ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ମହିଳା ସରପଞ୍ଚଙ୍କୁ ଆକ୍ରମଣ ଘଟଣାରେ କାହିଁକି ଚୁପ୍ ରହିଛି ପୋଲିସ ? କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପିର ଦାବି

ଅନୁଗୁଳ: ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଗତ ସୋମବାର ଶାସକ ଦଳର ପୋଷାକ ପିନ୍ଧି କିଛି ଯୁବକ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାକୁ ଦୃଢ଼ ପ୍ରତିବାଦ କରିଛି ବିଜେପି। ଏନେଇ ମହିଳା ସରପଞ୍ଚ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏବେ…

Continue Readingଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ମହିଳା ସରପଞ୍ଚଙ୍କୁ ଆକ୍ରମଣ ଘଟଣାରେ କାହିଁକି ଚୁପ୍ ରହିଛି ପୋଲିସ ? କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପିର ଦାବି

ଅନୁଗୁଳ ବିଜେଡିରେ ହେବ ବଡ଼ ପରିବର୍ତ୍ତନ ! ଜିଲ୍ଲା ସଭାପତି ମଙ୍ଗ ଧରିପାରନ୍ତି ବ୍ରଜ କିଶୋର ପ୍ରଧାନ, ଖୁବଶୀଘ୍ର ଘୋଷଣା କରିବେ ଦଳ ସୁପ୍ରିମୋ

ଅନୁଗୁଳ: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳ ନିଜ ରଣନୀତିରେ କିଛିଟା ପରିବର୍ତ୍ତନ କରୁଛି। ଏହି ଅଦଳବଦଳ ତୃଣମୂଳ ସ୍ତରରେ ଆରମ୍ଭ ହୋଇସାରିଲାଣି। ନିକଟରେ ବିଜେଡି ପକ୍ଷରୁ ରାଜ୍ୟ ଯୁବ ଓ ଛାତ୍ର ସଂଗଠନର ନବ କଳେବର କରାଯାଇ ନୂଆ…

Continue Readingଅନୁଗୁଳ ବିଜେଡିରେ ହେବ ବଡ଼ ପରିବର୍ତ୍ତନ ! ଜିଲ୍ଲା ସଭାପତି ମଙ୍ଗ ଧରିପାରନ୍ତି ବ୍ରଜ କିଶୋର ପ୍ରଧାନ, ଖୁବଶୀଘ୍ର ଘୋଷଣା କରିବେ ଦଳ ସୁପ୍ରିମୋ

ତାଳଚେର ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ୯ ଦଫା ଦାବି ଜଣାଇଲେ ବିଧାୟକ

ତାଳଚେର: ଦୁଇଦିନିଆ ତାଳଚେର ସାର କାରଖାନା ଗସ୍ତରେ ଆସିଥିବା କେନ୍ଦ୍ର ସାର, ରସାୟନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ବିଭାଗ ମନ୍ତ୍ରୀ ଭଗୱନ୍ତ ଖୁବାଙ୍କୁ ଆଜି ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ ସାକ୍ଷାତ କରିଛନ୍ତି। ଏ ଅବସରରେ ସେ କେନ୍ଦ୍ର ମନ୍ତ୍ରୀଙ୍କୁ…

Continue Readingତାଳଚେର ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ୯ ଦଫା ଦାବି ଜଣାଇଲେ ବିଧାୟକ

ଦୁଇଦିନିଆ ତାଳଚେର ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଭଗୱନ୍ତ ଖୁବା, ପ୍ଲାଣ୍ଟ ବୁଲିବା ସହ ଶୀଘ୍ର କାମ ସାରିବାକୁ ଦେଲେ ନିର୍ଦ୍ଦେଶ

ତାଳଚେର: ଦୁଇ ଦିନିଆ ଗସ୍ତରେ ଆସି ଆଜି ତାଳଚେରରେ ପହଞ୍ଚିଛନ୍ତି ରାଷ୍ଟ୍ର ସାର, ରସାୟନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ବିଭାଗ ମନ୍ତ୍ରୀ ଭଗୱନ୍ତ ଖୁବା। ମନ୍ତ୍ରୀ ବିକ୍ରମପୁର ଅତିଥି ଭବନ ଠାରେ ପହଞ୍ଚିବା ପରେ ଟିଏଫ୍ଏଲ ଅଧିକାରୀମାନେ ତାଙ୍କୁ ସ୍ୱାଗତ…

Continue Readingଦୁଇଦିନିଆ ତାଳଚେର ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଭଗୱନ୍ତ ଖୁବା, ପ୍ଲାଣ୍ଟ ବୁଲିବା ସହ ଶୀଘ୍ର କାମ ସାରିବାକୁ ଦେଲେ ନିର୍ଦ୍ଦେଶ

ଚଳିତବର୍ଷ ଧୁମଧାମରେ ହେବ ଲକ୍ଷ୍ମୀ ପୂଜା, ଆରମ୍ଭ ହେଲା ପ୍ରସ୍ତୁତି

ଅନୁଗୁଳ: ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ପୂଜା କମିଟି ପକ୍ଷରୁ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ରାଣୀ ସତୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଥମେ ଦିବଂଗତ ସଦସ୍ଯଙ୍କ ଆତ୍ମାର ସତଗତି ପାଇଁ ଦୁଇ ମିନିଟ ନିରବ…

