ଆବାସ ଯୋଜନା ଟଙ୍କା ପାଇଁ ତାଳଚେର ଯୁବ ସଂଗଠନ ପକ୍ଷରୁ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ତାଳଚେର: ତାଳଚେର ସହରାଞ୍ଚଳରେ ବସବାସ କରୁଥିବା ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ପୌର ପରିଷଦ ପକ୍ଷରୁ ଆଦେଶନାମା ମିଳିଥିବାରୁ ସେମାନେ ଘର ତିଆରି ବି ଆରମ୍ଭ କରିଛନ୍ତି। କିନ୍ତୁ ଏବେ ଯାଏଁ ଆବାସ ଯୋଜନାର ପ୍ରଥମ…

Continue Readingଆବାସ ଯୋଜନା ଟଙ୍କା ପାଇଁ ତାଳଚେର ଯୁବ ସଂଗଠନ ପକ୍ଷରୁ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ଜିଲ୍ଲାର ପ୍ରଦୂଷଣ ସ୍ଥିତିକୁ ଅନୁଧ୍ୟାନ କରିବାକୁ ଅନୁଗୁଳରେ ପହଞ୍ଚିଲେ ବିଧାନସଭାର ୪ ଜଣିଆ କମିଟି, କାରଖାନା ବୁଲି କଲେ ସ୍ଥିତି ଅନୁଧ୍ୟାନ

ଅନୁଗୁଳ: ଜିଲ୍ଲାର ପ୍ରଦୂଷଣ ସ୍ଥିତିକୁ ଅନୁଧ୍ୟାନ କରିବା ନିମନ୍ତେ ସୋମବାର ଓଡ଼ିଶା ବିଧାନସଭାର ୪ ଜଣିଆ କମିଟି ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ପରିଦର୍ଶନ କରିଛନ୍ତି। କମିଟିରେ ବିଧାୟକ ସାରଦା ପ୍ରସାଦ ନାୟକ, ମନୋହର ରନ୍ଧାରି ଓ ବିଧାୟିକା…

Continue Readingଜିଲ୍ଲାର ପ୍ରଦୂଷଣ ସ୍ଥିତିକୁ ଅନୁଧ୍ୟାନ କରିବାକୁ ଅନୁଗୁଳରେ ପହଞ୍ଚିଲେ ବିଧାନସଭାର ୪ ଜଣିଆ କମିଟି, କାରଖାନା ବୁଲି କଲେ ସ୍ଥିତି ଅନୁଧ୍ୟାନ

ଲକ୍ଷ୍ମୀ ହୋଣ୍ଡାର ବଜାର ପ୍ରବେଶ କଲା ହୋଣ୍ଡା ସାଇନ୍ ସେଲିବ୍ରେସନ ଏଡିସନ: ମାତ୍ର ୧୧୦୦ ଟଙ୍କା ଦେଇ ଆଜି ହିଁ ଘରକୁ ନେଇ ଆସନ୍ତୁ, ମାଗଣାରେ ମିଳିବ ହେଲମେଟ୍ ସହ ଆକର୍ଷଣୀୟ ଉପହାର

ଅନୁଗୁଳ: ଆଜି ଅନୁଗୁଳ ସ୍ଥିତ ଲକ୍ଷ୍ମୀ ହୋଣ୍ଡାରେ ହୋଣ୍ଡାର ବହୁ ପ୍ରତୀକ୍ଷିତ ହୋଣ୍ଡା ସାଇନ ସେଲିବ୍ରେସନ ଏଡିସନର ବଜାର ପ୍ରବେଶ ହୋଇଛି। ଗ୍ରାହକମାନଙ୍କ ହାତରେ ଏହି ବଜାର ପ୍ରବେଶ କରାଯାଇଥିଲା। କମ୍ପାନୀ ସୂଚନା ମୁତାବକ, ସାଇନ୍ ସେଲିବ୍ରେସନ ଏଡିସନ ଏକ ଅତି…

