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ବାପାଙ୍କୁ ମରଣାନ୍ତକ ଆକ୍ରମଣକରି ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁରେ ବାପାଙ୍କୁ ମରଣାନ୍ତକ ଆକ୍ରମଣକରିବା ଅଭିଯୋଗରେ ପୁଅକୁ ଗିରଫ କରିଛି ପୋଲିସ। ସୂଚନା ଯେ, ଗାଁର ଦିଲ୍ଲିପ ସାହୁ ଗୁରୁବାର ରାତିରେ ତାଙ୍କ ସ୍ତ୍ରୀଙ୍କୁ ଗାଳିଗୁଲଜକରି ମାଡ଼ ମାରୁଥିଲେ। ଏହି ସମୟରେ ସେଠାରେ…

Continue Readingବାପାଙ୍କୁ ମରଣାନ୍ତକ ଆକ୍ରମଣକରି ପୁଅ ଗିରଫ

ହୁ ହୁ ହୋଇ ଜଳିଲା ଟାଟା ଷ୍ଟିଲ ସମ୍ମୁଖରେ ଠିଆ ହୋଇଥିବା ଟ୍ରକ୍

ଅନୁଗୁଳ: ଟାଟା ଷ୍ଟିଲ ସମ୍ମୁଖରେ ଆଜି ଏକ ଟ୍ରକରେ ନିଆଁ ଲାଗି ଯାଇଛି। କିନ୍ତୁ ସୌଭାଗ୍ୟବଶତଃ ଡ୍ରାଇଭର ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ଟାଟା ଷ୍ଟିଲ ଗେଟ୍ ସମ୍ମୁଖରେ ଏକ ଚଳନ୍ତା ଟ୍ରକରେ କୌଣସି କାରଣରୁ…

Continue Readingହୁ ହୁ ହୋଇ ଜଳିଲା ଟାଟା ଷ୍ଟିଲ ସମ୍ମୁଖରେ ଠିଆ ହୋଇଥିବା ଟ୍ରକ୍

ଡାକ୍ତରଙ୍କ ମୃତ୍ୟୁ ପରେ ଖଣି ବନ୍ଦ ଆନ୍ଦୋଳନ, ଥାନା ସମ୍ମୁଖରେ ଧାରଣା ଦେଲେ ତାଳଚେରବାସୀ

ତାଳଚେର : ବିଚାରଧୀନ କଏଦୀ ଭାବେ ଜେଲରେ ଥିବା ବାଘୁଆବୋଲର ବରିଷ୍ଠ ଶିଶୁ ଚିକିତ୍ସକ ଡା. ପ୍ୟାରୀମୋହନ ପ୍ରଧାନଙ୍କ ମୃତ୍ୟୁ ପରେ ଅଶାନ୍ତ ହୋଇପଡ଼ିଛି ତାଳଚେର। ଡାକ୍ତରଙ୍କ ମୃତ୍ୟୁକୁ ନେଇ ତାଳଚେରରେ ଉତ୍ତେଜନା ପ୍ରକାଶ ପାଇଛି। ଉପଯୁକ୍ତ ତଦନ୍ତ କରାନଯାଇ ଜଣେ…

Continue Readingଡାକ୍ତରଙ୍କ ମୃତ୍ୟୁ ପରେ ଖଣି ବନ୍ଦ ଆନ୍ଦୋଳନ, ଥାନା ସମ୍ମୁଖରେ ଧାରଣା ଦେଲେ ତାଳଚେରବାସୀ

୫ରୁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ, ପ୍ରତି ସୋମବାର ନିଜ ଆପତ୍ତି ଅଭିଯୋଗ ଉପସ୍ଥାପନ କରିପାରିବେ ଲୋକେ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମାନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ…

Continue Reading୫ରୁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ, ପ୍ରତି ସୋମବାର ନିଜ ଆପତ୍ତି ଅଭିଯୋଗ ଉପସ୍ଥାପନ କରିପାରିବେ ଲୋକେ

୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି ଅଙ୍ଗନବାଡ଼ି କର୍ମୀ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଲ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କର ଆସୋସିଏସନ ପକ୍ଷରୁ ଗଣଧାରଣା ଦିଆଯାଇଛି। ସୂଚନା ଅନୁଯାୟୀ, ୮ ଦଫା ଦାବି ନେଇ ୭ଟି ବ୍ଲକର ଅଙ୍ଗନବାଡି କର୍ମୀ ଓ ସହାୟକ ମାନେ ଆଜି ସ୍ଥାନୀୟ…

Continue Reading୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି ଅଙ୍ଗନବାଡ଼ି କର୍ମୀ