ଲକ୍ଷ୍ମୀ ହୋଣ୍ଡାରେ ସର୍ଚ୍ଚ ଆଣ୍ଡ ୱିନ୍ ପୂଜା ଅଫର ଆରମ୍ଭ, ମାତ୍ର ୧୧୦୦ ଟଙ୍କା ଦେଇ ଘରକୁ ଆଣିପାରିବେ ନୂଆ ବାଇକ

ଅନୁଗୁଳ: ଅନୁଗୁଳ ସ୍ଥିତ ଲକ୍ଷ୍ମୀ ହୋଣ୍ଡା ଠାରେ ପବିତ୍ର ପୂଜା ଅବସରରେ ସର୍ଚ୍ଚ ଆଣ୍ଡ ୱିନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଅଫରରେ ଗ୍ରାହକମାନେ ହୋଣ୍ଡାର ଯେକୌଣସି ଦୁଇ ଚକିଆ ଗାଡ଼ି କିଣିଲେ ନିଶ୍ଚିତ ଉପହାର ପାଇପାରିବେ। ଏହି ଉପହାର ମଧ୍ୟରେ…

Continue Readingଲକ୍ଷ୍ମୀ ହୋଣ୍ଡାରେ ସର୍ଚ୍ଚ ଆଣ୍ଡ ୱିନ୍ ପୂଜା ଅଫର ଆରମ୍ଭ, ମାତ୍ର ୧୧୦୦ ଟଙ୍କା ଦେଇ ଘରକୁ ଆଣିପାରିବେ ନୂଆ ବାଇକ

ଏପିପିଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୁଳ : ଅନୁଗୁଳ କୋର୍ଟର ଜଣେ ଅତିରିକ୍ତ ସରକାରୀ ଓକିଲ (ଏପିପି)ଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି । ସୂଚନା ଯେ, ଖଲାରୀ ଗାଁର ବାଉରୀବନ୍ଧୁ ମହାପାତ୍ର(୫୩) ରାତି ପ୍ରାୟ ୧୧ଟା ବେଳେ ମା’ଙ୍କ ଔଷଧ କିଣି ଘରକୁ…

Continue Readingଏପିପିଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଦେଲେ ପୂଜା ଭେଟି

ଅନୁଗୁଳ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲା ଗସ୍ତ କରି ରେଳ ଷ୍ଟେସନ ସହ ବିଭିନ୍ନ ରେଳ ପ୍ରକଳ୍ପ ଓ ତାଳଚେର-ଅନୁଗୁଳ ଲୁପ ଲାଇନ କାର୍ଯ୍ୟର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଏ ଅବସରରେ ମନ୍ତ୍ରୀ ରେଳ ବଗି, ସୁପରଭିଜନ…

Continue Readingଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଦେଲେ ପୂଜା ଭେଟି

ବେଆଇନ ବାଲିଚାଲାଣ ବେଳେ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ରାତି ଅଧିଆ ଚଢ଼ଉ, ୮ ଗାଡ଼ି ଜବତ; ଜରିମାନା ଦେବା ପରେ ଛାଡ଼ିଲା ପ୍ରଶାସନ

ଆଠମଲ୍ଲିକ/ ଅନୁଗୁଳ: ଆଠମଲ୍ଲିକ ତହସିଲ ଅଞ୍ଚଳରୁ ଶୁକ୍ରବାର ବିଳମ୍ବିତ ରାତିରେ ବେଆଇନ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ଉ କରି ୮ଟି ବାଲି ବୋଝେଇ ଗାଡ଼ି ଜବତ କରାଯାଇଛି। ଉପଜିଲ୍ଲାପାଳ ତରଣୀ ସୁନା ଓ ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ…

Continue Readingବେଆଇନ ବାଲିଚାଲାଣ ବେଳେ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ରାତି ଅଧିଆ ଚଢ଼ଉ, ୮ ଗାଡ଼ି ଜବତ; ଜରିମାନା ଦେବା ପରେ ଛାଡ଼ିଲା ପ୍ରଶାସନ

ଦରଦାମ୍ ବୃଦ୍ଧି ଉପରେ ଲଗାମ ସହ ୧୨ ଦଫା ଦାବି ନେଇ ୨୯ ରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ଗଣବିକ୍ଷୋଭ, ଜନସାଧାରଣ ସମର୍ଥନ ଜଣାଇବାକୁ ଆହ୍ୱାନ

ଅନୁଗୁଳ: ୧୨ ଦଫା ଦାବିରେ ଆସନ୍ତା ୨୯ ସେପ୍ଟେମ୍ବର ୨୦୨୨ରେ ଭୁବନେଶ୍ବରରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ଏକ ବିଶାଳ ରାଜ୍ୟସ୍ତରୀୟ ଗଣବିକ୍ଷୋଭ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାବାସୀ ସାମିଲ ହେବାକୁ ଦଳ ପକ୍ଷରୁ…