Continue Readingଚଳିତବର୍ଷ ଧୁମଧାମରେ ହେବ ଲକ୍ଷ୍ମୀ ପୂଜା, ଆରମ୍ଭ ହେଲା ପ୍ରସ୍ତୁତି

ବିଘ୍ନରାଜଙ୍କ ଆଗମନ ପାଇଁ ତାଳଚେର ସହର ଉତ୍ସବ ମୁଖର

ଅନୁଗୁଳ: ଆଉ କିଛି ଦିନ କେଇଟା ପରେ ଧରାବତରଣ କରିବେ ବିଘ୍ନ ବିନାଶକ। ଏଣୁ ଗଣପତିଙ୍କ ଆଗମନ ପାଇଁ ଏବେଠୁ ଚଳଚଞ୍ଚଳ ହୋଇଛି ତାଳଚେର ସହର। ଚଳିତବର୍ଷ ଅଗଷ୍ଟ ୩୧ ରେ ପଡ଼ୁଛି ଗଣେଶ ପୂଜା। ଏଣୁ ଛୋଟ ବଡ଼ ଶିକ୍ଷାନଷ୍ଠାନଠୁ…

Continue Readingବିଘ୍ନରାଜଙ୍କ ଆଗମନ ପାଇଁ ତାଳଚେର ସହର ଉତ୍ସବ ମୁଖର

ଜମି ନେଇ ଚାକିରି ଦେଉନି ନାଲକୋ, ନିଯୁକ୍ତି ଦାବିରେ ରେଳରୋକ୍ କଲେ କ୍ଷତିଗ୍ରସ୍ତ ପରିବାର

ନାଲକୋ: ନାଲକୋକୁ ଜମି ଦେଇ ଆଜି ପର୍ଯ୍ୟନ୍ତ କୌଣସି ସୁବିଧା କି ଚାକିରି ପାଇନଥିବାରୁ ବାଧ୍ୟ ହୋଇ ନାଲକୋ ରେଳପଥରେ ଧାରଣା ଦେଇଛନ୍ତି କ୍ଷତିଗ୍ରସ୍ତ ଅଞ୍ଚଳବାସୀ। ଆଜି ସ୍ଥାନୀୟ ପିଙ୍ଗୁଆ ଗାଁର ଦୁଇଟି ପରିବାର ନିକଟସ୍ଥ ନାଲକୋର ରେଳପଥ ଅବରୋଧ କରି…

Continue Readingଜମି ନେଇ ଚାକିରି ଦେଉନି ନାଲକୋ, ନିଯୁକ୍ତି ଦାବିରେ ରେଳରୋକ୍ କଲେ କ୍ଷତିଗ୍ରସ୍ତ ପରିବାର

ହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା

ଅନୁଗୁଳ: ହେମସୁରପଡ଼ା ଦୁର୍ଗା ମଣ୍ଡପଠାରେ ଦୁର୍ଗାପୂଜା ପଞ୍ଚାୟତ କମିଟିର ଚଳିତ ବର୍ଷ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗତବର୍ଷର ଆୟବ୍ୟୟର ହିସାବ ସାଙ୍ଗକୁ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସତ୍ୟାନନ୍ଦ ଦଳବେହେରା…

Continue Readingହେମସୁରପଡ଼ା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା

ମୃତ ସ୍ୱାମୀଙ୍କୁ ନ୍ୟାୟ ଦେବା ଆଶାରେ ଏସପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ବିଧବା ପତ୍ନୀ

ଅନୁଗୁଳ: ମୃତ ସ୍ୱାମୀଙ୍କୁ ନ୍ୟାୟ ଦେବା ଆଶାରେ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ କୁରୁଡ଼ୋଲ ପଞ୍ଚାୟତ ଘୁଞ୍ଚାପାଳ ଗାଁର ଝରଣା ନାଏକ। ଝରଣାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ଵାମୀ ସୁଧୀର ନାଏକ ଗତ ୦୮.୦୭.୨୦୨୧ ରେ…

Continue Readingମୃତ ସ୍ୱାମୀଙ୍କୁ ନ୍ୟାୟ ଦେବା ଆଶାରେ ଏସପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ବିଧବା ପତ୍ନୀ

ମଙ୍ଗଳା ମନ୍ଦିର ଭାଙ୍ଗିବାକୁ ଆସି ହଟହଟା ହେଲା ଜିଲ୍ଲା ପ୍ରଶାସନ

ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା ଅଧୀନସ୍ଥ କାଣ୍ଡସର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କରିବାକୁ ଆସି ହଟହଟା ହୋଇଛନ୍ତି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ। ଏହି ସ୍ଥାନରେ ମଙ୍ଗଳା ମନ୍ଦିର ଓ ଭୋଗ ଘର ଥିବାରୁ ସ୍ଥାନୀୟ ଲୋକେ ତାହାକୁ ଭାଙ୍ଗିବାକୁ ଦେଇ…

Continue Readingମଙ୍ଗଳା ମନ୍ଦିର ଭାଙ୍ଗିବାକୁ ଆସି ହଟହଟା ହେଲା ଜିଲ୍ଲା ପ୍ରଶାସନ