Continue Readingଲକ୍ଷ୍ମୀ ହୋଣ୍ଡାର ବଜାର ପ୍ରବେଶ କଲା ହୋଣ୍ଡା ସାଇନ୍ ସେଲିବ୍ରେସନ ଏଡିସନ: ମାତ୍ର ୧୧୦୦ ଟଙ୍କା ଦେଇ ଆଜି ହିଁ ଘରକୁ ନେଇ ଆସନ୍ତୁ, ମାଗଣାରେ ମିଳିବ ହେଲମେଟ୍ ସହ ଆକର୍ଷଣୀୟ ଉପହାର

ଗୋଚର ଜମିରେ ବନିଥିବା ଜଳାଶୟକୁ ପଞ୍ଚାୟତକୁ ହସ୍ତାନ୍ତର କରିବାକୁ ଜିଲ୍ଲାପାଳଙ୍କୁ ଦାବି ଜଣାଇଲେ ସରପଞ୍ଚ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ତହସିଲ ଅଧୀନସ୍ଥ ତୁରଙ୍ଗ ପଞ୍ଚାୟତରେ ଥିବା ଗୋଚର ଜମି ତଥା ପ୍ଲଟ ନମ୍ବର ୫୭୨୮ ଗୋଚର ଜାଗାରୁ ମାଟି ଚୋରି ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ତୁରଙ୍ଗ ପଞ୍ଚାୟତର ସରପଞ୍ଚ ସମରେନ୍ଦ୍ର ଦେହୁରୀ। ଏଥିସହ ଏହି…

Continue Readingଗୋଚର ଜମିରେ ବନିଥିବା ଜଳାଶୟକୁ ପଞ୍ଚାୟତକୁ ହସ୍ତାନ୍ତର କରିବାକୁ ଜିଲ୍ଲାପାଳଙ୍କୁ ଦାବି ଜଣାଇଲେ ସରପଞ୍ଚ

ପୁଣି କମିଲା ଭାରତୀୟ ଟଙ୍କାର ମୂଲ୍ୟ, ୧ ଡଲାର ଏବେ ୮୧.୬୨ ଟଙ୍କା

ନୂଆଦିଲ୍ଲୀ: ଡଲାର ତୁଳନାରେ ପୁଣି କମିଛି ଭାରତୀୟ ଟଙ୍କାର ମୂଲ୍ୟ। ଆଜି ଟଙ୍କାର ମୂଲ୍ୟ ସର୍ବନିମ୍ନ ସ୍ତର ୮୧ ଟଙ୍କା ୬୨ ପଇସାକୁ ଖସିଛି। ବିଶ୍ବ ସ୍ତରରେ ଘଟୁଥିବା ଘଟଣାଗୁଡ଼ିକ ପାଇଁ ଆଗକୁ ଟଙ୍କାର ମୂଲ୍ୟ ଆହୁରି କମିବା ନେଇ ଆଶଙ୍କା…

Continue Readingପୁଣି କମିଲା ଭାରତୀୟ ଟଙ୍କାର ମୂଲ୍ୟ, ୧ ଡଲାର ଏବେ ୮୧.୬୨ ଟଙ୍କା

ସ୍ବେଚ୍ଛାକୃତ ରକ୍ତଦାନ ଓ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

ଅନୁଗୁଳ: ସ୍ଥାନୀୟ ଅନୁଗୁଳ ମହିଳା ମହାବିଦ୍ୟାଳୟରେ ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁ, ଅନୁଗୁଳ ନିର୍ବାଚନ ମଣ୍ଡଳୀ, ଏନଏସଏସ, ୱାଇଆରସି ଓ ମୋ କଲେଜ ଅଭିଯାନର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଛି। ଶିବିରରେ ବିଧାନସଭା ଉପବାଚସ୍ପତି…

Continue Readingସ୍ବେଚ୍ଛାକୃତ ରକ୍ତଦାନ ଓ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