Continue Readingଦରଦାମ୍ ବୃଦ୍ଧି ଉପରେ ଲଗାମ ସହ ୧୨ ଦଫା ଦାବି ନେଇ ୨୯ ରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ଗଣବିକ୍ଷୋଭ, ଜନସାଧାରଣ ସମର୍ଥନ ଜଣାଇବାକୁ ଆହ୍ୱାନ

ଏନ୍ଏସ୍ଏସ୍ ପକ୍ଷରୁ ଜାତୀୟ ସେବା ଯୋଜନା ଦିବସ ପାଳିତ

ଆଠମଲ୍ଲିକ / ଅନୁଗୁଳ: ସ୍ଥାନୀୟ ଆଠମଲ୍ଲିକ ମହାବିଦ୍ୟାଳୟରେ ଶନିବାର ଏନ୍ଏସ୍ଏସ୍ ବିଭାଗ ତରଫରୁ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଆଦିତ୍ୟ କୁମାର ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ଵ କରି ଜାତୀୟ ସେବା ଯୋଜନା ଦିବସ ଉପରେ ବିବରଣୀ…

Continue Readingଏନ୍ଏସ୍ଏସ୍ ପକ୍ଷରୁ ଜାତୀୟ ସେବା ଯୋଜନା ଦିବସ ପାଳିତ

ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ: ଲୋକମାନେ ଯେଭଳି ଶାନ୍ତିରେ ପୂଜା ଉପଭୋଗ କରିବେ ସେ ନେଇ ସବୁ ବିଭାଗକୁ ଦାୟିତ୍ୱ ବାଣ୍ଟିଲେ ଜିଲ୍ଲାପାଳ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ତତ୍ତ୍ବାବଧାନ ଓ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ…

Continue Readingଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ: ଲୋକମାନେ ଯେଭଳି ଶାନ୍ତିରେ ପୂଜା ଉପଭୋଗ କରିବେ ସେ ନେଇ ସବୁ ବିଭାଗକୁ ଦାୟିତ୍ୱ ବାଣ୍ଟିଲେ ଜିଲ୍ଲାପାଳ

ଚୋରି ଉଦ୍ୟମ ବିଫଳ: ଚପଲ ଛାଡ଼ି ପଳାଇଲେ ଚୋର

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ସେବା ସମବାୟ ସମିତିରୁ ଚୋରି ଉଦ୍ୟମ ହୋଇଛି। ସମବାୟ ସମିତି ରାତି ଜଗୁଆଳି ନିଦରୁ ଉଠିପଡ଼ିବାରୁ ଦୁର୍ବୃତ୍ତମାନେ ପଳାଇ ଯାଇଥିଲେ। ସୂଚନା ଅନୁଯାୟୀ, ବୁଧବାର ରାତି ପାୟ ୧୨ଟା ବେଳେ କେତେକ ଦୁର୍ବୃତ୍ତ…

Continue Readingଚୋରି ଉଦ୍ୟମ ବିଫଳ: ଚପଲ ଛାଡ଼ି ପଳାଇଲେ ଚୋର

ପୂର୍ବ ଶତ୍ରୁତାରୁ ମାଡପିଟ୍; ୯ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଶାବଳଭଙ୍ଗାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ କନ୍ଦଳ ହୋଇଛି। ଗଣ୍ଡଗୋଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋଟାଏ ପକ୍ଷର; ମନୋଜ…

Continue Readingପୂର୍ବ ଶତ୍ରୁତାରୁ ମାଡପିଟ୍; ୯ ଗିରଫ

ଏଥରକ ପୂଜାରେ ଉଚ୍ଚ ସ୍ବରରେ ମାଇକ ବଜାଇବା ଓ ବାଣ ଫୁଟିବା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, ଅନୁଗୁଳରେ ନିୟମ ମାନିବାକୁ କଡ଼ା ନିର୍ଦ୍ଦେଶ

ଅନୁଗୁଳ: ଆସୁଛି ପାର୍ବଣ ଋତୁ। ଚଳିତବର୍ଷ କରୋନା କଟକଣା କମ୍ ଥିବାରୁ ଲୋକମାନେ ଏଥରକ ମଉଜ ମଜଲିସ କରିବାକୁ ଅନେକ ଯୋଜନା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଉଚ୍ଚ ସ୍ୱରରେ ମାଇକ୍ ବଜାଇବା ଓ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ…

Continue Readingଏଥରକ ପୂଜାରେ ଉଚ୍ଚ ସ୍ବରରେ ମାଇକ ବଜାଇବା ଓ ବାଣ ଫୁଟିବା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, ଅନୁଗୁଳରେ ନିୟମ ମାନିବାକୁ କଡ଼ା ନିର୍ଦ୍ଦେଶ