ବନ୍ଦା ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା, ଯୋଗ ଦେଲେ ଶତାଧିକ କର୍ମୀ

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ଗୁରୁବାର ବଅଁରପାଳ ବ୍ଲକ ବନ୍ଦା ପଞ୍ଚାୟତରେ ପହଞ୍ଚିଛି। ଜନ ସମ୍ପର୍କ ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ…

Continue Readingବନ୍ଦା ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା, ଯୋଗ ଦେଲେ ଶତାଧିକ କର୍ମୀ

କିଡନୀ ରୋଗରେ ଅମାସମାର ଜଣେ ମୃତ, କାଲି ସହାୟତା ଦେଇଥିଲେ ଉପଜିଲ୍ଲାପାଳ

ଆଠମଲ୍ଲିକ : ଉପଜିଲ୍ଲାପାଳ ତରଣୀ ସୁନା ବୁଧବାର ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା ଗାଁ ବୁଲି କିଡନୀ ରୋଗୀଙ୍କୁ ଭେଟିଥିଲେ। ଏ ଅବସରରେ ସେ ଗୁରୁତର ଧନେଶ୍ୱର ବେହେରା (୪୫)ଙ୍କ ଘରେ ପହଞ୍ଚି ତାଙ୍କୁ ରେଡକ୍ରସରୁ ୧୦ ହଜାର ଟଙ୍କାର…

Continue Readingକିଡନୀ ରୋଗରେ ଅମାସମାର ଜଣେ ମୃତ, କାଲି ସହାୟତା ଦେଇଥିଲେ ଉପଜିଲ୍ଲାପାଳ

ଗାଈ ଗୋଠ ଉପରେ ବଜ୍ରପାତ, ଘଟଣାସ୍ଥଳରେ ଛଟପଟ ହୋଇ ଚାଲିଗଲା ୧୩ ଗୋରୁଙ୍କ ଜୀବନ

ପାଳଲହଡ଼ା: ପାଳଲହଡ଼ା ବ୍ଲକ ବନ୍ଧାଭୂଇଁ ପଞ୍ଚାୟତ ପଟାମୁଣ୍ଡ ଗ୍ରାମ ଚାଉରିଆ ସାହି ଗୋରୁ ଗୋଠ ଉପରେ ଅପରାହ୍ନରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ୧୩ଟି ଗାଈଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଗୋରୁ ଚରାଳି ଗାଈଙ୍କୁ ଚରାଇ ସାରି ଏକ ଶାଳବଣି ଠାରେ…

Continue Readingଗାଈ ଗୋଠ ଉପରେ ବଜ୍ରପାତ, ଘଟଣାସ୍ଥଳରେ ଛଟପଟ ହୋଇ ଚାଲିଗଲା ୧୩ ଗୋରୁଙ୍କ ଜୀବନ

ସରକାରୀ ଟଙ୍କା ହଡ଼ପ କରିବାକୁ ନୂଆ ବାଟ: ମନରେଗା କାମକୁ ଶ୍ରମିକଙ୍କ ଦ୍ୱାରା ନ କରି ରାତାରାତି ମେସିନ ଲଗାଇ କରାଉଛନ୍ତି ଅଧିକାରୀ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ତାବଡା ଗ୍ରାମରେ ମନଇଚ୍ଛା ସରକାରୀ କାମ ହେଉଥିବା ନେଇ ଅଭିଯୋଗ ହୋଇଛି। ଏଠାରେ ଗତ କିଛିଦିନ ହେଲା ତାବଡା ଠାରୁ ଗାନ୍ଧୀନଗର ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଚାଲିଛି। ମନରେଗା ଯୋଜନାରେ ଏହି କାର୍ଯ୍ୟ କରାଯାଉଥିବା…

Continue Readingସରକାରୀ ଟଙ୍କା ହଡ଼ପ କରିବାକୁ ନୂଆ ବାଟ: ମନରେଗା କାମକୁ ଶ୍ରମିକଙ୍କ ଦ୍ୱାରା ନ କରି ରାତାରାତି ମେସିନ ଲଗାଇ କରାଉଛନ୍ତି ଅଧିକାରୀ

କିଡନୀ ରୋଗରେ ପୀଡ଼ିତ ଗାଁ ବୁଲିଲେ ଉପଜିଲ୍ଲାପାଳ, ଗୁରୁତରଙ୍କୁ ସହାୟତା ପ୍ରଦାନ କରିବା ସହ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା ଗ୍ରାମବାସୀ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ଖବର ପାଇ ଆଜି ଅପରାହ୍ନରେ ଉପଜିଲ୍ଲାପାଳ ତରଣୀ ସୁନା ଗାଁରେ ପହଞ୍ଚିଛନ୍ତି। ଉପଜିଲ୍ଲାପାଳ ଅମାସମା ଗାଁକୁ ମଟର ସାଇକେଲ ପଛରେ ବସି ଯାଇଥିଲେ। ସେଠାରେ…

Continue Readingକିଡନୀ ରୋଗରେ ପୀଡ଼ିତ ଗାଁ ବୁଲିଲେ ଉପଜିଲ୍ଲାପାଳ, ଗୁରୁତରଙ୍କୁ ସହାୟତା ପ୍ରଦାନ କରିବା ସହ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ସର୍ବଭାରତୀୟ ପାଳଲହଡ଼ା କପର ଦ୍ୱିତୀୟ ଦିନ, ସୋନପୁର ଏକାଦଶକୁ ୨-୧ ଗୋଲରେ ପରାସ୍ତ କଲା ବିଏଫଏକଲା

