ଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ଦେବଗଡ଼/ ଅନୁଗୁଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳ ଥାନା ଆଉଁଳି ଗାଁରେ ଏକ ଗଛରୁ ଜଣେ ଯୁବକ ଓ ଯୁବତୀଙ୍କ ଶବ ଉଦ୍ଧାର ହୋଇଛି। କୁମ୍ଭାର ସାହିର ମହୁଲ ଗଛରେ ଏହି ଦୁଇ ଜଣଙ୍କ ଝୁଲନ୍ତା ଶବକୁ ଗତକାଲି ରାତି…

Continue Readingଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ଏଣିକି ଗାଡ଼ିରୁ ଜରିମାନା ଆଦାୟ କରିପାରିବେନି ପୋଲିସ, ଆସିଲା ନୂଆ ନିୟମ

ଭୁବନେଶ୍ୱର: ଏଣିକି ଗାଡ଼ିରୁ ଜରିମାନା ଆଦାୟ କରିପାରିବେନି ରାଜ୍ୟ ପୋଲିସ। ନିକଟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଗୁରୁ ପୋଲିସକୁ ଏହି କ୍ଷମତା ଦିଆଯାଇଥିଲା। କିନ୍ତୁ ଏବେ ତାହାକୁ ପ୍ରତ୍ୟାହାର କରି ନିଆଯାଇଛି। ଏନେଇ…

Continue Readingଏଣିକି ଗାଡ଼ିରୁ ଜରିମାନା ଆଦାୟ କରିପାରିବେନି ପୋଲିସ, ଆସିଲା ନୂଆ ନିୟମ

ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଅନୁଗୁଳରୁ ୨୩ ଜଣ ପ୍ରତିଯୋଗୀ

ଅନୁଗୁଳ:ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲରେ ଅଗଷ୍ଟ ୧୯ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗୀତା ପାଇଁ ଅନୁଗୁଳ ଜିଲ୍ଲାରୁ ୨୩ ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି।ସେଥି ମଧ୍ୟରୁ ୧୩ ଜଣ ବାଳିକା ଓ…

Continue Readingରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଅନୁଗୁଳରୁ ୨୩ ଜଣ ପ୍ରତିଯୋଗୀ

ହୋଟେଲ ନିକଟରେ ବୃଦ୍ଧଙ୍କ ମୃତ୍ୟୁ, ୪ ଦିନ ତଳେ ଗାଡ଼ି ଧକ୍କାରେ ହୋଇଥିଲେ ଆହତ

ଅନୁଗୁଳ: ବନ୍ତଳା ଥାନା ଅଞ୍ଚଳର ଏକ ହୋଟେଲ ନିକଟରେ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ୪ ଦିନ ତଳେ ଗାଡ଼ି ଧକ୍କାରେ ଆହତ ହୋଇଥିବା ବେଳେ ଆଜି ପ୍ରାଣ ହରାଇଛନ୍ତି। ଖବର ପାଇ ବନ୍ତଳା ପୋଲିସ ଘଟଣାସ୍ଥଳରେ…

Continue Readingହୋଟେଲ ନିକଟରେ ବୃଦ୍ଧଙ୍କ ମୃତ୍ୟୁ, ୪ ଦିନ ତଳେ ଗାଡ଼ି ଧକ୍କାରେ ହୋଇଥିଲେ ଆହତ

ବନ୍ୟା ବିପନ୍ନଙ୍କୁ ଔଷଧ ବଣ୍ଟନ କଲା ସାଥୀ ପରିବାର

ଅନୁଗୁଳ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ସାତକୋଶିଆ ଅଭୟାରଣ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ଗତ ୪ ଦିନ ହେଲାଣି ଟିକରପଡ଼ା ପଞ୍ଚାୟତର ଟିକରପଡ଼ା, ଗଇଁନ୍ଦି, ବେହେରା ସାହି ଓ ମଝିପଡା ଗାଁର ଲୋକମାନେ ଜଳ ବନ୍ଦୀ ହୋଇ…

Continue Readingବନ୍ୟା ବିପନ୍ନଙ୍କୁ ଔଷଧ ବଣ୍ଟନ କଲା ସାଥୀ ପରିବାର

ବନ୍ତଳା ବନାଞ୍ଚଳରେ ମାତିଛନ୍ତି ୩୧ ଟିକିଆ ହାତୀପଲ, ଚାଷୀ ହନ୍ତସନ୍ତ

ଅନୁଗୁଳ: କିଛି ଦିନ ବ୍ୟବଧାନରେ ଏବେ ପୁଣିଥରେ ସ୍ଥାନୀୟ ବନ୍ତଳା ବନାଞ୍ଚଳରେ ମାତିଛନ୍ତି ହାତୀ। ଏଠାରେ ୩୧ଟିକିଆ ହାତୀପଲ ଉପଦ୍ରବ ଚଳାଇଛନ୍ତି। ଏହି ହାତୀପଲ ଏକର ଏକର ଧାନ ଫସଲକୁ ଦଳି ମକଚି ନଷ୍ଟ କରୁଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି।…

