ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟ ପରିସରରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା

ଅନୁଗୁଳ: ଆଜି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ପ୍ଲାଣ୍ଟ ପରିସରରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି। ଏଥିପାଇଁ ପ୍ଲାଣ୍ଟ ପରିସରରେ ପ୍ଲେଟ୍ ମିଲ ଅଞ୍ଚଳରେ ଏକ ସ୍ବତନ୍ତ୍ର ପୂଜା ମଣ୍ଡପ ନିର୍ମାଣ କରି ବିଶ୍ବକର୍ମାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା।…

Continue Readingଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟ ପରିସରରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା

ମୋଦିଙ୍କ ୭୨ ତମ ଜନ୍ମଦିନରେ ୭୨ ୟୁନିଟ୍ ରକ୍ତ ସଂଗ୍ରହ କଲା ଜିଲ୍ଲା ବିଜେପି

ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ରକ୍ତଦାନ କରି ଉତ୍ସବ ପାଳନ କରିଛି ଅନୁଗୁଳ ଜିଲ୍ଲା ବିଜେପି। ପ୍ରଧାନମନ୍ତ୍ରୀଙ୍କ ୭୨ତମ ଜନ୍ମଦିନରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର…

Continue Readingମୋଦିଙ୍କ ୭୨ ତମ ଜନ୍ମଦିନରେ ୭୨ ୟୁନିଟ୍ ରକ୍ତ ସଂଗ୍ରହ କଲା ଜିଲ୍ଲା ବିଜେପି

ଆଶ୍ରମରେ ବିରଳ ପ୍ରଜାତିର ଏଣ୍ଡୁଅ ଠାବ

ଅନୁଗୁଳ: ସୁସୁଡା ମାନବ ସେବା ଚ୍ୟାରିଟେବୁଲ ଆଶ୍ରମ ପରିସରରେ ଶନିବାର ସକାଳେ ଏକ ବହୁରୂପୀ ଏଣ୍ଡୁଅ ବା କେମିଲିଅନ ଦେଖିଥିଲେ ପରିଚାଳକ ଚିନ୍ମୟୀ ଦାସ। ଏଣ୍ଡୁଅଟି ଗ୍ରୀନ ସ୍ପଟେଡ଼ ବହୁରୂପୀ ଏଣ୍ଡୁଅ ବୋଲି କୁହାଯାଉଛି। ବିଶେଷଜ୍ଞଙ୍କ ମତରେ ଭାରତରେ ଏହି ଏଣ୍ଡୁଅ…

Continue Readingଆଶ୍ରମରେ ବିରଳ ପ୍ରଜାତିର ଏଣ୍ଡୁଅ ଠାବ

ବିଶ୍ୱକର୍ମା ପୂଜାରେ ବଡ଼ ଅଘଟଣ: ଟେଣ୍ଟ ଭୁଶୁଡ଼ି ୫ ଆହତ

ଅନୁଗୁଳ: ବିଶ୍ୱକର୍ମା ପୂଜାରେ ବଡ଼ ଅଘଟଣ। ନାଲକୋରେ ଭୁଶୁଡ଼ି ପଡ଼ିଲା ଖଦି ଓ ଗ୍ରାମ ଉଦ୍ୟୋଗ ଷ୍ଟଲ ପାଇଁ ହେଉଥିବା ଟେଣ୍ଟ। ୮ ଜଣଙ୍କ ଉପରେ ଟେଣ୍ଟ ଗଳି ପଡ଼ିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ନାଲକୋ…

Continue Readingବିଶ୍ୱକର୍ମା ପୂଜାରେ ବଡ଼ ଅଘଟଣ: ଟେଣ୍ଟ ଭୁଶୁଡ଼ି ୫ ଆହତ

ଠିକା ଶ୍ରମିକଙ୍କୁ ବୋନସ୍ ଦାବି, ଦଶହରା ପୂର୍ବରୁ ନ ଦେଲେ ଆନ୍ଦୋଳନରେ ବସିବାକୁ ଚେତାବନୀ

ତାଳଚେର: ତାଳଚେରରେ କାର୍ଯ୍ୟରତ ଏମ୍‌.ସି.ଏଲ୍‌.ର ସମସ୍ତ କୋଇଲା ଖଣିର ଠିକା ଶ୍ରମିକଙ୍କୁ ବୋନସ୍ ପ୍ରଦାନ ଦାବିରେ ଶୁକ୍ରବାର ଜଗନ୍ନାଥ କୋଇଲା କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଶ୍ରମିକ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ…