ପାଳଲହଡ଼ା: ଆଜି ପାଳଲହଡ଼ା ଫୁଟବଲ ଆସୋସିଏସନ ପକ୍ଷରୁ ସର୍ବଭାରତୀୟ ପାଳଲହଡ଼ା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସରେ ସୋନପୁର ଏକାଦଶ ଓ ବିଏଫଏକଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିଏଫଏକଲା ଦଳ ସୋନପୁର ଏକାଦଶକୁ ୨-୧ ଗୋଲରେ…

Continue Readingସର୍ବଭାରତୀୟ ପାଳଲହଡ଼ା କପର ଦ୍ୱିତୀୟ ଦିନ, ସୋନପୁର ଏକାଦଶକୁ ୨-୧ ଗୋଲରେ ପରାସ୍ତ କଲା ବିଏଫଏକଲା

ବଙ୍ଗୋପସାଗରରେ ଆସୁଛି ବାତ୍ୟା ! ୧୮ ରୁ ୨୫ ମଧ୍ୟରେ ଉପକୂଳ ଛୁଇଁବ

ଭୁବନେଶ୍ୱର : ବଙ୍ଗୋପସାଗରରେ ଆସୁଛି ଏକ ସୁପରସାଇକ୍ଲୋନ ବା ମହାବାତ୍ୟା। ଏ ନେଇ ଦ ଓ୍ୱେଦର ଫୋରକାଷ୍ଟ ମଡେଲ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ (ଜିଏଫଏସ) ସୂଚନା ଦେଇଛି। ଏହି ସମ୍ଭାବ୍ୟ ବାତ୍ୟା ବାଂଲାଦେଶର ସୁନ୍ଦରବନ ଉପକୂଳରୁ ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁପାରେ ବୋଲି…

Continue Readingବଙ୍ଗୋପସାଗରରେ ଆସୁଛି ବାତ୍ୟା ! ୧୮ ରୁ ୨୫ ମଧ୍ୟରେ ଉପକୂଳ ଛୁଇଁବ

ପାଳଲହଡ଼ା ବାଇପାସରେ ଦିନଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଡକାୟତି, ଲୁଟିନେଲେ ୭୫ ହଜାର ଟଙ୍କା

ପାଳଲହଡ଼ା: ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ପାଖାପାଖି ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ପୀଡ଼ିତ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଆଜି ସକାଳେ ଡିମିରିଆ ଜନସେବା କେନ୍ଦ୍ରର ମାଲିକ ହୃଦୟ ନାଥ ସାହୁଙ୍କ ଭାଇ…

Continue Readingପାଳଲହଡ଼ା ବାଇପାସରେ ଦିନଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଡକାୟତି, ଲୁଟିନେଲେ ୭୫ ହଜାର ଟଙ୍କା

ଉପଜିଲ୍ଲାପାଳଙ୍କ ବଦାନ୍ୟତା: ରାସ୍ତାରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ବୃଦ୍ଧାଙ୍କୁ ହସ୍ପିଟାଲ ନେଇ କରାଇଲେ ଚିକିତ୍ସା

ଆଠମଲ୍ଲିକ: ବଇଣ୍ଡା -ଆଠମଲ୍ଲିକ ୬୨ ନମ୍ବର ରାଜ୍ୟ ରାଜପଥ ଝରଝରି ଘାଟି ରାସ୍ତାରେ ମଙ୍ଗଳବାର ଜଣେ ବୃଦ୍ଧା ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖି ଉପଜିଲ୍ଲାପାଳ ସାହାଯ୍ୟ କରିଛନ୍ତି। ଉପଜିଲ୍ଲାପାଳ ତରଣୀ ସୁନା ସେହି ରାସ୍ତା ଦେଇ ସରକାରୀ କାର୍ଯ୍ୟରେ ଯାଉଥିବା ବେଳେ…

Continue Readingଉପଜିଲ୍ଲାପାଳଙ୍କ ବଦାନ୍ୟତା: ରାସ୍ତାରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ବୃଦ୍ଧାଙ୍କୁ ହସ୍ପିଟାଲ ନେଇ କରାଇଲେ ଚିକିତ୍ସା

ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୂଜାରେ ପଡ଼ିଥିବା ବିଭିନ୍ନ ଫୁଡ୍ ଷ୍ଟଲରେ ଚଢ଼ଉ, ୩ ଜଣଙ୍କୁ ଜରିମାନା

ଅନୁଗୁଳ: ଅନୁଗୁଳ ସହରରେ ଚାଲିଥିବା ମା' ଲକ୍ଷ୍ମୀଙ୍କ ପୂଜା ଅବସରରେ ବିଭିନ୍ନ ସ୍ଥାନରେ ଗୁପଚୁପ, ଚାଟ, ମଥୁରା କେକ୍ ଦୋକାନମାନ ଖୋଲାଯାଇଛି। ଆଜି ଏ ସବୁ ଦୋକାନରେ ଖାଦ୍ୟର ମାନ ଯାଞ୍ଚ କରିଛି ଖାଦ୍ୟ ନିରାପତ୍ତା ବିଭାଗ। ବିଭାଗ ପକ୍ଷରୁ ଦଶହରା…

Continue Readingଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୂଜାରେ ପଡ଼ିଥିବା ବିଭିନ୍ନ ଫୁଡ୍ ଷ୍ଟଲରେ ଚଢ଼ଉ, ୩ ଜଣଙ୍କୁ ଜରିମାନା