Continue Readingବନ୍ତଳା ବନାଞ୍ଚଳରେ ମାତିଛନ୍ତି ୩୧ ଟିକିଆ ହାତୀପଲ, ଚାଷୀ ହନ୍ତସନ୍ତ

‌’ମନ୍ କି ବାତ’‌ କାର୍ଯ୍ୟକ୍ରମ ଶୁଣିବାକୁ ଲୋକଙ୍କୁ ଉତ୍ସାହିତ କରିବାକୁ ବିଜେପିର ବୈଠକ

ଅନୁଗୁଳ : ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପ୍ରତି ମାସରେ ପ୍ରସାରିତ ହେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ଶୁଣିବା ଲାଗି ଗୁରୁବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Continue Reading‌’ମନ୍ କି ବାତ’‌ କାର୍ଯ୍ୟକ୍ରମ ଶୁଣିବାକୁ ଲୋକଙ୍କୁ ଉତ୍ସାହିତ କରିବାକୁ ବିଜେପିର ବୈଠକ

ବନ୍ୟା ପାଇଁ ଘୁଞ୍ଚିଲା ଏଏସଓ ପରୀକ୍ଷା, ଟ୍ଵିଟ୍ କରି ସୂଚନା ଦେଲେ ଓପିଏସସି ମୁଖ୍ୟ

ଭୁବନେଶ୍ବର : ଘୁଞ୍ଚିଲା ଏଏସଓ ଲିଖିତ ପରୀକ୍ଷା। ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ପାଇଁ ଏଏସଓ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ଆସନ୍ତା ୨୧ ତାରିଖ ଅର୍ଥାତ୍ ରବିବାର ହେବାର ଥିଲା। କିନ୍ତୁ ବର୍ଷା ଯୋଗୁ ପରୀକ୍ଷା…

Continue Readingବନ୍ୟା ପାଇଁ ଘୁଞ୍ଚିଲା ଏଏସଓ ପରୀକ୍ଷା, ଟ୍ଵିଟ୍ କରି ସୂଚନା ଦେଲେ ଓପିଏସସି ମୁଖ୍ୟ

ଯୁବ ବିଜେଡି ପକ୍ଷରୁ ଟିକରପଡା ବନ୍ୟା ପ୍ରପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଅନୁଗୁଳ: ରାଜ୍ୟରେ ବନ୍ୟାସ୍ଥିତି ସାଂଘାତିକ ହୋଇଛି। ବିଭିନ୍ନ ତଳି ଅଞ୍ଚଳରେ ପାଣି ପଶିବାରୁ ଲୋକମାନେ ଘର ଦ୍ୱାର ଛାଡ଼ି ଅନ୍ୟତ୍ର ରହୁଛନ୍ତି। ଅନୁଗୁଳ ଜିଲ୍ଲାର ବିଭିନ୍ନ ଗାଁ ବି ଏବେ ଜଳମଗ୍ନ ରହିଛି। ତେବେ ବୁଧବାର ଯୁବ ବିଜେଡିର ଜିଲ୍ଲା ସଭାପତି…

Continue Readingଯୁବ ବିଜେଡି ପକ୍ଷରୁ ଟିକରପଡା ବନ୍ୟା ପ୍ରପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍

ଅନୁଗୁଳ: ଅଦାଲତରେ ଏକ ଚୋରି ମାମଲାର ବିଚାର ଚାଲିଥିଲା। ଅଦାଲତ ଅଭିଯୁକ୍ତକୁ ଜେଲ୍‌ ଦଣ୍ଡାଦେଶ ସହ ଜରିମାନା ଆଦେଶ ଦେଇଥିଲେ। ଆଉ ଏହା ଶୁଣି ଛାନିଆ ହୋଇ ଯାଇଥିଲେ ଅଭିଯୁକ୍ତ। ସୁଯୋଗ ଦେଖି ଅଦାଲତରୁ ଚମ୍ପଟ ମାରିଥିଲେ। ଏମିତି ଏକ ଅଭାବନୀୟ…

Continue Readingକୋର୍ଟରୁ ଅଭିଯୁକ୍ତ ଚମ୍ପଟ୍