ବାର୍ଦ୍ଧକ୍ୟ ଭତ୍ତା ପାଇବାରେ ବାଧକ ସାଜିଥିଲା ଭୋଟ ପରିଚୟ, ଉପଜିଲ୍ଲାପାଳ ସମାଧାନ କରି କରାଇଦେଲେ ଭତ୍ତା

ଆଠମଲ୍ଲିକ : ବାର୍ଦ୍ଧକ୍ୟ ଭତ୍ତା ପାଇବାରେ ବାଧକ ସାଜିଛି ଭୋଟ ପରିଚୟ। ଭୋଟ ପରିଚୟ ପତ୍ରରେ ବୟସ ଓ ପ୍ରକୃତ ବୟସ ଭିତରେ ତାରତମ୍ୟ ଥିବାରୁ ବାର୍ଦ୍ଧକ୍ୟ ଭତ୍ତା ପାଉନଥିବାରୁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ଆଠମଲ୍ଲିକ ବ୍ଲକ କନ୍ତପଡ଼ା…

Continue Readingବାର୍ଦ୍ଧକ୍ୟ ଭତ୍ତା ପାଇବାରେ ବାଧକ ସାଜିଥିଲା ଭୋଟ ପରିଚୟ, ଉପଜିଲ୍ଲାପାଳ ସମାଧାନ କରି କରାଇଦେଲେ ଭତ୍ତା

ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ନ ଥିଲେ ବି କଟିବନି ଚାଲାଣ, ବଡ଼ ଘୋଷଣା କଲା ପରିବହନ ବିଭାଗ

ଭୁବନେଶ୍ୱର: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ମାମଲାରେ ବଡ଼ ଆଶ୍ୱସ୍ତି। ନୂଆ ନମ୍ବର ପ୍ଲେଟ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୋମବାର ବଡ଼ ଘୋଷଣା କରିଛନ୍ତି। ଯେଉଁମାନେ ଅବଧି ଶେଷ ପୂର୍ବରୁ…

Continue Readingଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ନ ଥିଲେ ବି କଟିବନି ଚାଲାଣ, ବଡ଼ ଘୋଷଣା କଲା ପରିବହନ ବିଭାଗ

ଅନୁଗୁଳ ଗସ୍ତରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ, ବିଶାଳ ଶୋଭାଯାତ୍ରାରେ ପାଛୋଟି ନେଲେ କର୍ମୀ

ଅନୁଗୁଳ: ଅନୁଗୁଳ ଗସ୍ତରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ। ଆଜି ପୂର୍ବାହ୍ନରେ ହଜାର ହଜାର କଂଗ୍ରେସ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ବସଷ୍ଟାଣ୍ଡ ସ୍ଥିତ ରାଜାଛକଠାରୁ କଂଗ୍ରେସ ଭବନ ଯାଏ ନବ ନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟିର…

Continue Readingଅନୁଗୁଳ ଗସ୍ତରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ, ବିଶାଳ ଶୋଭାଯାତ୍ରାରେ ପାଛୋଟି ନେଲେ କର୍ମୀ

ମହିଳା ଜାଣିଲେ ନିଜ ଅଧିକାର: ହିନ୍ଦୁ ମହିଳାଙ୍କ ସମ୍ପତ୍ତିଗତ ଅଧିକାର ଉପରେ ଆଲୋଚନା ଚକ୍ର

ତାଳଚେର: ତାଳଚେର ଓକିଲ ସଂଘ ତରଫରୁ ମଧୁବାବୁ ସମ୍ମିଳନୀ କକ୍ଷରେ ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହିନ୍ଦୁ ମହିଳାଙ୍କ ସମ୍ପତ୍ତିଗତ ଅଧିକାର ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ତାଳଚେର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍…

Continue Readingମହିଳା ଜାଣିଲେ ନିଜ ଅଧିକାର: ହିନ୍ଦୁ ମହିଳାଙ୍କ ସମ୍ପତ୍ତିଗତ ଅଧିକାର ଉପରେ ଆଲୋଚନା ଚକ୍ର