Continue Readingଠିକା ଶ୍ରମିକଙ୍କୁ ବୋନସ୍ ଦାବି, ଦଶହରା ପୂର୍ବରୁ ନ ଦେଲେ ଆନ୍ଦୋଳନରେ ବସିବାକୁ ଚେତାବନୀ

ମହାଲକ୍ଷ୍ମୀ ପୂଜା ପୂର୍ବରୁ ୫୫ନଂ ଜାତୀୟ ରାଜପଥକୁ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବି କଲେ ପୂଜା କମିଟି

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି ସ୍ଥାନୀୟ ବଅଁରପାଳ ବ୍ଲକ କୁଲାଡ଼ ମହାଲକ୍ଷ୍ମୀ ସେଣ୍ଟାଲ ପୂଜା କମିଟିର ସମସ୍ତ ସଦସ୍ୟ ଏବଂ ସରପଞ୍ଚ। ସରପଞ୍ଚଙ୍କ କହିବା ଅନୁସାରେ ଆସନ୍ତା ଅକ୍ଟୋବର ୯…

Continue Readingମହାଲକ୍ଷ୍ମୀ ପୂଜା ପୂର୍ବରୁ ୫୫ନଂ ଜାତୀୟ ରାଜପଥକୁ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବି କଲେ ପୂଜା କମିଟି

ବୁଥ୍ ସଂଶୋଧନ ପାଇଁ ଜିଲ୍ଲା ପ୍ରଶାସନ ତତ୍ପର, ମତଦାନ ସୁପରିଚାଳନା ପାଇଁ ବୈଠକ ଡାକିଲେ ଉପଜିଲ୍ଲାପାଳ

ଅନୁଗୁଳ: ଛେଣ୍ଡିପଦା (ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥରେ ମତଦାନ ନିମନ୍ତେ ଭୋଟରଙ୍କ ସୁବିଧା ପାଇଁ ବୁଥ୍ ସଂଶୋଧନ ବୈଠକ ଆଜି ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ବୈତୁରା ଦିପ୍ଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଠାରେ ବିଭିନ୍ନ ରାଜନୈତିକ…

Continue Readingବୁଥ୍ ସଂଶୋଧନ ପାଇଁ ଜିଲ୍ଲା ପ୍ରଶାସନ ତତ୍ପର, ମତଦାନ ସୁପରିଚାଳନା ପାଇଁ ବୈଠକ ଡାକିଲେ ଉପଜିଲ୍ଲାପାଳ

ଡକାୟତି ଯୋଜନା ପଣ୍ଡ, ରାତି ଅଧିଆ ୫ ଜଣଙ୍କୁ ଗିରଫ କଲା ପୋଲିସ

ଅନୁଗୁଳ: ସ୍ଥାନୀୟ ସଦର ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ପ୍ରକାଶ ଯେ, ସଦର ଥାନାର ଆଇଆଇସି ସତ୍ୟବ୍ରତ ରାଉତଙ୍କ ନେତୃତ୍ଵରେ ଏକ ଟିମ୍ କୁଇଓ ଜଙ୍ଗଲରେ ଅଚାନକ ଚଢ଼ଉ…

Continue Readingଡକାୟତି ଯୋଜନା ପଣ୍ଡ, ରାତି ଅଧିଆ ୫ ଜଣଙ୍କୁ ଗିରଫ କଲା ପୋଲିସ

ବାପାଙ୍କୁ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍‌କୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁରେ ବାପାଙ୍କୁ ମରଣାନ୍ତକ ଅକ୍ରମଣ କରିବା ଅଭିଯୋଗରେ ପୁଲିସ ଗୁରୁବାର ପୁଅକୁ ଗିରଫ କରିଛି। ସୂଚନା ଯେ, ଗିରାଙ୍ଗ ଗାଁର ଦିବାକ ଦେହୁରୀ(୭୫)ଙ୍କୁ ବୁଧବାର ରାତିରେ ପୁଅ ସୁରେନ୍ ଦେହୁରୀ(୩୭) ଗାଳିଗୁଲଜ…

Continue Readingବାପାଙ୍କୁ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ

ମାହେଶ୍ବରୀଙ୍କ ଷୋଳ ପୂଜା ପ୍ରସ୍ତୁତି

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ସବଡ଼ିଭିଜନର ମା’ ମାହେଶ୍ଵରୀଙ୍କ ଷୋଳ ପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଠମଲ୍ଲିକ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ତରଣୀ କୁମାର ସୁନା ଅଧ୍ୟକ୍ଷତା…

Continue Readingମାହେଶ୍ବରୀଙ୍କ ଷୋଳ ପୂଜା ପ୍ରସ୍ତୁତି